Browsing Category
Breaking News
(Viral Video)ମାତ୍ର ୪ ବର୍ଷର ବାଳକ ଚଲାଉଛି Royal Enfield Classic 350 Bike, ଦେଖନ୍ତୁ ଭିଡିଓ
ଓଡିଶା ଭାସ୍କର; ଦକ୍ଷିଣ ଭାରତ, କେରଳ ରାଜ୍ୟରେ ଏକ ଭିଡିଓ ଇଣ୍ଟରନେଟକୁ ଖୁବ ଆକର୍ଷିତ କରୁଥିବା ଦେଖିବାକୁ ମିଳୁଛି । ମାତ୍ର ଜଣେ ଚାରି ବର୍ଷର ବାଳକ ଅସାଧାରଣ ମୋଟରସାଇକେଲ ଚଲାଇବା ଦକ୍ଷତା ହେତୁ ସେ ଖୁବ ପ୍ରଶଂସା…
ହେଲମେଟ୍ ପିନ୍ଧିବା ପୂର୍ବରୁ ନିଶ୍ଚୟ ଦିଅନ୍ତୁ ଧ୍ୟାନ, ଅନ୍ୟଥା ଆପଣଙ୍କ ସହ ବି ଘଟିପାରେ ଏପରି କିଛି..
ନୂଆଦିଲ୍ଲୀ: ବାଇକ୍ ଚଲାଇବା ସମୟରେ ସୁରକ୍ଷା ଦୃଷ୍ଟିରୁ ହେଲମେଟ୍ ପିନ୍ଧିବା ସମସ୍ତଙ୍କ ଲାଗି ବାଧ୍ୟତାମୂଳକ ହୋଇଥାଏ । ବଜାରରେ ଆଜିକାଲି ଭିନ୍ନ ଭିନ୍ନ ଡିଜାଇନର ସୁନ୍ଦର ହେଲମେଟ୍ ମିଳୁଛି । ହେଲମେଟ୍ ପିନ୍ଧିବା…
ଏଣିକି କୃଷକ ବି ପାଇବେ ପ୍ରତିମାସରେ ୩,୦୦୦ଟଙ୍କା ପେନସନ୍, କେବଳ ଏତିକି କାମ କରିବାକୁ ହେବ
ନୂଆଦିଲ୍ଲୀ: କୃଷକଙ୍କ ସହାୟତା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଲାଭଦାୟକ ଯୋଜନା ପରିଚାଳନା କରାଯାଉଛି । ସେଥିମଧ୍ୟରୁ ଏକ ଯୋଜନା ହେଉଛି ପିଏମ୍ କିଷାନ ମାନଧନ ଯୋଜନା । ଏହି ଯୋଜନା ଜରିଆରେ ସରକାର ପ୍ରତି…
ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ: ଦାବି ପୂରଣ ଯାଏଁ ବସିବେ ସଂଘ
ଭୁବନେଶ୍ୱର: (ଓଡିଶା ଭାସ୍କର) ୧୦ ତାରିଖରୁ ବସ୍ ଧର୍ମଘଟ । ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ଚାଲିବ ବସ୍ ଧର୍ମଘଟ । ଦାବି ପୂରଣ ଯାଏଁ ଚାଲିବ ଧର୍ମଘଟ । ଅନିର୍ଦ୍ଧିଷ୍ଟ କାଳ ଯାଏଁ ଜାରି ରହିବ ଧର୍ମଘଟ । ସକାଳ…
ଭାରତର ସ୍ପିନ ମାଡ଼ରେ ତିଷ୍ଠି ପାରିଲାନି ଅଷ୍ଟ୍ରେଲିଆ: ମାତ୍ର ୨୦୦ ରନର ଦେଲା ଟାର୍ଗେଟ
ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ପ୍ରଥମ ମ୍ୟାଚରେ କମାଲ କରି ଦେଖାଇଛନ୍ତି ଭାରତୀୟ ବୋଲର । ଟିମ ଇଣ୍ଡିଆ ଷ୍ୟାର ସ୍ପିନରଙ୍କ ଯାଦୁରେ ଝଟକା ଖାଇଛନ୍ତି ଅଷ୍ଟ୍ରେଲିଆର ସମସ୍ତ ବ୍ୟାଟର । ଦିନିକିଆ ବିଶ୍ୱକପରେ ସବୁଠାରୁ ସଫଳ ଦଳ…
ଯୁଦ୍ଧ ପାଇଁ ଇସ୍ରାଏଲକୁ ଉଡ଼ିବନି ଭାରତର ଏୟାର ଇଣ୍ଡିଆ ବିମାନ, ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚଳାଚଳ ସ୍ଥଗିତ
ନୂଆଦିଲ୍ଲୀ: ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ବର୍ତ୍ତମାନ ଅନେକ ଜଣଙ୍କ…
ଭାରତୀୟ ଦଳରେ ଡେବ୍ୟୁ କଲେ Jarvo 69! ବିଶ୍ୱକପ ଦଳରେ ନଥାଇ ବି ପଡ଼ିଆରେ ନୂଆ ଷ୍ଟାର…
ନୂଆଦିଲ୍ଲୀ: ଚେନ୍ନାଇର ଐତିହାସିକ ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳୁଛି । ତେବେ ଏହି ପ୍ରଥମ ମ୍ୟାଚରେ ହିଁ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ ବିରାଟ…
(video)ସୀମା ଟପିଛି ହମାସର ବର୍ବରତା, ଆଖି ସାମ୍ନାରେ ଝିଅକୁ ହତ୍ୟା କରି ଏକ ଦମ୍ପତିକୁ ଅନ୍ୟ ୨ ସନ୍ତାନ ସହିତ ରଖିଲେ ବନ୍ଧକ
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଛାତି ଥରାଇଦେବା ଭଳି ବିଭିନ୍ନ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା…
ପ୍ରଥମେ ପ୍ରେମ ଆଉ ତା’ପରେ ପ୍ରତାରଣା କଲେ CISF ଯବାନ; ଆଦିବାସୀ ଯୁବତୀଙ୍କ ଅଭିଯୋଗ
ଓଡିଶା ଭାସ୍କର; ପୁଣି ଆଉ ଏକ ଲଭ, ସେକ୍ସ ଓ ଧୋକ୍କା ମାମଲା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପ୍ରେମିକ ଜଣେ CISF ଯବାନ ଭାବେ କାର୍ଯ୍ୟରତ ଅଛନ୍ତି । ବେଲପଡା ଥାନା ବିଛୁବାହାଲି ଗାଁ'ର ଜଣେ…
ହେବାକୁ ଯାଉଛି କି ତୃତୀୟ ବିଶ୍ୱଯୁଦ୍ଧ ! ୪୫୦ ବର୍ଷ ତଳେ ନିଜ ପୁସ୍ତକରେ ଏହିପରି ଭୟଙ୍କର ଭବିଷ୍ୟବାଣୀ କରିଥିଲେ ନୋଷ୍ଟ୍ରାଡାମସ
ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା ପରେ ନୋଷ୍ଟ୍ରାଡାମସଙ୍କ ଏକ ଭବିଷ୍ୟବାଣୀକୁ ନେଇ ଏବେ ଆଲୋଚନା ହେଉଛି । ଫ୍ରାନ୍ସର ଏହି ଦାର୍ଶନିକ ୪୫୦ ବର୍ଷ ତଳେ ନିଜ ପୁସ୍ତକରେ ଭବିଷ୍ୟବାଣୀ କରିଥିଲେ ଯେ, ୨୦୨୩ରେ ତୃତୀୟ…