Browsing Category
Breaking News
ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କ ନିଖୋଜ ଘଟଣାରୁ ହଟିଲା ପରଦା, ମାନସିକ ଚାପ ଲାଗି ନେଇଥିଲେ ଭୁଲ ନିଷ୍ପତ୍ତି
ଭୁବନେଶ୍ବର: ସାମ୍ନାକୁ ଆସିଲା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାର ସତ। ମାନସିକ ଚାପ ଲାଗି ନେଇଥିଲେ ଏଭଳି ନିଷ୍ପତ୍ତି। ନିଜ ମୁହଁରେ କହିଛନ୍ତି କାରଣ। ପରେ ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ…
(video)ଜାମ୍ରେ ଫସି ରହି ପିଜା ଅର୍ଡର କଲେ ଯୁବକ, ପିଜା ଆସି ପହଞ୍ଚିଲା ପଛେ ଗାଡି ଗଡିିଲା ନାହିଁ
ବେଙ୍ଗାଲୁର: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରରେ ଟ୍ରାଫିକ୍ ଜାମ୍ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କିଛି କିଲୋମିଟର ଯାତ୍ରା କରିବା ଲାଗି ଏଠାରେ ଲୋକଙ୍କୁ ବହୁତ ଅଧିକ ସମୟ ଲାଗି ଯାଉଛି । ସୋସିଆଲ ମିଡିଆରେ…
‘ରାଜସ୍ଥାନ ମନ୍ଦିରରେ ୨୧ ଟଙ୍କା ଦେଇନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ’, ମିଥ୍ୟା ପ୍ରମାଣିତ ହେଲା ପୁରୋହିତଙ୍କ ଏହି ଦାବି
ନୂଆଦିଲ୍ଲୀ: ରାଜସ୍ଥାନର ଭିଲୱାରା ଜିଲ୍ଲାର ପ୍ରଭୁ ଦେବନାରାୟଣଙ୍କ ମନ୍ଦିରକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ୨୧ ଟଙ୍କାର ଆଲୋଚନା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଖବରରେ ମନ୍ଦିରର ପୁରୋହିତ ଏହି ଦାବି…
କୋଟାରେ ପୁଣି ଛାତ୍ରଙ୍କ ଆତ୍ମହତ୍ୟା, ବିଷ ପିଇ କଲେ ସୁଇସାଇଡ, ଚଳିତ ବର୍ଷ ସମୁଦାୟ ୨୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: କୋଟାରେ ପୁଣି ଏକ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ କୋଡିଏ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଛନ୍ତି। ସେ ୟୁପିର ବାସିନ୍ଦା ଥିଲେ ଏବଂ ତାଙ୍କ ପିତାଙ୍କ ସହ ସେ କୋଟାରେ ରହୁଥିଲେ। ତାଙ୍କ…
ବଢିଲା ଗ୍ରେଡ୍ ସି’ ଷ୍ଟେନୋଗ୍ରାଫର ପଦବୀ ଲାଗି ଆବେଦନ କରିବାର ସମୟସୀମା, ତୁରନ୍ତ କରନ୍ତୁ ଆବେଦନ
ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ ଅର୍ଥାତ୍ SSC ପକ୍ଷରୁ ଗ୍ରେଡ୍ ସି’ ଷ୍ଟେନୋଗ୍ରାଫର ପଦବୀ ଲାଗି ଆବେଦନ କରିବାର ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି ପଦବୀରେ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।…
ବିଶ୍ୱରେ ବଢ଼ୁଛି ଓଡ଼ିଶାର ଭିଟାମିନଯୁକ୍ତ ଚାଉଳର ଗ୍ରହଣୀୟତା: ଗବେଷଣା ଆରମ୍ଭ କରିବ ବିଦେଶୀ ଟିମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପ୍ରସ୍ତୁତ ଚାଉଳର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ସେଥିପାଇଁ ଏହାର ମାନକ ଓ ଗୁଣବତ୍ତା ପରୀକ୍ଷା କରିବା ସହିତ ଏହା ଉପରେ ଗବେଷଣା କରିବା ପାଇଁ ବିଦେଶୀ ପ୍ରତିନିଧି…
ବଲିଉଡ୍ ବାଦଶାହା ଶାହରୁଖ କହିଲେ ‘ବିରାଟ ତ ମୋର ଜ୍ୱାଇଁ ପରି’, ଜାଣନ୍ତୁ କ’ଣ ରହିଛି ମାମଲା
ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କର କ୍ରିକେଟ ପ୍ରତି ଦୂର୍ବଳତା ଥିବା ବିଷୟ କାହାକୁ ଅଛପା ନାହିଁ । ଆଇପିଏଲ୍ରେ ଶାହରୁଖ କୋଲକାତା ନାଇଟ୍ ରାଇଡର୍ସ ଟିମ୍ର ମାଲିକ । ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର,…
(Video) ସମୁଦ୍ର କୂଳରେ ଖାଲି ପାଦରେ ବୁଲିବା କେତେ ସୁରକ୍ଷିତ: ଏହି ଦୃଶ୍ୟରୁ ମିଳିଯିବ ସବୁ ଉତ୍ତର
ନୂଆଦିଲ୍ଲୀ: ସମୁଦ୍ରରେ ଗାଧୋଇବା ଯେତିକି ମଜା ଲାଗେ, ବେଳାଭୂମିରେ ଚାଲିବା ତା’ଠାରୁ ଅଧିକ ଆନନ୍ଦ ମିଳିଥାଏ । ସେଥିପାଇଁ ଅନେକ ଛୋଟ ପିଲା ସମୁଦ୍ରର ଲହରୀ ଚାଲିଯିବା ପରେ ବେଳାଭୂମିରେ ଖାଲିପାଦରେ ଦୌଡ଼ିଥାନ୍ତି । ତେବେ…
ଆଜି ୫୦୦ ଟଙ୍କା ଶସ୍ତା ହୋଇଗଲା ସୁନା: ଜାଣନ୍ତୁ ଆପଣଙ୍କ ସହରରେ ୧୦ ଗ୍ରାମ ପିଛା କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ସୁନା ଓ ରୂପା ମୂଲ୍ୟ ଆହୁରି କମ୍ ହୋଇଯାଇଛି । ଆଜି ସପ୍ତାହର ଚତୁର୍ଥ ଦିନ ଗୁରୁବାରରେ ସୁନା ଦର ପୁଣି ହ୍ରାସ ପାଇଛି । ଆଜି ସୁନାରେ ରେଟ୍ ୫୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପା ମୂଲ୍ୟରେ ୬୦୦ ହ୍ରାସ…
ଅଧିବେଶନ ଆରମ୍ଭରୁ ପୁଣି ହଙ୍ଗାମା : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର : ଆଜି ବିଧାନସଭାରେ ମୌସୁମୀ ଅଧିବେଶନ । ଅଧିବେଶସନ ଆରମ୍ଭରୁ ସଭାଗୁହରେ ପୁଣି ହଙ୍ଗାମା ହୋଇଥିଲା । ଏନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ସୂଚନା…