
Browsing Category
Breaking News
ଜନ୍ମନେଲା ବିଚିତ୍ର ଶିଶୁ! ନବଜାତର ଦୁଇ ହାତ ଓ ଦୁଇ ପାଦରେ ୨୬ଟି ଆଙ୍ଗୁଠି, ପରିବାର ଲୋକେ କହୁଛନ୍ତି ଦେବୀ ମା’ ଘରକୁ ଆସିଲେ
ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜର କିଛି ଅଜବ ଧରଣର ଶିଶୁ ଜନ୍ମଗ୍ରହଣ କରିଥାନ୍ତି । ଏଭଳି ଶିଶୁଙ୍କୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିବା ସହିତ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ଏହା ମଧ୍ୟରେ ଏକ ବିଚିତ୍ର ଶିଶୁ…
ମ୍ୟାଚ ଦେଖିବା ହେଲା କାଳ, ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ବଜ୍ରାଘାତ ଘଟି ୩ ମୃତ
ସୁନ୍ଦରଗଡ : ଖେଳ ଦେଖୁଥିବା ବେଳେ ବଜ୍ରାଘାତ ଘଟି ୩ ମୃତ । ବଜ୍ରାଘାତ ସମୟରେ ପଡିଆ ନିକଟରେ ଥିବା ଗଛ ତଳେ ଆଶ୍ରୟ ନେବା ହେଲା କାଳ । ଏହି ଅଭାବନୀୟ ଘଟଣାଟି ଘଟିଛି ବ୍ରାହ୍ମଣୀତରଙ୍ଗ ଥାନା ବୀରୁଆଲ ଗାଁରେ । ଫୁଟବଲ…
ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ସୃଷ୍ଟି କରିପାରେ ଭୟାନକ ସମସ୍ୟା, ଏହି ପତ୍ରର ସେବନ ଆପଣଙ୍କୁ ଦେବ ଆରାମ
ଶରୀରରେ ୟୁରିକ୍ ଏସିଡ୍ ବଢିଯିବା ଭୟାନକ ସାବ୍ୟସ୍ତ ହୋଇପାରେ । ଏହି କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା, କିଡନୀ ସମସ୍ୟା ଓ ହୃଦରୋଗ ପରି ସମସ୍ୟା ବି ଦେଖାଦେଇଥାଏ । ଏହି କ୍ରମରେ ଆମେ ଆପଣଙ୍କୁ ୟୁରିକ୍ ଏସିଡର ସାମ୍ନା…
କେତେ ଟଙ୍କା ଦରମା ପାଆନ୍ତି ପ୍ରଧାନମନ୍ତ୍ରୀ ମୋଦୀ? ଜାଣନ୍ତୁ କ’ଣ ସେମାନଙ୍କ Net Worth….
ନୂଆଦିଲ୍ଲୀ: ଆଜି ନିଜର ୭୩ତମ ଜନ୍ମଦିବସ ପାଳନ କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ବଡ଼ନଗରରେ ଜନ୍ମଗ୍ରହଣ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ । ତେବେ…
ଇତିହାସ ରଚିଲେ ସିରାଜ: ଭାରତୀୟ ବୋଲରଙ୍କ ନାମରେ ଯୋଡ଼ି ହେଲା ଏକାଧିକ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏସିଆ କପର ଫାଇନାଲରେ ଦେଖିବାକୁ ମିଳିଛି ସିରାଜ୍ ଝଡ଼ । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଚୁରମାର…
ଏସିଆ ମହାଦେଶର ‘ମହାରାଜା’ ସାଜିଲା ଟିମ ଇଣ୍ଡିଆ: ୫ ବର୍ଷ ପରେ ହାସଲ କଲା ଏସିଆ କପ୍ ଟାଇଟଲ
ନୂଆଦିଲ୍ଲୀ: ୫ ବର୍ଷ ପରେ ପୁଣିଥରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଛି ଟିମ ଇଣ୍ଡିଆ । ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ମାତ୍ର ୬.୧ ଓଭରରେ ହାସଲ କରି ଏସିଆ ମହାଦେଶର ନୂଆ ମହାରାଜା ସାଜିଛି ରୋହିତ ସେନା…
ଋଣ ଆଦାୟ ଲାଗି SBI ର ଅଭିନବ ପଦକ୍ଷେପ, ପ୍ରତି ମାସରେ ପଠାଉଛି ଚକୋଲେଟ୍
ମୁମ୍ବାଇ: ଦେଶର ସବୁଠାରୁ ବୃହତ୍ତ ଋଣଦାତା ଭାରତୀୟ ଷ୍ଟେଟ ବ୍ୟାଙ୍କ ଋଣଗ୍ରହୀତା କିପରି ଠିକ୍ ସମୟରେ ମାସିକ କିସ୍ତି ଭରିବେ ସେଥିଲାଗି ଏକ ଅଭିନବ ଯୋଜନା ଆରମ୍ଭ କରିଛି । ମାସିକ କିସ୍ତି ଭରିବାରେ ବିଳମ୍ବ କରୁଥିବା…
ଫାଇନାଲ ମ୍ୟାଚରେ ଚିତପଟାଙ୍ଗ ମାରିଲା ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା: ମାତ୍ର ୫୧ ରନ ମିଳିଲା ଟାର୍ଗେଟ
ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତର ଗାତକ ବୋଲିଂ ଆଗରେ ଫେଲ ମାରିଛି ପୂର୍ବତନ ଚମ୍ପିଆନ୍ । ଭାରତର ପେସ୍ ଆଟାକ୍ ସାମ୍ନାରେ ସମ୍ପୂର୍ଣ୍ଣ ଦଳ ମାତ୍ର ୫୦ ରନ୍ କରିବାରେ ସମର୍ଥ ହୋଇ ପାରିଛି । ମହମ୍ମଦ…
ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ
ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜି ଶେଷ ପାଦରେ ପହଞ୍ଚିଛି । ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ଫାଇନାଲ କେଳାଯିବାକୁ…
ଏହି ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ପ୍ଲେସମେଣ୍ଟ ଚଳିତ ବର୍ଷ ଶିଖର ଛୁଇଁଛିି, ସର୍ବାଧିକ ରାଷ୍ଟ୍ରୀୟ ପ୍ୟାକେଜ୍ ୫୪.୭୫ ଲକ୍ଷ ଓ ଅନ୍ତଃରାଷ୍ଟ୍ରୀୟ…
ନୂଆଦିଲ୍ଲୀ: ଚଣ୍ଡୀଗଡ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ପ୍ଲେସମେଣ୍ଟ ଚଳିତ ବର୍ଷ ଶିଖର ଛୁଇଁଛି । ଭାରତର ଶୀର୍ଷ କମ୍ପାନୀ ପୁଣି ଥରେ ବିଶିଷ୍ଟ ତଥା ଯୋଗ୍ୟ ପ୍ରତିଭାଙ୍କ ସନ୍ଧାନରେ ଚଣ୍ଡୀଗଡ ୟୁନିଭରସିଟିକୁ ଆସି…