Browsing Category

Breaking News

ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନକୁ ୭ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲର ୩୨ ତମ ମ୍ୟାଚରେ ୭ ରନରେ ରାଜସ୍ଥାନକୁ ରୟାଲସ୍ କୁ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ୧୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ୬ ୱିକେଟ୍ ହରାଇ ୧୮୨ ରନରେ ସୀମିତ ରହିଯାଇଥିଲା।…

BJPକୁ ବଡ଼ ଝଟକା: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ତ୍ରିନାଥ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଝାରସୁଗୁଡା ଉପ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଇ ୧୦ରେ ଭୋଟିଂ ହେବ, ମଇ ୧୩ ରେ…

ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଛି କି ? ଆପଣାନ୍ତୁ ଏହି ଟିପ୍ସ

ଫ୍ୟାଟି ଲିଭର ଅର୍ଥାତ୍ ଆପଣଙ୍କ ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଯିବା। ଅଧିକାଂଶ କ୍ଷେତ୍ରରେ ଫ୍ୟାଟି ଲିଭରର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ଫ୍ୟାଟି ଲିଭର୍ ସମସ୍ୟା ଥିଲେ…

ଆବାହାମାନକାଳରୁ ଓଡ଼ିଶାର ପରମ୍ପରାରେ ଦକ୍ଷତା ରହିଛି- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି । ଆବାହାମାନ କାଳରୁ ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର ସ୍ଥିତ…

ରାଜ୍ୟରେ ବଢ଼ୁଛି କିଡନୀ ରୋଗ! ରଣପୁର ପରେ କେନ୍ଦୁଝର, ବର୍ଷକରେ ଚାଲିଗଲାଣି ୫ଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମଣିଷର ଖାଦ୍ୟପେୟ, ବେଶପୋଷାକ, ଚାଳିଚଳନ ବଦଳିବାରେ ଲାଗିଥିବା ବେଳେ ପରିବେଶ ମଧ୍ୟ କ୍ରମାଗତ ଭାବେ ଦୂଷିତ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଜଳ, ବାୟୁ ସବୁ ଦୂଷିତ ହେବାରେ…

ଗତ ୯ ବର୍ଷ ମଧ୍ୟରେ ଜାତୀୟ ରାଜପଥର ଦେଢ଼ ଗୁଣା ବୃଦ୍ଧି ପାଇଛି, ଯୋଡି ହୋଇଛି ୫୦ ହଜାର କିଲୋମିଟର

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଦେଶର ଭିତ୍ତିଭୁମି ନିର୍ମାଣ ଉପରେ ଜୋର ଦେଉଛନ୍ତି । ବିଶେଷ କରି ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଦେଶରେ ଖୁବ୍ ପରିବର୍ତ୍ତନ ଆସିଛି ଏବଂ ରେକର୍ଡ…

ରେଲୱେ ପକ୍ଷରୁ ଆସୁଛି ଏକ ବଡ଼ ନିଯୁକ୍ତି: ପୂରଣ ହେବ ୨୦ ହଜାରରୁ ଅଧିକ Group-D ପଦ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ସରକାରୀ ଚାକିରି ଅପେକ୍ଷାରେ ରହିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ଭାରତୀୟ ରେଳବାଇ ପକ୍ଷରୁ ଏକ ମେଗା ନିଯୁକ୍ତି ସୁଯୋଗ ଆସୁଛି । ରେଲୱେ ପକ୍ଷରୁ ୨୦,୭୧୯ଟି ଗ୍ରୁପ ଡି’ ପଦ ପାଇଁ…

ମ୍ୟାକ୍ସୱେଲ ଏବଂ ଡୁ ପ୍ଲେସିସ୍ ଙ୍କ ଅର୍ଦ୍ଧଶତକ: ରାଜସ୍ଥାନ ରୟାଲ୍ସକୁ ୧୯୦ ରନ୍‌ର ଟାର୍ଗେଟ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବାଙ୍ଗଲୋର: ଆଇପିଏଲ୍ ୨୦୨୩ ର ୩୨ ତମ ମ୍ୟାଚ୍ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୯/୯ ସ୍କୋର କରିଛି। ଏବେ ରାଜସ୍ଥାନ ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ ଥିବା ବେଳେ…

ଅକ୍ଷୟ ତୃତୀୟାରେ ଅଘଟଣ: ଟାଙ୍କି ସଫା ପାଇଁ ଜୀବନ ଗଲା, ୩୦ ବର୍ଷରେ ବଳି ପଡ଼ିଲେଣି ୧୫୦ରୁ ଅଧିକ ନିରୀହ ଶ୍ରମିକ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହି ପାରିବେ ନାହିଁ । ତେବେ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଆସିଛି ଏକ ବଡ଼ ଦୁଃଖ ଖବର । ଅକାଳରେ ଚାଲି ଯାଇଛି ୨ ଜଣ ଗରିବ ଶ୍ରମିକଙ୍କ ଜୀବନ । ସ୍ୱେରେଜ ସଫା…

BJPର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଜାରି ରହିଥିବା ବେଳେ ଏହି ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ହିମାଚଳ ପ୍ରଦେଶର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ନିଯୁକ୍ତି…