Browsing Category

Breaking News

ଟେଷ୍ଟ ଟିମ୍‌ରୁ ବାଦ୍ ପଡ଼ିବେ ପୁଜାରା ଆଉ ଉମେଶ, ଟି-୨୦ରେ ଏଣ୍ଟ୍ରି ମାରିବେ ଆଇପିଏଲ୍ ଷ୍ଟାର୍‌

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର କ୍ରମାଗତ ଦ୍ୱିତୀୟ ପରାଜୟକୁ ନେଇ ଏବେ ଟାର୍ଗେଟ୍‌ରେ ବିସିସିଆଇ ଏବଂ ଟିମ୍ ମ୍ୟାନେଜମେଣ୍ଟ । ଏହାରି ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ…

ଶାହାରୁଖଙ୍କ ପ୍ରଶଂସକ ପଚାରିଲେ ‘ଧୂମପାନ ଛାଡିଦେଇଛନ୍ତି’? ଚତୁର ଉତ୍ତର ଦେଇ ଚୁପ୍ କରାଇଦେଲେ କିଙ୍ଗ ଖାନ

ନୂଆଦିଲ୍ଲୀ: ବଲିଉଡର କିଙ୍ଗଖାନ ପୁଣି ଥରେ ଫ୍ୟାନ୍ସ ମାନଙ୍କୁ ସପ୍ରାଇଜ୍ ଦେଇଛନ୍ତି । ସେ ଆଜି ଟ୍ୱିଟରରେ 'ASK SRK' ସେସନ ରଖିଥିଲେ । ଯେଉଁଥିରେ ସେ ନିଜ ଫ୍ୟାନ୍ସ ମାନଙ୍କ ପ୍ରଶ୍ନର କୌତୁହଳପୂର୍ଣ୍ଣ ଉତ୍ତର ଦେଇଥିଲେ…

୪ ଜୁଲାଇରେ ହେବ ଭାରତୀୟ ଅଲମ୍ପିକ ସଂଘର ଚୟନ, କୁସ୍ତି ଖେଳାଳି ଏବଂ ସରକାରଙ୍କ ଆଲୋଚନା ପରେ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ସଂଘ ୪ ଜୁଲାଇରେ ଭାରତୀୟ କୁସ୍ତି ମହାସଂଘର ଚୟନ କରିବ । ଜାମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ନ୍ୟାୟାଧିଶ ମହେଶ ମିତ୍ରଲ କୁମାରଙ୍କୁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ…

ଡିଜିଟାଲ ପେମେଣ୍ଟରେ ଭାରତ ନମ୍ବର ୱାନ୍‌

ନୂଆଦିଲ୍ଲୀ: ୨୦୨୨ ବର୍ଷ ପାଇଁ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି । ସରକାରଙ୍କ ସିଟିଜେନ୍‌ ଏନ୍‌ଗେଜ୍‌ମେଣ୍ଟ ପ୍ଲାଟ୍‌ଫର୍ମ ମାଇଁଜିଓଭିଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ଉନ୍ମୋଚିତ…

ଜାମ୍ମୁ କାଶ୍ମୀରରେ ପାକିସ୍ତାନର ନୂଆ ଷଡଯନ୍ତ୍ର: ଭାରତରେ ଅସ୍ତ୍ରଶସ୍ତ୍ର ସପ୍ଲାଏ କରିବା ପାଇଁ ମହିଳା ଏବଂ କିଶୋରମାନଙ୍କୁ କରୁଛି ବ୍ୟବହାର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଗାତାର ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଏବଂ ଶାନ୍ତି ଭଙ୍ଗ କରିବା ପାଇଁ ନୂଆ ଉପାୟ ଖୋଜୁଛନ୍ତି । ଏଥିପାଇଁ ପାକିସ୍ତାନୀ ସଂଗଠନ ଇଣ୍ଟର-ସର୍ଭିସେସ୍…

୫୦ ବର୍ଷ ବୟସରେ ଚତୁର୍ଥ ଥର ବାପା ହେଲେ ପ୍ରଭୁ ଦେବା, ଦ୍ୱିତୀୟ ପତ୍ନୀ ଦେଲେ କନ୍ୟା ଶିଶୁକୁ ଜନ୍ମ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ନିର୍ଦ୍ଦେଶକ ପ୍ରଭୁ ଦେବାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ବାସ୍ତବରେ କୋରିଓଗ୍ରାଫର୍ ଚତୁର୍ଥ ଥର ପାଇଁ ପିତା ହୋଇଛନ୍ତି | ସେ ତାଙ୍କର ଦ୍ୱିତୀୟ ପତ୍ନୀ ହିମାନୀ…

ଡ୍ରାଇଭରଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ: ମୋଟରଯାନ ଡ୍ରାଇଭର ଓ କଲ୍ୟାଣ ଯୋଜନାକୁ କଲେ ଅନୁମୋଦନ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଶ୍ରୀ ନବୀନ ପଟ୍ଟନାୟକ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବାକୁ ଥିବା କଲ୍ୟାଣ ବୋର୍ଡ…

ଶିକ୍ଷକ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ: ଓଏସ୍‌ଏସ୍‌ସି ଦ୍ୱାରା ୧୦୮ ପ୍ରଶିକ୍ଷକ ଚୟନ

ଭୁବନେଶ୍ୱର: ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ୧୦୮ ଜଣ ଶିକ୍ଷକ…

ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ୪୬ ଟପିଲା ପାରଦ, ଭୁବନେଶ୍ୱରରେ ୪୪.୩

ଭୁବନେଶ୍ୱର: ତାତିରେ ଲାଗୁନି ବ୍ରେକ୍ । ପ୍ରଚଣ୍ଡ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସୋମବାର ସିଝିଛି ସମ୍ପୁର୍ଣ୍ଣ ଓଡ଼ିଶା । ସୋମବାର ସମ୍ବଲପୁରରେ ପାରଦ ୪୬ ଡିଗ୍ରୀ ପାର କରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୪…

ଭିଜିଲାନ୍ସ ଜାଲରେ ପଡିଲେ ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର। ସୋମବାର ଚାରୋଟି ଟିମ୍‌ ସହ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି…