
Browsing Category
Breaking News
ଜୁନ୍ ୧୦ ଯାଏଁ ତ୍ରାହି ନାହିଁ: ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା, ଉପକୂଳରେ ଅସହ୍ୟ ଗୁଳୁଗୁଳି
ଭୁବନେଶ୍ୱର: ଲୁଚିଗଲା ମୌସୁମି । ମୌସୁମିର ଉତ୍ତର ଶାଖା ଦକ୍ଷିଣ ଆଣ୍ଡାମାନରେ ଅଟକି ରହିଛି । ଯାହା ଗତ ୫ ଦିନ ହେଲା ହଲିବାର ନାଁ ନେଉ ନାହିଁ । ଅର୍ଥାତ୍ କେରଳ ପଟ ଶାଖା ବିଷୁବ ରେଖା ପାଖରୁ ଇଞ୍ଚେ ବି ଆଗକୁ ବଢୁନି ।…
ଆର୍ଥିକ ବିପର୍ଯ୍ୟର ସାମ୍ନା କରିପାରେ ଆମେରିକା! ଋଣ ଉଠାଣ ସୀମା ନବଢ଼ିଲେ ପରିଶୋଧ କରିବାକୁ ସକ୍ଷମ ହେବନି ସର୍ବବୃହତ୍ ଅର୍ଥନୀତି, ବିଶ୍ୱ ପାଇଁ…
ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିର ମଙ୍ଗୁଆଳ ଆମେରିକା ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରେ। କାରଣ ଆମେରିକା ଅର୍ଥନୀତି ଏବେ ବିପର୍ଯ୍ୟ ଆଡ଼କୁ ଗତି କରୁଛି। ଆମେରିକାର ସରକାର ଏବେ ଋଣ ପରିଶୋଧ କରିବାକୁ ସକ୍ଷମ ହେବେ କି…
ସ୍ତ୍ରୀ’କୁ ଭେଟିବାକୁ ସାଇକେଲ ଚଲାଇ ସାତ ଦରିଆରେ ପାର କରିଥିଲେ ଓଡ଼ିଆ ପୁଅ
ନୂଆଦିଲ୍ଲୀ : ଲଭ୍ , ସେକ୍ସ ଓ ଧୋକା ଯୁଗରେ କେହି ଯେ ସ୍ତ୍ରୀ ପାଇଁ ସାତ ଦରିଆ ପାର ହୋଇଥିବା କଥା କାନକୁ ଯେମିତି ଅଡୁଆ ଲାଗେ । ହଠାତ୍ କେହି କେହି ବି ଏହାକୁ ବିଶ୍ୱାସ କରିବା ଆଗରୁ ଅନେକ ଥର ଚିନ୍ତା କରିବ । କିନ୍ତୁ…
ମାଗଣାରେ ଜମା ହେବନି, ଏଣିକି ବ୍ୟାଙ୍କ ନେବ ଚାର୍ଜ ! ୫୦ରୁ ୧୫୦ ଯାଏଁ..ଏସବିଆଇ ସମେତ ଅନେକ ବଡ ବ୍ୟାଙ୍କର ଘୋଷଣା
ନୂଆଦିଲ୍ଲୀ : ଭାରତର ରିଜର୍ଭ ବ୍ୟାଙ୍କ ଘୋଷଣା ପରେ ପୁଣି ଥରେ ବ୍ୟାଙ୍କରେ ନୋଟ୍ ବଦଳାଇବା ଭଳି ଜରୁରୀକାଳୀନ ପରିସ୍ଥିତି ଆରମ୍ଭ ହୋଇଛି। ଏଥର ଆରବିଆଇ ପ୍ରଚାରରୁ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।…
କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଓ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବୁଧବାର କୋର୍ଟଙ୍କ ନିର୍ଦ୍ଦେଶ ବେଳେବେଳେ କାର୍ଯ୍ୟକାରୀ ନିଶ୍ଚିତ କରିବାକୁ ସରକାର ଏବଂ ଭାରତର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି । ଯାହା ଦ୍ୱାରା ଲୋକମାନେ ପ୍ରକୃତ…
Income Tax Return Filing : ଅନଲାଇନ୍ ITR-1 ଏବଂ ITR-4 ଫର୍ମ ପ୍ରକାଶ ପାଇଛି, ଜାଣନ୍ତୁ କିଏ ଆବେଦନ କରିବେ ଏବଂ କେମିତି..
ନୂଆଦିଲ୍ଲୀ: ଟିକସଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ITR-1 ଫର୍ମ ଏବଂ ITR-4 ଫର୍ମ ଅନଲାଇନରେ ଜାରି କରାଯାଇଛି । ଏହାପୂର୍ବରୁ ଆୟକର ବିଭାଗ ଏହି ଦୁଇଟି ଫର୍ମକୁ ୨୫ ଏପ୍ରିଲରୁ ଅଫଲାଇନରେ ଜାରି କରିଥିଲା। ଆୟକର…
ସଂସଦ ଭବନ ଉଦଘାଟନରେ ଯୋଗଦେବ ବିଜେଡି: ଉତ୍ସବକୁ ମୋଦିଙ୍କ ଡାକରା
ନୂଆଦିଲ୍ଲୀ: ଆସନ୍ତା ମେ" ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଉଦଘାଟନୀ ଉତ୍ସବକୁ ନବୀନ ସରକାରଙ୍କ ବିଜୁ ଜନତା ଦଳକୁ ଡାକରା ମିଳିଛି । ଏଭଳି ଏକ ବିରାଟ ଉତ୍ସବରେ…
“ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ଥିଲା…”, ଅଷ୍ଟ୍ରେଲୀୟ ପ୍ରତିପକ୍ଷଙ୍କୁ ଭେଟିବା ପରେ ଅଭିଜ୍ଞତା ବାଣ୍ଟିଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ଫେରିବା ପରେ ଏହି ଗସ୍ତ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅଷ୍ଟ୍ରେଲିଆରୁ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହା ଏକ…
୪୨ ବର୍ଷ ବୟସରେ ହୃଦଘାତରେ ଦେଶର ପ୍ରସିଦ୍ଧ ବଡି ବିଲ୍ଡରଙ୍କ ଦେହାନ୍ତ, ଛୁଉଁ ନ ଥିଲେ ନିଶାଦ୍ରବ୍ୟ
ନୂଆଦିଲ୍ଲୀ:ଗତ ଦୁଇ ବର୍ଷ ଧରି ଦେଶରେ ହୃଦଘାତରେ ମୃତ୍ୟୁ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ହୃଦଘାତରେ ଯୁବକଙ୍କ ଠାରୁ ଆରମ୍ଭ କରି ମଧ୍ୟବୟସ୍କଙ୍କ ପର୍ଯ୍ୟନ୍ତ ବହୁ ଲୋକ ଅଚାନକ ମୃତ୍ୟୁବରଣ କଲେଣି । ଏପରିକି…
Aadhaar Update : ଆଧାର କାର୍ଡ ଅପଡେଟ୍ କରିବାକୁ କିଛି ଟଙ୍କା ଦେବାକୁ ପଡିବ ନାହିଁ, ଏହି ତାରିଖ ଭିତରେ କରନ୍ତୁ ଅପଡେଟ୍
ନୂଆଦିଲ୍ଲୀ : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ଟଓଊଇଓ) ଆଧାର କାର୍ଡଧାରୀଙ୍କ ପାଇଁ ସମୟ ସମୟରେ ବିଭିନ୍ନ ସୁବିଧା ଆଣିଥାଏ । ଏବେ ଏକ ନୂଆ ବ୍ୟବସ୍ଥା ଆଣିଛି, ତାହା ହେଉଛି ବିନା ଶୁଳ୍କରେ ଆଧାର ଅପଡେଟ୍…