Browsing Category

Breaking News

ହିରାକୁଦ ଡ୍ୟାମରେ ପୁଣି ଖୋଲାଯିବ ୫ଟି ଗେଟ୍: ସୂଚନା ଜାରି କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୨୩ ତାରିଖରେ ହୀରାକୁଦ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଥିଲା । ଏନେଇ ଜୁଲାଇ ୨୦ ତାରିଖରେ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି…

ସାହାରା ନିବେଶକଙ୍କ ଲାଗି ଖୁସି ଖବର; ଖାତାକୁ ଫେରି ଆସିଲା ପଇସା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ପଇସା ସ୍ଥାନାନ୍ତର

ନୂଆଦିଲ୍ଲୀ:ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ଲାଗି ଆସିଲା ଖୁସି ଖବର । ବର୍ଷ ବର୍ଷ ଧରି ଫସି ରହିଥିବା ସେମାନଙ୍କ ପଇସା ଏବେ ସେମାନଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କରିଛି । ଗତ କିଛିଦିନ ତଳେ କେନ୍ଦ୍ର…

ପନିପରିବା, ମସଲା ପରେ ଏବେ ଡାଲିର ସମୟ : ନିୟନ୍ତ୍ରଣ ବାହାରେ ଏହାର ଦର

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ପନିପରିବାର ଦର ବୃଦ୍ଧି, ପରେ ମସଲାର ଦରରେ ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମସଲା ପରେ…

ସଂସଦୀୟ ବୋର୍ଡ ଅଧ୍ୟକ୍ଷଙ୍କ ପୁଅର ଆତ୍ମହତ୍ୟା: ନିଜକୁ ମାରିଲେ ଗୁଳି

ପାଟଣା: ଏଲଜେପି ସଂସଦୀୟ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ବିଧାନ ପରିଷଦର ସଭ୍ୟ ହୁଲାସ ପାଣ୍ଡେଙ୍କ ପୁଅ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତ ପୁଅର ବୟସ ପ୍ରାୟ ୧୪ ରୁ ୧୫ ବର୍ଷ ମଧ୍ୟରେ ହେବ। ପଦାକୁ…

ସୁପ୍ରିମକୋର୍ଟରୁ ମନୀଷ ସିସୋଦିଆଙ୍କୁ ଝଟକା, ଅନ୍ତରୀଣ ଜାମିନ ଉପରେ ମିଳିଲାନି କୌଣସି ଆଦେଶ

ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମ କୋର୍ଟରୁ ବି ଝଟକା ମିଳିଛି । ସିସୋଦିଆଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ବି ଆଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଉଚ୍ଚତମ…

ଡାବର ମହୁରେ ରହିଛି କ୍ୟାନସର ସୃଷ୍ଟି କରୁଥିବା କେମିକାଲ: ଲ୍ୟାବ ରିପୋର୍ଟରେ ବଡ଼ ଖୁଲାସା, ଆସିଲା କମ୍ପାନୀର ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହୁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଅଧିକାଂଶ ଲୋକ ନିଜର ଓଜନ ହ୍ରାସ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ମୁଖ ରୋଗ ଦୂର କରିବା, ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ମହୁକୁ…

ନୁହ ହିଂସା ବେଳେ ଛୁଟିରେ ଥିଲେ ଜିଲ୍ଲା ଏସପି, ହୋଇଥିଲା ୬ ଲୋକଙ୍କ ମୃତ୍ୟୁ, ଏବେ ହେଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ହରିଆଣାରେ କିଛିଦିନ ହେଲାଣି ହିଂସା ଜାରି ରହିଛି । ଏହି ସମୟରେ ଆଇପିଏସ ବରୁଣ ସିଙ୍ଘଲାଙ୍କୁ ସ୍ଥାନାନ୍ତର କରାଯାଇଛି । ହରିଆଣାରେ ହିଂସା ନୁହ ଠାରେ ଆରମ୍ଭ ହୋଇଛି । ଆଇପିଏସ ବେରୁଣ ସିଙ୍ଗଲାଙ୍କୁ…

ଭାରତୀୟ ବାୟୁସେନାକୁ ମିଳିଲା ଏକ ବିପଜ୍ଜନକ ଇଶ୍ରାଏଲ ସ୍ପାଇକ କ୍ଷେପଣାସ୍ତ୍ର : ବୈଶିଷ୍ଟ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଶତ୍ରୃକୁ ଏବେ କଡା ଜବାବଦେବ ଭାରତ । ନିଜ ଦେଶକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ବାୟୁସେନାକୁ ଏବେ ନୂଆ କ୍ଷେପଣାସ୍ତ୍ର ମିଳିଛି । ଏହି କ୍ଷେପଣାସ୍ତ୍ରର ନାମ ହେଉଛି ଇଶ୍ରାଏଲ ସ୍ପାଇକ ନନ୍‌-ଲାଇନ ଆଫ…

ପଟଣା ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ଉଡାଣ ବେଳେ ବନ୍ଦ ହୋଇଗଲା ଇଞ୍ଜିନ

ପାଟଣା: ବିହାରର ପାଟନା ବିମାନବନ୍ଦରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଏୟାରପୋର୍ଟରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପାଟଣା ଏୟାରପୋର୍ଟରେ ଶୁକ୍ରବାର ଦିନ ଯାନ୍ତ୍ରିକ…

ଆଖଣ୍ଡଳମଣିକୁ ଯୋଗାଯୋଗ ଠପ୍,ବନ୍ୟାପାଣିରେ ସ୍ଥିତି ବେହାଲ

ଭଦ୍ରକ : ବନ୍ୟାଜଳରେ ଭଦ୍ରକର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଯାହା ଫଳରେ ସେଠାକାର ସ୍ଥିତି ବର୍ତ୍ତମାନ ବେହାଲ ହୋଇ ପଡିଛି । ଜିଲ୍ଲାର ଅସୁରାଳ ବଜାର ଉପରେ ଏବେ ୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେତୁ ପ୍ରସିଦ୍ଧ…