Browsing Category

Breaking News

କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଆ ଅସ୍ମିତା ସହ ଓଡ଼ିଶାର ବିକାଶ ଆଗେଇ ଚାଲିଛି

ଭୁବନେଶ୍ବର: ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଭୁବନେଶ୍ବର ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ ପତାକା ଉତ୍ତୋଳନ କରିଥିବା ବେଳେ କଟକ ବିଡାନାସିରେ ପତ୍ତାକା ଉତ୍ତୋଳନ କରିଛନ୍ତି…

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତ: ସମସ୍ତ ସୁନା-ଟଙ୍କା ନେଇ ଲୁଟେରା ଫେରାର୍

ଭୁବନେଶ୍ୱର: ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ହୋଇଛି ଡକାୟତି । ଘରେ ପଶି ବଡ଼ ଧରଣର ଲୁଟ୍ କରିଛନ୍ତି ଅଭିଯୁକ୍ତ । ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ…

Breaking: ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି

ଭୁବନେଶ୍ବର: ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ  । ଏନେଇ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ମହିଳାଙ୍କର ବିକାଶ ପାଇଁ ସୁଭଦ୍ରା ଯୋଜନା-  ଏଯାଏଁ…

Republic Day: ୟୁଜର୍ସଙ୍କୁ ଖାସ୍ ଅଫର ଦେଲା JIO, 10 ଟଙ୍କା ଶସ୍ତା ପ୍ଲାନରେ ଦୈନିକ 2 ଜିବି ସହିତ 12 OTT ଆକ୍ସେସ

ନୂୂଆଦିଲ୍ଲୀ: ନିକଟରେ ଏୟାରଟେଲ, ଜିଓ, ଭୋଡାଫୋନ ଆଇଡିଆ ୟୁଜର୍ସଙ୍କ ପାଇଁ ଭଏସ ଓନଲି ପ୍ଲାନ ଲଞ୍ଚ କରିଛନ୍ତି । ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ସହିତ ଅଧିକ ଦିନର ଭାଲିଡିଟି ମଧ୍ୟ ମିଳିବ । କିନ୍ତୁ ଏଥିରେ…

Republic Day 2025: କର୍ତ୍ତବ୍ୟ ପଥରେ ବିଶ୍ୱ ଦେଖିବ ଭାରତର ସାମରିକ ଶକ୍ତି , ଶକ୍ତି ଏବଂ ସଂସ୍କୃତିର ଝଲକ

ନୂଆଦିଲ୍ଲୀ:  ଆଜି 76ତମ ସାଧାରଣତନ୍ତ୍ର ଦିବସ । ଏନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର । ଆଜି କର୍ତ୍ତବ୍ୟପଥରେ ପତ୍ତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସମେତ…

ରାଜ୍ୟରେ ଆହୁରି ୨ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡି଼, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ଆହୁରି ୨ ଦିନ ଘନ ଘନ କୁହୁଡି଼ ଦେଖାଦେବ। ଆଜି ବିଶେଷକରି, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡ ଜିଲ୍ଲାରେ ଘନ…

Jioର ନୂଆ କମାଲ, ଫୋନରେ ହିଁ ମିଳିବ UPI ପେମେଣ୍ଟର ଅଡିଓ ଅଲର୍ଟ, Paytm-PhonePeର ବଢିଲା ଟେନସନ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ। ଜିଓ ନିଜର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଅନେକ ପ୍ରକାରର ସେବା ପ୍ରଦାନ କରୁଛି। ବର୍ତ୍ତମାନ କମ୍ପାନୀ ଆଉ ଏକ ନୂତନ ସେବା ପ୍ରଦାନ କରିଛି। ଜିଓର…

Padma awards 2025: ଶାରଦା ସିହ୍ନାଙ୍କୁ ପଦ୍ମବିଭୂଷଣ ଓ ସୁଶୀଲ ମୋଦିଙ୍କୁ ପଦ୍ମଭୂଷଣ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ୧୩୭ ଜଣବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ୭ ଜଣଙ୍କୁ ପଦ୍ମବିଭୂଷଣ ଓ ୧୯ ଜଣଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ୧୧୩ ଜଣଙ୍କୁ…

ପଦ୍ମ ପୁରସ୍କାର-୨୦୨୫: ଓଡ଼ିଶାରୁ ପାଇବେ ୪ ଜଣ

ଭୁବନେଶ୍ୱର: ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ ସରକାର। ମେଡିସିନ୍‌ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ…

RBI ଜାରି କରିଛି କି ୩୫୦ ଏବଂ ୫ ଟଙ୍କିଆର ନୂଆ ନୋଟ? ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: କଳାଧନକୁ ଆୟତ୍ତ କରିବା ଲାଗି ଆରବିଆଇ ୨୦୧୬ରେ ପୁରୁଣା ୫୦୦ ଟଙ୍କିଆ ଏବଂ ୧୦୦୦ଟଙ୍କିଆ ନୋଟକୁ ବନ୍ଦ କରିଦେଇଥିଲା. ଏହାପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଅଣାଯାଇଥିଲା। ବଡ଼ ନୋଟରେ କଳା ଧନ ବଢିଥାଏ।…