Browsing Category

Breaking News

ମୋବାଇଲ କମ୍ପାନୀ ନୋକିଆ ନେବାକୁ ଯାଉଛି ଏପରି ପଦକ୍ଷେପ, ୧୪,୦୦୦ କର୍ମଚାରୀଙ୍କୁ କରିବ ଛଟେଇ

ନୂଆଦିଲ୍ଲୀ: ଗତ ୨୦୨୨ରୁ ସାରା ବିଶ୍ୱର ଆର୍ଥିକ ଅବସ୍ଥା ମାନ୍ଦା ପରିସ୍ଥିତି ଦେଇ ଗତି କରୁଛି । ଏହାର ପ୍ରଭାବ ବଡ ବଡ କମ୍ପାନୀ ଉପରେ ଲଗାତର ପଡିବାରେ ଲାଗିଛି । ଫଳରେ ବହୁ କମ୍ପାନୀରେ ଏବେ ଛଟେଇର ଧାରା ଜାରି ରହିଛି ।…

ଶରୀରରେ ଟାଟୁ ଥିଲେ ମିଳିବନି ସରକାରୀ ଚାକିରୀ: କେଉଁ କେଉଁ ପଦ ପାଇଁ ଏହି ନିୟମ ଲାଗୁ ହୋଇଥାଏ

ନୂଆଦିଲ୍ଲୀ: ଆଜିକାଲିର ସମୟରେ ଅଧିକାଂଶ ଯୁବପୀଢ଼ି ବଡ଼ ବଡ଼ ସେଲିବ୍ରେଟୀ, କ୍ରୀଡ଼ାବିତଙ୍କୁ ଅନୁସରଣ କରି ନିଜ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରାଉଥିବା ଦେଖାଯାଉଛି । ତେବେ ଏହି ଟାଟୁ ଆପଣଙ୍କ ଶରୀରକୁ ଆକର୍ଷଣୀୟ କରାଇ…

ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେଷ୍ଟରୁରାଣ୍ଟ, ଖର୍ଚ୍ଚ ହେବ ସାଢେ ୬ କୋଟି

ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଗୁଡ଼ିକୁ ସୁଦୃଢ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରୟାସ କରିଆସୁଛନ୍ତି । ସେଥି ମଧ୍ୟରୁ ଚିଲିକା ଏକ ବଡ଼ ପର୍ଯ୍ୟଟନ କେନ୍ଦ୍ର ରୂପେ ପରିଚିତ । ଖୁବଶୀଘ୍ର ଚିଲିକା ଜଳରାଶିରେ…

ବାଂଲାଦେଶକୁ ପରାସ୍ତ କଲେ ଭାରତ ସେମିରେ ପହଞ୍ଚିଯିବ କି? କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ବିଶ୍ୱକପରେ ନିଜର ପ୍ରଥମ ୩ଟି ମ୍ୟାଚରେ ଭାରତ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏହା ମଧ୍ୟରେ ଆଜି ଟିମ୍…

ଯୁବତୀମାନେ ଯୌନ ଆବେଗକୁ ନିୟନ୍ତ୍ରଣରେ ରଖିବା ସହିତ ଯୁବକମାନେ ମହିଳାଙ୍କ ଶାରୀରିକ ସ୍ୱତନ୍ତ୍ରତାକୁ ସମ୍ମାନ କରିବା ଉଚିତ, ହାଇକୋର୍ଟଙ୍କ…

କୋଲକାତା: କୋଲକାତା ହାଇକୋର୍ଟ ଏକ ମାମଲାର ଶୁଣାଣୀ ସମୟରେ ସମାଜର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । କୋର୍ଟ କହିଛନ୍ତି ଯୁବତୀମାନେ ନିଜର ଯୌନ ଇଚ୍ଛାକୁ ନିୟନ୍ତ୍ରଣରେ ରଖିବା ଉଚିତ ।…

ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ସାଧୁଙ୍କୁ ଗଳାକାଟି ହତ୍ୟା, କାରଣ ଅସ୍ପଷ୍ଟ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ଆଜି ଘଟିଯାଇଛି ଏକ ବଡ ଅଘଟଣ । ଏଠିକାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ଜଣେ ସାଧୁଙ୍କର ଗଳା କାଟି ହତ୍ୟା କରାଯାଇଛି । ଗୁରୁବାର ସକାଳେ ଏପରି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ, ଘନୀଭୂତ ହୋଇ ଅବପାତର ରୂପ ନେଇପାରେ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି କୁହାଯାଉଛି । ଏହି ଲଘୁଚାପ ଅଧିକ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଆବିଷ୍କାର: ୮ ପ୍ରକାର ରଙ୍ଗୀନ ଧାନରେ ରହିଛି ଅଧିକ ପୁଷ୍ଟି ଓ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଗବେଷଣା କ୍ଷେତ୍ରରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ପୂର୍ବରୁ ପାରମ୍ପରିକ ଧାନ ଓ କ୍ଷୁଦ୍ରଶସ୍ୟ ପାଇଁ ସାରା ବିଶ୍ୱରେ…

ରିଲିଜ ହେବା ମାତ୍ରେ ପ୍ରେକ୍ଷାଳୟରେ ଧମାଲ କରୁଛି ଥାଲାପତି ବିଜୟଙ୍କ ‘ଲିଓ’, ଫ୍ୟାନ୍ସ କହିଲେ ଫିଲ୍ମ ହେବ ବ୍ଲକବଷ୍ଟର

ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର 'ଲିଓ' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଭାତ ଶୋ’ରେ ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ମାଇକ୍ରୋବ୍ଲଗିଂ ସାଇଟ୍ X ର…

WhatsApp ଷ୍ଟାଟସ ଉପରେ ଆସିଲା ନୂଆ ଫିଚର, ଏବେ ଇମୋଜିକୁ ଭୁଲି ଅବତାର ସହିତ କରନ୍ତୁ ପ୍ରତିକ୍ରିୟା

ନୂଆଦିଲ୍ଲୀ: ହ୍ୱାଟ୍ସଆପ ହେଉଛି ବିଶ୍ୱ ବ୍ୟାପୀ ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ଲିକେସନ୍। ଏହି ପ୍ଲାଟଫର୍ମକୁ ୨ ବିଲିୟନରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଉପଭୋକ୍ତାମାନଙ୍କ ସୁବିଧା ପାଇଁ କମ୍ପାନୀ ନୂତନ ବୈଶିଷ୍ଟ୍ୟ…