Browsing Category
Breaking News
ସର୍ଭେରୁ ଖୁଲାସା, ଏତିକି ଲୋକଙ୍କ ରୋଷେଇ ଘରୁ ଟମାଟୋ ଉଭାନ୍: ଖାଇବାରେ ପଡ଼ୁନି ବିଲାତି
ନୂଆଦିଲ୍ଲୀ: ଆଜିକାଲି ଟମାଟୋ ଦରବୃଦ୍ଧିକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଦେଶର ବିଭିନ୍ନ ସହରରେ ଟମାଟୋ ଦର ଖୁବ ଉଚ୍ଚରେ ରହିଛି । ଯାହା ଫଳରେ ସାଧାରଣ ଲୋକଙ୍କ ରୋଷେଇ ଘରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।…
ଅଦ୍ଭୂତ ଘଟଣା! ଗଛରୁ ବାହାରୁଛି ନିଆଁ, ଲିଭାଇଲା ପରେ ବି ବାହାରୁଛି, ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ ଏଭଳି କିଛି ଘଟଣା ଘଟିଥାଏ, ଯାହାକୁ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରିହୁଏ ନାହିଁ । ତେବେ ଏହା ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଗଛରୁ ହୁତୁହୁତୁ…
OMG! ଦୁଇ ବର୍ଷ ପର୍ଯ୍ୟନ୍ତ କାଶ ପାଇଁ ଚିନ୍ତିତ ଥିଲେ ବୃଦ୍ଧା, ଅପରେସନ ପରେ ବାହାରିଲା ଚିକେନ ହାଡ
ନୂଆଦିଲ୍ଲୀ: ଜଣେ ବୃଦ୍ଧା ୨ବର୍ଷ ଧରି କାଶକୁ ନେଇ ଅସୁବିଧାରେ ଥିଲେ । ରହି ରହି ତାଙ୍କୁ କାଶ ଆସୁଥିଲା ଏବଂ ଭିତରୁ ତାଙ୍କୁ କଷ୍ଟ ଅନୁଭବ ହେଉଥିଲା । ଧୂମପାନ କାରଣରୁ ଏପରି ହେଉଛି ବୋଲି ବୃଦ୍ଧାଙ୍କୁ ତାଙ୍କ ପରିବାର…
କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ‘ସମର୍ଥ ପୋର୍ଟାଲ’: ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଦାୟିତ୍ୱ
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ରାଜ୍ୟର ସମସ୍ତ ସ୍ୱୟଂଶାସିତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ହେବ । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ‘ସମର୍ଥ’ ପୋର୍ଟାଲ…
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି; ୬ କୋଟି ୪୧ ଲକ୍ଷ ଟଙ୍କା ଅନୁମୋଦନ
ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମର ବିକାଶ ହେବ । ଏହାକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ରାଜ୍ୟର ୬ଟି ଜିଲ୍ଲାର ୯ଟି ସ୍ଥାନରେ ସ୍ଥାପନ ହେବ ‘ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର’: ସ୍ଥାନ ନିରୂପଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାପନ ହେବ ଅଟୋମେଟିକ ୱେଦର ଷ୍ଟେସନ ବା ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର । ରାଜ୍ୟର ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ…
Big Breaking: ମଝିରୁ ଅଲଗା ହୋଇଗଲା ଟ୍ରେନ: ନାହିଁ ଇଞ୍ଜିନ, ବାଣୀବିହାର ଷ୍ଟେସନରେ ରହିଗଲା ଗାଡ଼ିର ବଗି
ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର ରେଲୱେ ଷ୍ଟେସନ ନିକଟରେ ଘଟିଯାଇଛି ପୁଣି ଏକ ଟ୍ରେନ ଅଘଟଣ । ମଝିରୁ ଦୁଇ ଖଣ୍ଡ ହୋଇ ଛିଡ଼ି ଯାଇଛି ରେଳଗାଡ଼ି । ବାଣୀବିହାର ଷ୍ଟେସନରେ ଗାଡିର କିଛି ବଗି ରହି ଯାଇଥିବା ବେଳେ ଆଗକୁ…
(Video) ପ୍ରଧାନମନ୍ତ୍ରୀ ମୋଦୀ କହିଲେ ‘ୟୁଏଇ ସହ ବାଣିଜ୍ୟକୁ ୮୫ ରୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରାଯିବ’, ଜାଣନ୍ତୁ…
ନୂଆଦିଲ୍ଲୀ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଶନିବାର ଦିନ ୟୁଏଇ…
ଏସିଆ କପ ‘ହାଇବ୍ରିଡ ମଡେଲ’ରେ ପୁଣି ପାକିସ୍ତାନର ଚାଲବାଜି: ବାରମ୍ବାର ନିଷ୍ପତ୍ତି ବଦଳାଉଛି PCB
ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି ଦ୍ୱନ୍ଦ୍ୱ । ପାକିସ୍ତାନ କ୍ରିକେଟ ବୋର୍ଡର ସର୍ତ୍ତ ଅନୁସାରେ, ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି ।…
‘ଭାରତ ଆପଣଙ୍କୁ ପ୍ରକୃତ ବନ୍ଧୁ ରୂପେ ଦେଖେ’, ପ୍ରିନ୍ସ ଶେଖ ଖାଲିଦଙ୍କୁ ଭେଟିବା ପରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୨ଦିନିଆ ଫ୍ରାନ୍ସ ଗସ୍ତ ସମାପ୍ତ କରି ୟୁଏଇରେ ଶନିବାର ଦିନ ପହଁଚିଛନ୍ତି । ଏହାରି ମଧ୍ୟରେ ୟୁଏଇର ରାଷ୍ଟ୍ରପତି ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଏବଂ…