Browsing Category

Breaking News

ଫରେଷ୍ଟ ରେଞ୍ଜରଙ୍କ ଘରେ ରାତି ଅଧିଆ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ବ୍ରହ୍ମପୁର: ଦିଗପହଣ୍ଡି ରେଞ୍ଜରଙ୍କ ଘରେ ରାତି ଅଧିଆ ରେଡ ପଡିଥିବା ଖବର ସାମ୍ନାକୁ ଆସିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ରେଡ ପଡିଛି । ଏଭଳି ଅପରାଧ ଲାଗି ଭିଜିଲାନ୍ସ ସର୍ବଦା ସକ୍ରିୟ ରହୁଛି ।…

ପୋଲିସକୁ ମିଳିଲା ମୃତ ସରସ୍ୱତୀଙ୍କ ଫୋନରୁ ଗୁରତ୍ୱପୂର୍ଣ୍ଣ ତଥ୍ୟ, ଏହି ମେସେଜ ଆଉ ହତ୍ୟାର କାରଣ ନୁହେଁ ତ !

ମୁମ୍ବାଇ: ମୁମ୍ବାଇର ମିରା ରୋଡ ମର୍ଡର ମାମଲାରେ ପୀଡିତା ସରସ୍ୱତୀ ବୈଦ୍ୟଙ୍କ ମୋବାଇଲରୁ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ସରସ୍ୱତୀ ବିଦ୍ୟା ଅଭିଯୁକ୍ତ ମନୋଜ ସାନଙ୍କ ସହ…

ଭୟଙ୍କର ରୂପ ନେବ ଗ୍ରୀଷ୍ମ ଲହରୀ: ଏଲନିନୋ ବଢାଉଛି ବିପଦ, ଆହୁରି ଉତ୍ତପ୍ତ ହୋଇପାରେ ପୃଥିବୀ

ନୂଆଦିଲ୍ଲୀ: ଏହି କିଛି ଦିନ ମଧ୍ୟରେ ଘାତକ ରୂପ ନେଇଛି ଗ୍ରୀଷ୍ମଲହରୀ । ପ୍ରବଳ ଖରା ଏବଂ ତାତିକୁ ସହି ନ ପାରି ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ମୌସୂମୀଭାରତରେ ପାଦ ଥାପିବା ପରେ ଏହି ହିଟେଓଭରୁ ସାମାନ୍ୟ…

ଏବେ ଝାଳ ଏବଂ ମୂତ୍ରରୁ ପ୍ରସ୍ତୁତ ପାଣି ପିଇବେ ମହାକାଶଚାରୀ: NASAର ବଡ଼ ଖୁଲାସା

ୱାଶିଂଟନ: ଆମେରିକୀୟ ସ୍ପେସ ଏଜେନ୍ସି ନାସା ଏକ ବଡ଼ ସଫଳତା ହାସଲ କରିଛନ୍ତି । ନାସା ଆନ୍ତର୍ଜାତୀୟ ଇଣ୍ଟରନାସନାଲ ସ୍ପେସ ଷ୍ଟେସନରେ ରହୁଥିବା ଏଷ୍ଟ୍ରୋନଟ୍ସର ହାରାହାରି ୯୮ ପ୍ରତିଶତ ମୁତ୍ର ଏବଂ ଝାଳକୁ ପିଇବା ପାଣି…

ଏହିମାନଙ୍କୁ ମିଳିବ ସ୍ପେଶାଲ ପେନସନ: ମାସକୁ ୧୫,୦୦୦ ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେନସନ ବ୍ୟବସ୍ଥାକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ତେବେ ଏହା ମଧ୍ୟରେ କିଛି ଲୋକ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ସମ୍ମାନ ଜଣାଇବା ପାଇଁ ପେନସନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର…

ଉତ୍ତର ଓଡିଶାରେ ପ୍ରବଳ ଛେଚିବ! ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାରେ ସକ୍ରିୟ ହୋଇଛି ମୌସୂମୀ । ଅସହ୍ୟ ତାତି ପରେ ବର୍ଷାର ଆଗମନକୁ ଖୁବ ଉପଭୋଗ କରୁଛି ସାରା ଓଡିଶା । ବିଶେଷ କରି ଚାଷୀକୂଳ ଏହି ବର୍ଷାକୁ ଅତି ଖୁସିର ସହିତ ସ୍ୱାଗତ କରୁଛି । ତେବେ ଆସନ୍ତା ୨୪…

କାରକୁ ଧକ୍କା ଦେଲା ଟ୍ୟାଙ୍କର: ଗୋଟିଏ ପରିବାରର ୩ମୃତ

କୋରାପୁଟ: କୋରାପୁଟ ପଟ୍ଟାଙ୍ଗୀରେ ଏକ ବଡ଼ ଧରଣ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ କାରକୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସୂଚନା…

ଜୀବନ ଯୁଦ୍ଧରେ ହାରିଗଲେ ବେଦିକା: ବିଜେପି ନେତା କରିଥିଲେ ଗୁଳି, ଅଫିସ ସିସିଟିଭି ଗାଏବ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରର ବହୁଚର୍ଚ୍ଚିତ ବେଦିକା ଠାକୁର ହତ୍ୟାକାଣ୍ଡ ମାମଲାରେ ନୂଆ ଅପଡେଟ୍ ଆସିଛି । ଅଭିଯୁକ୍ତ ପ୍ରିୟାଂଶ ବିଶ୍ୱକର୍ମାଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ଦାୟର କରିଥିବା ବେଳେ ଆଜି…

Watch: ଷ୍ଟ୍ରାଟୋସ୍ପିୟରରେ ଲଞ୍ଚ ହେବା ପରେ ବାହାର ଦୁନିଆକୁ ଚାଲିଗଲା ବିଶ୍ୱକପ ଟ୍ରଫି

ନୂଆଦିଲ୍ଲୀ: ଚଳିତ ବର୍ଷର ଦିନିକିଆ କ୍ରିକେଟ ବିଶ୍ୱକପକୁ ସାରା ବିଶ୍ୱର ଅଗଣିତ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଭୁଲା ଦୃଶ୍ୟ । ଅର୍ନ୍ତଜାତୀୟ କ୍ରିକେଟ…

ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ରାଶି ମଞ୍ଜୁର କଲା କେନ୍ଦ୍ର, ଓଡ଼ିଶାକୁ ମିଳିଲା ଏତିକି କୋଟି

ଭୁବନେଶ୍ୱର: ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱତନ୍ତ୍ର ସହାୟତା ମଞ୍ଜୁରି ଦେବା ଖବର ସାମ୍ନାକୁ ଆସିଛି । ଏଥିରେ ଓଡ଼ିଶା ପାଇଁ ୪ହଜାର ୫୨୮ କୋଟି ଟଙ୍କା ସ୍ୱତନ୍ତ୍ର ସହାୟତା ମଞ୍ଜୁର କରିଛନ୍ତି ।…