Browsing Category
Breaking News
କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ
ବଲାଙ୍ଗୀର: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ଡାକରା ବନ୍ଦ ଡାକରା ଦିଆଯାଇଥିଲା। ତେବେ ଏହି ବନ୍ଦ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବେ ଏହି ପାକିସ୍ତାନୀ ଭଉଣୀ, ଖାସ୍ ଉପହାର ବି ଦେବେ
ନୂଆଦିଲ୍ଲୀ: ସ୍ନେହ, ପ୍ରେମ, ଭଲପାଇବା କୌଣସି ସୀମା ସରହଦ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ପାକିସ୍ତାନୀ ଭଉଣୀ କମର ମୋହସିନ ଶେଖ । ମୋଦୀଙ୍କ ଏହି…
ଅପୂର୍ବ ସଂଯୋଗ; ମହାପ୍ରଭୁଙ୍କ ବନକଲାଗି, ସେପଟେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ: ସଫଳ ହେବା ସୁନିଶ୍ଚିତ!
ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ୨୩ ତାରିଖ ସନ୍ଧ୍ୟା ୦୬.୦୪ ସମୟରେ ଏହା ଜହ୍ନ ରାଇଜରେ ପାଦ ଥାପିବ । ଏହି ସଫଳତାକୁ ହୃଦୟଙ୍ଗମ କରିବା ପାଇଁ ସାରା ଦେଶ ଅପେକ୍ଷା କରି…
ମା’ ତାରିଣୀଙ୍କ ମନ୍ଦିରରେ ଅଭାବନୀୟ ଘଟଣା , ଆଳତି ବେଳେ ଉଡିଗଲା ମହିଳାଙ୍କ ପ୍ରାଣବାୟୁ
ଘଟଗାଁ: ଆଜି ସକାଳୁ ଘଟଗାଁ ମା’ ତାରିଣୀଙ୍କ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ମଙ୍ଗଳବାର ହୋଇଥିବାରୁ ମନ୍ଦିରରେ ବହୁ ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ମା’ଙ୍କ ସକାଳ ଆଳତି ଚାଲିଥିଲା । ଏହି…
ଭୁବନେଶ୍ୱରକୁ ଆଣି ସ୍ତ୍ରୀକୁ ବିକିଦେଲା ସ୍ୱାମୀ, ଜଣେ ବ୍ୟକ୍ତି ୨ ଦିନ ଧରି ଗୋଟେ ଘରେ ରଖି କରୁଥିଲେ..
ଓଡିଶା ଭାସ୍କର; ସ୍ୱାମୀ ସ୍ତ୍ରୀର ସମ୍ପର୍କ କାଳେ ସାତ ଜନମର ସମ୍ପର୍କ ବୋଲି କୁହାଯାଏ । ବାହାଘର ପରେ ଜଣେ ନାରୀ ତା ସ୍ୱାମୀ ପାଖରେ ସବୁଠୁ ଅଧିକ ସୁରକ୍ଷିତ ବୋଲି ମନେ କରିଥାଏ । ଆଉ ମଥାରେ ସ୍ୱାମୀ ହାତର ସିନ୍ଦୁର…
ଆସିଲା ଖୁସି ଖବର, ଏହି ବ୍ୟାଙ୍କ ଚାକିରୀ ଲାଗି ବଢିଲା ଆବେଦନ ତାରିଖ
ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀ ଚୟନ ସଂସ୍ଥାନ (IBPS) ପ୍ରୋବେସନାରୀ ଅଫିସର, ମ୍ୟାନେଜମେଣ୍ଟ ଟ୍ରେନି ଓ ସ୍ପେଶଶଲିଷ୍ଟ ଅଫିସର ପଦ ଲାଗି ଆବେଦନ କରିବାର ସମୟସୀମା ବୃଦ୍ଧି କରିଛି । ଆଇବିପିଏସ୍ ଏହାର ଅଧିକାରୀକ…
ମୁଁ ଆଉ ନିର୍ବାଚନ ଲଢିବି ନାହିଁ… ୨୦୨୪ Electionକୁ ନେଇ ସନ୍ନି ଦେଓଲଙ୍କ ଘୋଷଣା
ନୂଆଦିଲ୍ଲୀ: ଗଦାର-୨ ରିଲିଜ ପରେ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ‘ତାରା ସିଂହ’ ସନ୍ନି ଦେଓଲ । ତାଙ୍କର ଗୋଟିଏ ପରେ ଗୋଟିଏ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଉଛି । ନିକଟରେ ଗଦାର-୩କୁ ନେଇ…
କରୋନାର ନୂଆ ଭାରିଏଣ୍ଟକୁ ନେଇ କେନ୍ଦ୍ରର ସତର୍କ ସୂଚନା : ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ରାଜ୍ୟକୁ ପରାମର୍ଶ
ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭାରିଏଣ୍ଟକୁ ନେଇ ଦେଶ ସଜାଗ ହେବାରେ ଲାଗିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ ମିଶ୍ରା କୋଭିଡ-୧୯ର ବର୍ତ୍ତମାନ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ପାଇଁ ଏହି…
ଦୋକାନରୁ ଦାମୀ ଚକୋଲେଟ୍ ଚୋରାଇ ଫେରାର ହୋଇଗଲେ ୪ ଯୁବତୀ, ଏବେ ଚକୋଲେଟ୍ ଚୋରଣୀକୁ ଧରିବାକୁ ସହର ଘାଣ୍ଟୁଛି ପୋଲିସ
ଗ୍ୱାଲିୟର:ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏକ ଅଜବ ଚୋରୀ ମାମଲା ସାମ୍ନାକୁ ଆସିଛି । ଏଠାରେ ୪ ଜଣ ଯୁବତୀ ଏକ ଦୋକାନରୁ ଦାମୀ ଚକୋଲେଟ ଚୋରି କରି ଫେରାର ହୋଇଯାଇଛନ୍ତି । ଏବେ ପୋଲିସ ଏହି ଚକୋଲେଟ ଚୋରଣୀଙ୍କୁ ସାରା ସହରରେ…
‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ…’ ଗୀତର କଣ୍ଠଶିଳ୍ପୀଙ୍କ ବିୟୋଗ: ବହୁ ଦିନରୁ ଥିଲେ ଅସୁସ୍ଥ
ମୁମ୍ବାଇ: ‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ ରେ...’ ଗୀତକୁ ଯୁବପିଢୀ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ଏହି ଗୀତକୁ ନିଜ କଣ୍ଠସ୍ଥ କରିଥିବା ହରିୟାଣାର ଲୋକପ୍ରିୟ ସିଙ୍ଗର ରାଜୁ ପଞ୍ଜାବୀଙ୍କର ଆଜି ମୃତ୍ୟୁ ହୋଇଛି ।…