
Browsing Category
Breaking News
କୁଲି ଡ୍ରେସ ପିନ୍ଧି ମୁଣ୍ଡରେ ଲଗେଜ୍ ବୋହିଲେ ରାହୁଲ, video ଭାଇରାଲ୍
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଜାରି ରହିଛି । ଏହି କ୍ରମରେ ଆଜି ରାହୁଲ ଗାନ୍ଧୀ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ଏଠାରେ ସେ କୁଲିମାନଙ୍କୁ ଭେଟିଛନ୍ତି ।…
ପ୍ରଥମ ଶ୍ରେଣୀ ପିଲା ପଢିବେ ‘ଶିକ୍ଷା ପ୍ରବେଶ’ : ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛନ୍ତି ପଦକ୍ଷେପ
ଭୁବନେଶ୍ୱର : ପ୍ରାଥମିକ ଶ୍ରେଣୀରେ ପଢାଉଥିବା ପିଲାଙ୍କୁ ‘ଶିକ୍ଷା ପ୍ରବେଶ’ ଏବେ ବାଟ କଢାଇବ । ଆଦ୍ୟ ଓ ଶୈଶବ ଶିକ୍ଷା ସହ ପ୍ରାଥମିକ ଶିକ୍ଷାର ସମନ୍ୱୟ କରାଯିବ । ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପଦକ୍ଷେପ…
ସାବଧାନର ସହ ଜମା କରନ୍ତୁ ବିଜୁଳି ବିଲ : ସାମାନ୍ୟ ଅସାବଧାନତା ପଡିବ ଭାରି
ଲକ୍ଷ୍ନୌ : ଦୁନିଆ ଦିନକୁ ଦିନ ଡିଜିଟାଲ ହେବାରେ ଲାଗିଛି, ଏହା ସହିତ ସାଇବର ଠକମାନେ ମଧ୍ୟ ନୂତନ ଟେକ୍ନୋଲୋଜି ସାହାର୍ଯ୍ୟରେ ଠକେଇ କରୁଛନ୍ତି । ସାଇବର ଠକମାନେ ଏବେ ନକଲି ବିଜୁଳିର ବିଲ ତିଆରି କରି ଲୋକଙ୍କୁ ଏସଏମଏସ…
SBIରେ ଖାଲି ପଡିଛି ବିପୁଳ ପଦବୀ: ହାତଛଡା କରନ୍ତୁନି ଏଭଳି ସୁଯୋଗ, ଗ୍ରାଜୁଏଟମାନେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରେ ଚାକିରି ପାଇବାକୁ ସମସ୍ତେ ଚାହାଁନ୍ତି । ବ୍ୟାଙ୍କ ଚାକିରି ସର୍ବୋତ୍ତମ କାର୍ଯ୍ୟ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ । ଏହା ମଧ୍ୟ କୁହାଯାଏ ଯେ ଏହି କାମ…
ବଢୁଛି ହୀରାକୁଦର ଜଳସ୍ତର : ୬୨୮.୭୯ ଫୁଟ
ସମ୍ବଲପୁର : ହୀରାକୁଦ ଡ୍ୟାମର ସମସ୍ତ ଗେଟ ବନ୍ଦ କରି ଦିଆଯାଇଛି । ଏଠାରେ ଆଉ ଜଳ ନିଷ୍କାସନ ହେଉ ନାହିଁ । ତେବେ ଅନ୍ୟପଟେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮.୭୯…
ଐତିହାସିକ ହେବ ଆଜିର ଦିନ: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ପାରିତ ହେବ ମହିଳା ସଂରକ୍ଷଣ ବିଲ୍, ୨୭ ବର୍ଷ ଅପେକ୍ଷାର ହେବ ଅନ୍ତ
ନୂଆଦିଲ୍ଲୀ: ଆଜିର ଦିନ ବହୁତ ଐତିହାସିକ ହେବାକୁ ଯାଉଛି । ବାସ୍ତବରେ ଲୋକସଭାରେ ପାରିତ ହୋଇଥିବା ନାରୀ ଶକ୍ତି ବନ୍ଦନ ବିଲ୍ ମଧ୍ୟ ଆଜି ରାଜ୍ୟସଭା ଦ୍ୱାରା ପାରିତ ହେବ । ଏହା ପାସ ହେବା ପରେ ମହିଳା ସଶକ୍ତିକରଣରେ ଏକ ବଡ…
ଚାରିଆଡେ ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ : ସୁନ୍ଦରଗଡ଼ରେ ଆଉ ୬ଟି ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼ : ଦିନକୁ ଦିନ ଚିନ୍ତା ବଢାଉଛି ଏହି ସ୍କ୍ରବ ଟାଇଫସ । ସୁନ୍ଦରଗଡ଼ ଜିଲ୍ଲାକୁ ନିଜର ଲାଲି ଆଖି ଦେଖାଉଛି । ଏହାକୁ ନେଇ ଏବେ ସାରା ରାଜ୍ୟ ଚିନ୍ତାରେ ପଡିଛି । ଏଠାରେ ଗତକାଲି ୨୪ ଘଣ୍ଟାରେ ୭ଜଣ ନୂଆ ସଂକ୍ରମିତ…
ଖାଦ୍ୟ ବିଷକ୍ରିୟାରୁ ୧୧ଜଣ ଅସୁସ୍ଥ! ୨ଜଣ ବୃଦ୍ଧ ଏବଂ ୫ ଜଣ ଶିଶୁ
ଆନନ୍ଦପୁର : ଖାଦ୍ୟ ବିଷକ୍ରିୟାରୁ ଘଟିଲା ଅଘଟଣା ଗୋଟିଏ ଗାଁରୁ ଗୋଟିଏ ପରିବାରର ୧୧ଜଣ ଅସୁସ୍ଥ । ଅସୁସ୍ଥ ହୋଇଥିବା ବ୍ୟକ୍ତି ଆନନ୍ଦପୁରର ନନ୍ଦିପଦା ଥାନା ଅନ୍ତର୍ଗତ ଅମୃତପୁର ଗାଁର ଅଟନ୍ତି । ଅସୁସ୍ଥଙ୍କ ମଧ୍ୟରେ ୬ଜଣ…
ଗୋଟିଏ ଦିନରେ ଏକ ମିଲିୟନରୁ ଅଧିକ ସବ୍ସକ୍ରାଇବର: WhatsApp Channelsରେ ରେକର୍ଡ ସୃଷ୍ଟି କଲେ ପିଏମ ମୋଦୀ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ହ୍ୱାଟ୍ସଆପ୍ ଚ୍ୟାନେଲରେ ମଧ୍ୟ ଆସିଛନ୍ତି । ହ୍ୱାଟ୍ସଆପ୍ ନିକଟରେ ଏହାର ନୂଆ ଫିଚର ଲଞ୍ଚ କରିଛି, ଯେଉଁଠାରେ ପ୍ରଧାନମନ୍ତ୍ରୀ…
ରାଜ୍ୟରେ ଲଘୁଚାପ ସକ୍ରିୟ: ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଭଦ୍ରକ, ବାଲେଶ୍ୱର,…