
Browsing Category
Breaking News
ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ସାରା ଭାରତ ବର୍ଷରେ ଏକ ନମ୍ବର
ଓଡିଶା ଭାସ୍କର: ସାରା ଦେଶରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଥିବା ଦେଖିବାକୁ ମିଳିଛି। କାରଣ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(NCRB) ତଥ୍ୟ ଆଜି ଓଡ଼ିଶା ଭିଜିଲାନ୍ସକୁ ଏକ ନମ୍ବରରେ ପହଞ୍ଚାଇଛି। ଯେଉଁଥିରେ…
AMRI ହସ୍ପିଟାଲକୁ ବଡ଼ ସଫଳତା: ବୃଦ୍ଧାଙ୍କ ଦେହରେ “Leadless Pacemaker” ପ୍ରତିରୋପଣ କଲେ ଡାକ୍ତର
ଭୁବନେଶ୍ୱର: ବର୍ତ୍ତମାନ ସମୟରେ ମେଡିକାଲ ବିଜ୍ଞାନ ଖୁବ ଆଗକୁ ଯାଇଛି । ନୂତନ ଜ୍ଞାନକୌଶଳରେ ବିଭିନ୍ନ ରୋଗକୁ ହରାଇବାରେ ସାମର୍ଥ୍ୟ ହୋଇଛି ମେଡିକାଲ ସାଇନ୍ସ । ଯାହାର ଏକ ଉଦାହରଣ ପାଲଟିଛନ୍ତି ଭୁବନେଶ୍ୱରର ଆମ୍ରି…
‘କୋହଲିଙ୍କୁ ଅଧିନାୟକ ପଦରୁ ମୁଁ ହଟାଇନାହିଁ…’ ୨ ବର୍ଷ ପରେ ବିବାଦ ଉପରେ ମୁହଁ ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି ଟିମ ଇଣ୍ଡିଆ । ଉଭୟ ଦଳ ମଧ୍ୟରେ ଟି-୨୦, ଦିନିକିଆ ଏବଂ ପରେ ଟେଷ୍ଟ ସିରିଜ ଖେଳାଯିବ । ନୂଆ ମିଶନରେ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ଦେଇଛି ଭାରତୀୟ…
ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା INDIA ମେଣ୍ଟ’ର ଦିଲ୍ଲୀ ବୈଠକ, ବିଜେପିର ବିଜୟ ପରେ ବିରୋଧୀ ଅସ୍ଥିର!
ଓଡିଶା ଭାସ୍କର: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। କାରଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର(ଜେଡିୟୁ), ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ…
୨୦୦-୩୦୦ ଟଙ୍କାରେ ମିଳୁଛି ଜ୍ୟାକେଟ-ସ୍ୱେଟର: ଶୀତବସ୍ତ୍ର କିଣିବା ପାଇଁ ସବୁଠୁ ଭଲ ମାର୍କେଟ
ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହୋଇଯାଇଛି ଶୀତର ଲହରୀ । ବିଭିନ୍ନ ରାଜ୍ୟରେ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି । ତେଣୁ ଲୋକମାନେ ଶୀତବସ୍ତ୍ର ପିନ୍ଧିବା ମଧ୍ୟ ଆରମ୍ଭ କରିଦେଲେଣି । ଅନେକ ଲୋକ ନିଜ ପାଇଁ ଶୀତବସ୍ତ୍ର…
ପ୍ରତି ଘଣ୍ଟାରେ ଅପରାଧର ଶିକାର ହେଉଛନ୍ତି ୫୧ ମହିଳା, ଦିଲ୍ଲୀ-ରାଜସ୍ଥାନ ସବୁଠାରୁ ଅସୁରକ୍ଷିତ
ନୂଆଦିଲ୍ଲୀ: ସୋମବାର ଦିନ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧରେ ବୃଦ୍ଧି ଘଟିଛି। ୨୦୨୨ ମସିହାରେ ମହିଳାଙ୍କ ଉପରେ ମୋଟ ଚାରି ଲକ୍ଷ…
ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ
କୋରାପୁଟ: ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଖବର ସାମ୍ନାକୁ ଆସିଛି । ରେଳ ଧାରଣା ଉପରେ ମାଟି ଅତଡା ଖସିପଡିବାରୁ ଟ୍ରେନ ଲାଇନଚ୍ୟୁତ ହେବା ଜଣାପଡିଛି । ବୋରାରୁ ଶିବଲିଙ୍ଗପୁରମ ଟ୍ରାକରେ ଖସିପଡିଛି ମାଟି ଅତଡା ।…
(Video) ଫ୍ରିଜରେ କାହିଁକି ବରଫ ହୁଏନି ମଦ? କ’ଣ ରହିଛି ଏହା ପଛର ବୈଜ୍ଞାନିକ କାରଣ
ଓଡ଼ିଶା ଭାସ୍କର: ଶୀତ ଦିନ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଥଣ୍ଡାର ପରିମାଣ ବଢିବାରୁ ପାଣିକୁ କିଛି ସମୟ ରଖିଲେ ଏହା ବରଫ ପାଲଟିଯିବ । ଏହାବ୍ୟତୀତ ଫ୍ରିଜରେ ମଧ୍ୟ ପାଣି କିମ୍ବା ଅନ୍ୟ କୌଣସି ମୃଦୁ ତରଳ ପଦାର୍ଥ ରଖିଲେ…
BIG BREAKING: ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
ଭୁବନେଶ୍ୱର: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ ହୋଇଛି। ଯେଉଁଥିରେ ମୋଟ ୧୦ଟି ପ୍ରସ୍ତାବକୁ…
ଚେନ୍ନାଇର ମିଚୌଙ୍ଗ ଝଡ଼ରେ ୨୪ ଘଣ୍ଟା ଫସିଗଲେ ଆମିର ଖାନ, ଶେଷରେ ଏପରି କରାଗଲା ଉଦ୍ଧାର
ନୂଆଦିଲ୍ଲୀ: ଚକ୍ରବତୀ ଝଡ଼ ମିଚୌଙ୍ଗ ଯୋଗୁଁ ଚେନ୍ନାଇରେ ଅନେକ କ୍ଷୟକ୍ଷତି ଘଟିଛି । ଏହାର ପ୍ରଭାବରେ ସାରା ସହର ସଂପୂର୍ଣ୍ଣ ଜଳମଗ୍ନ ହୋଇଛି । ତେବେ ଏହାରି ମଧ୍ୟରେ ଚେନ୍ନାଇରୁ ଏକ ବଡ଼ ଖବର ଆସି ପହଁଚିଛି । ବଲିଉଡ଼…