Browsing Category

Breaking News

ଜେଲ ବିଭାଗର ନୂଆ ଯୋଜନା: ଜେଲରେ ଲାଗିବ ‘ଅଟୋମେଟିକ୍ ରେଷ୍ଟ୍ରିକ୍ଟେଡ୍ ଟେଲିଫୋନିକ୍ ସିଷ୍ଟମ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜେଲରେ ରହିଥିବା ବିଚାରାଧୀନ କଏଦୀଙ୍କ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଚାରାଧୀନ କଏଦୀଙ୍କ ପାଇଁ ଜିପିଏସ ଟ୍ରାକିଂ…

B.Ed ଓ DELED ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଫର୍ମ ପୂରଣ ନିୟମ ବଦଳାଇଲେ ସରକାର; ନଜାଣିଥିଲେ ହଇରାଣ ହୋଇଯିବେ ଆପଣ!

ନୂଆଦିଲ୍ଲୀ: B.Ed ଓ DELED ପ୍ରାର୍ଥୀଙ୍କ ପାଇଁ କିଛି ନିୟମ ପରିବର୍ତ୍ତନ କରିଛନ୍ତି ବିହାର ସରକାର । ନୂଆ ନିୟମରେ ସରକାର ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥିତିକୁ ବାଧ୍ୟତାମୂଳକ କରିଛନ୍ତି ଏବଂ ଏହା ଚଳିତ ବର୍ଷ…

୨୯ରୁ ପୁଣି ଭିଜିବ ରାଜଧାନୀ : ସୂଚନା ଦେଇଛନ୍ତି ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତା ୨ ଦିନ ପାଘ ଶୁଖିଲା ରହିବା ବେଳେ ୨୯ରୁ ପୁଣି ବର୍ଷା ଆରମ୍ଭ ହେବ । ସେପ୍ଟେମ୍ଭର ୩୦ରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଦୁଇ…

ନାବାଳିକା ଘରୋଇ ସହାୟିକାଙ୍କ ସହ ଅମାନବୀୟ ଅତ୍ୟାଚାର, ରକ୍ତ ପିଆଇବା ସହ ଖୁଆଉଥିଲେ ଡଷ୍ଟବିନର ଅଳିଆ

ଗୌହାଟୀ: ଆସାମରେ ଅମାନବୀୟ ଆଚରଣର ସବୁ ସୀମା ଟପି ଯାଇଛନ୍ତି ଜଣେ ସେନା ମେଜରଙ୍କ ପତ୍ନୀ । ସେ ନିଜ ଘରେ ଥିବା ନାବାଳିକା ଘରୋଇ ସହାୟିକା ସହ ଏପରି ବ୍ୟବହାର କରିଛନ୍ତି ଯାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରୀ ଉଠିବ ।…

ହ୍ୱାଟ୍ସଆପ ଇମୋଜୀ ଏବଂ emoji kitchen ମଧ୍ୟରେ ପାର୍ଥକ୍ୟ କ’ଣ? କାହିଁକି ଲୋକପ୍ରିୟ ହେଉଛି ଚାଟିଙ୍ଗର ଏହି ନୂଆ ପଦ୍ଧତି

ନୂଆଦିଲ୍ଲୀ: ଆପଣ ଚାଟ କରିବା ସମୟରେ ଇମୋଜୀର ବ୍ୟବହାର କରୁଛନ୍ତି କି? ଭର୍ଚୁଆଲ ଓ୍ବାର୍ଲଡରେ ୟୁଜର୍ସଙ୍କ ମୁଡ ଏବଂ ଫେସିଆଲ ଏକ୍ସପ୍ରେସନକୁ ପ୍ରକାଶ କରିବାର ଏହା ସବୁଠାରୁ ପପୁଲାର ଫର୍ମୁଲା । ବର୍ତ୍ତମାନ ଗୁଗୁଲର…

ରେଳ ଫାଟକ ଭାଙ୍ଗି ଟ୍ରାକ୍‌କୁ ଚଢିଗଲା କଣ୍ଟେନର, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ବାଲେଶ୍ୱର: ରେଳ ଫାଟକ ଭାଙ୍ଗି ଟ୍ରାକ୍‌କୁ ଚଢିଗଲା କଣ୍ଟେନର । ୧୬ନଂ ଜାତୀୟ ରାଜପଥ ବାମ୍ପଦା ଛକରେଲ ହୋଇଛି ଏପରି ଦୁର୍ଘଟଣା । ଫାଟକ ଭାଙ୍ଗି ଟ୍ରାକ୍‌କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୨ ଘଣ୍ଟା…

କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡରେ ଅନେକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦରମା ୧ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅଧୀନରେ ଥିବା ଜାତୀୟ ସ୍ୱଚ୍ଛ ବାୟୁ…

What is Disease X: WHO ଦେଇଥିଲା ଚେତାବନୀ, ଆଗାମୀ ଦିନରେ ଏହା କରୋନାଠାରୁ ଅଧିକ ବିପଜ୍ଜନକ ହେବ କି, କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱରେ ଭୟଙ୍କର ଧ୍ୱଂସଲୀଳା ରଚିବା ପରେ କରୋନା ମହାମାରୀ ଏବେ ସ୍ଥାଣୁ ଅବସ୍ଥାରେ ରହିଛି । ତେବେ ଆଗାମୀ ଦିନରେ ପୁଣି ଏକ ନୂଆ ମହାମାରୀ ଆସିପାରେ ବୋଲି ବୈଜ୍ଞାନିକମାନେ…

ରୋଗିଣୀ ପତ୍ନୀଙ୍କ ଠାରୁ ଦୂରେଇ ଯିବାକୁ ଛାଡପତ୍ର ଚାହୁଁଥିଲା ସ୍ୱାମୀ, କୋର୍ଟ କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ: ପତ୍ନୀ ଦୀର୍ଘଦିନ ଧରି ଅପସ୍ମାର ରୋଗରେ ପୀଡିତ । ଏହି କାରଣରୁ ମୁଁ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଛି । ଏହି କାରଣ ଦର୍ଶାଇ ଜଣେ ବ୍ୟକ୍ତି ମୁମ୍ବାଇ ହାଇକୋର୍ଟରେ ଛାଡପତ୍ର ମାମଲା ଦାୟର କରିଥିଲେ । ଏହି…

ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ବିଜେପିରେ ସାମିଲ ହେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।…