CHARIDHAM
Browsing Category

Breaking News

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ: ୮୦ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଆଉ ନାହାନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା…

ଅବିଶ୍ୱାସ ହେଲେ ବି ସତ! ମୂଷା ଧରିବା ପାଇଁ ୩ ବର୍ଷରେ ରେଲୱେ ଖର୍ଚ୍ଚ କରିଛି ୬୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବେଳେବେଳେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିନଥାନ୍ତି । ଅନେକ ସମୟରେ ମୂଷାଙ୍କ ପାଇଁ ଅନେକ ସମସ୍ୟା ଉପୁଜିଥାଏ । ଯଦି ଆପଣଙ୍କୁ ଗୋଟିଏ ମୂଷାକୁ ଧରିବାକୁ ସରକାରଙ୍କ ତରଫରୁ ୪୧…

୧୫ ଜଣ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରୁଛନ୍ତି । ଏହା ମଧ୍ୟରେ ରାଜ୍ୟରେ…

SDMଙ୍କୁ ପଦରୁ ହଟାଇଲେ DM: ଯୁବକଙ୍କୁ ଦଣ୍ଡଦେବା ଓ ଅଭିଯୋଗ ପତ୍ର ଫୋପାଡ଼ିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀମାନେ ସାଧାରଣ, ନିରୀହ ଲୋକଙ୍କ ଉପରେ ଜୁଲମ କରିବାକୁ ପଛାଇ ରଥାନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । କିଛି ସମସ୍ୟା ନେଇ…

ମୋଦୀ ଜଣେ ଶକ୍ତିଶାଳୀ ‘ବ୍ରାଣ୍ଡ’: ପ୍ରଧାନମନ୍ତ୍ରୀଙ୍କ ୫ଟି ବଡ଼ କ୍ୱାଲିଟି ପାଇଁ ସେ ଭାରତ ନୁହେଁ ବିଶ୍ୱରେ ମଧ୍ୟ ଏକ ନମ୍ବର

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୩ତମ ଜନ୍ମଦିବସ ପାଳନ କରିବେ । ଗତ ଦୁଇ ଦଶନ୍ଧି ଧରି ମୋଦୀ ଦେଶରେ ଏକ ‘ବ୍ରାଣ୍ଡ’ ଭାବେ ଉଭା ହୋଇଛନ୍ତି । ମୋଦୀଙ୍କ…

ଭାରତର ପରାଜୟରେ ପାକିସ୍ତାନ ଖୁସି ମନାଉଛି: ଏହା କେତେଦୂର ଠିକ୍?

ନୂଆଦିଲ୍ଲୀ: ଚଳିତ ଏସିଆ କପର ସୁପର-୪ର ଅନ୍ତିମ ମ୍ୟାଚରେ ଭାରତ ସଂଘର୍ଷପୂର୍ଣ୍ଣ ଭାବେ ବାଂଲାଦେଶ ନିକଟରୁ ୬ ରନରେ ପରାସ୍ତ ହୋଇଥିଲା । ଏହି ପରାଜୟ ଟିମ୍ ଇଣ୍ଡିଆର ଫାଇନାଲ ଖେଳିବା କ୍ଷେତ୍ରରେ ଯଦିଓ ପ୍ରଭାବହୀନ ରହିବ,…

ଚାଣକ୍ୟ ନୀତି: ଭୁଲ୍‌ରେ ବି ପତ୍ନୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ପତି-ପତ୍ନୀଙ୍କ ସମ୍ବନ୍ଧ ଏତେ ସମ୍ବେଦନଶୀଳ ହୋଇଥାଏ ଯେ, ସାମାନ୍ୟ ମିଛ ଏହି ସଂପର୍କକୁ ନିମିଷକ ମଧ୍ୟରେ ଭାଙ୍ଗି ଦେଇପାରେ । କିନ୍ତୁ ଚାଣକ୍ୟ ନୀତି ଅନୁସାରେ ବିବାହିତ ଜୀବନରେ ସୁଖୀ ରହିବା ଲାଗି କିଛି କଥା ଲୁଚାଇ…

(video)ବିଶ୍ୱର ସବୁଠାରୁ ବିଶାଳକାୟ ପିଆଜ ଯାହାର ଓଜନ ୯ କିଲୋ, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ପାଇବ ସ୍ଥାନ

ନୂଆଦିଲ୍ଲୀ: ପିଆଜର ବିଭିନ୍ନ କିସମ ବଜାରରେ ମିଳିଥାଏ । ଏକ ସାଧାରଣ ପିଆଜର ଓଜନ ୧୦୦ରୁ ୧୫୦ ଗ୍ରାମ ମଧ୍ୟରେ ହୋଇଥାଏ । କିନ୍ତୁ ଇଂଲଣ୍ଡରେ ଜଣେ ବ୍ୟକ୍ତି ୯ କିଲୋ ଓଜନର ପିଆଜ ଅମଳ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି…

ପ୍ରଶଂସକଙ୍କ ପ୍ରଶ୍ନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଖିଲାଡି ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ପ୍ରଶ୍ନ

ମୁମ୍ବାଇ : ପୁଣି ଥରେ ସିଲଭର ସ୍କ୍ରିନରେ ଧମାକା କରିବାକୁ ଆସୁଛନ୍ତି ଖିଲାଡି ଅକ୍ଷୟ କୁମାର । ତାଙ୍କର ଆଗାମୀ ଫିଲ୍ମ ହେଉଛି "ମିଶନ ରନୀଗଞ୍ଜ' ଯାହା ୬ ଅକ୍ଟୋବରରେ ରିଲିଜ ହେବ । ଏହି ଫିଲ୍ମଟି ୧୯୮୯ରେ ରାନୀଗଞ୍ଜରେ…

ପୂଜା ନାମରେ କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେନି: କମିଶନରେଟ୍ ପୋଲିସ ଜାରିକଲା ଟୋଲ୍ ଫ୍ରି ନମ୍ବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ମା’ଙ୍କର ଆଗମନ ପୂର୍ବରୁ ରାଜଧାନୀର ଗଳିକନ୍ଦିରେ ଏବେ ସାଜସଜ୍ଜା, ତୋରଣ ବନ୍ଧା ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଆଗାମୀ ଦିନରେ ରାଜଧାନୀରେ ଗଣେଶ…