Browsing Category

Breaking News

୪ଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଗ୍ରାହକଙ୍କ ଜମା ଅର୍ଥ ଏବେ କ’ଣ ହେବ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିକଟରେ ୪ଟି ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଗତ ୫ ତାରିଖରେ ଦୁଇଟି ବ୍ୟାଙ୍କର ଲାଇସେନ୍ସ ବାତିଲ କରି…

PCS Jyoti Maurya: ମନୀଷ ଦୁବେଙ୍କ ବିରୋଧରେ ରୁଜୁ ହେବ ମାମଲା, ଅନୁସନ୍ଧାନ ରିପୋର୍ଟରେ ନିଲମ୍ବନର ସୁପାରିଶ

ନୂଆଦିଲ୍ଲୀ: ବରେଲିର ପିସିଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ସହ ସମ୍ପର୍କକୁ ନେଇ ଆଲୋଚନାକୁ ଆସିଥିବା ଜିଲ୍ଲା ହୋମ ଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜ୍ୟୋତି ମୌର୍ଯ୍ୟଙ୍କ…

ଗ୍ୟାସ୍ ହୋଇ ପେଟ ଫୁଲି ଯାଉଛି କି? ଆପଣାନ୍ତୁ ଜୁଆଣିର ଏହି ସହଜ ଉପାୟ ନିଶ୍ଚୟ ଆରାମ ମିଳିବ

ନୂଆଦିଲ୍ଲୀ:  ବର୍ଷାଦିନ ଆସିଗଲେ ଗରମରୁ ମୁକ୍ତି ମିଳିଥାଏ ସତ କିନ୍ତୁ ବର୍ଷାଋତୁ ନିଜ ସହ ବହୁ ରୋଗ ସାଥିରେ ଧରି ଆସିଥାଏ । ତେଣୁ ବର୍ଷାଦିନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାକୁ ପଡିଥାଏ । ଏହି ଋତୁରେ ତ୍ୱଚା…

ପୁଣି ରୋକାଗଲା କେଦାରନାଥ ଯାତ୍ରା, ଏହି ଜିଲ୍ଲାରେ ଜାରି ହେଲା ରେଡ ଆଲର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ହେତୁ ଭୂସ୍ଖଳନରେ ରାସ୍ତା ଭାଙ୍ଗିଯାଇଛି। ଏହି କାରଣରୁ ଟ୍ରାଫିକ୍ ପ୍ରଭାବିତ ହୋଇଛି। ଏଥି ସହ ଉତ୍ତରାଖଣ୍ଡରେ ବର୍ଷା ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ…

ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ଲୋକେ : ଟାୟାର ଜଳାଇ ରାସ୍ତାରୋକ ସହ ଟାଟା କର୍ମଚାରୀଙ୍କୁ ଅଟକ

ବ୍ରହ୍ମପୁର : ବିଦ୍ୟୁତ କାଟକୁ ନେଇ ବ୍ରହ୍ମପୁର ସହରର ଗୋଷାଣୀ ନୂଆଗାଁର ସ୍ଥାନୀୟ ଲୋକେ ରାସ୍ତାରୋକ ରଖିଛନ୍ତି । ବିଳମ୍ବିତ ରାତିରୁ ଏହା ଆରମ୍ଭ ହୋଇଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ବହୁ ଦିନ ଧରି ଗୋଷାଣୀ…

ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ପତ୍ନୀଙ୍କର ହାର୍ଟ ଆଟାକରେ ପରଲୋକ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କର ପରଲୋକ ଘଟିଛି । ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କର ପତ୍ନୀ ସୀତା ଦହଲ ଗତ କିଛି ଦିନ ଧରି ଖରାପ ସ୍ୱାସ୍ଥ୍ୟ ଦେଇ ଗତି କରୁଥିଲେ । ବୀମାରୀ କାରଣରୁ…

‘ରାହୁଲଜୀ ଆପଣ ବର ସାଜନ୍ତୁ, ଆମେ ସବୁ ବରଯାତ୍ରୀ ହୋଇଯିବାକୁ ପ୍ରସ୍ତୁତ’, ବିଜେପି ସମାଲୋଚନାର ଏଭଳି କିଛି ମଜାଳିଆ ଉତ୍ତର ରଖିଲେ ଲାଲୁ ପ୍ରସାଦ…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିପକ୍ଷ ଦଳରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ମତ ମତାନ୍ତର ଲାଗି ରହିଛି । ସର୍ବପ୍ରଥମେ କଂଗ୍ରେସ ଏହି ପଦ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି । କଂଗ୍ରେସ…

SDM ଗିରଫ: ଆଦିବାସୀ ଛାତ୍ରୀଙ୍କ ପ୍ରତି ଅଶ୍ଲୀଳ ଆଚରଣ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଆଦିବାସୀ ଛାତ୍ରୀମାନଙ୍କ ପ୍ରତି ଅଶ୍ଲୀଳ ହରକତ କରିବା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ଉକ୍ତ ଅଧିକାରୀଙ୍କୁ ଜେଲ ପଠାଇ ଦିଆଯାଇଛି । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଏକ ଘଟଣା…

୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୯୦୨ଟି ପଦକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ: ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରରେ ରାଜ୍ୟକୁ ଆଗକୁ ନେବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ସେଥିପାଇଁ ହାଇସ୍କୁଲ ଓ କଲେଜ ପିଲାଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ…

ଏଣିକି ମାତ୍ର ୧୫୫ ଟଙ୍କାରେ ଗ୍ରାହକଙ୍କୁ ମିଳିବ LPG ସିଲିଣ୍ଡର! ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଲେ ତୈଳ କମ୍ପାନୀ

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ରୋଷେଇ କାର୍ଯ୍ୟ ପାଇଁ ଏଲପିଜି ଗ୍ୟାସ ନିହାତି ଜରୁରୀ ହୋଇଥିବା ବେଳେ ଏହାର ଦର ବୃଦ୍ଧିକୁ ନେଇ ଗ୍ରାହକମାନେ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି । ତେବେ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼…