Browsing Category
Breaking News
ନଭେମ୍ବର ୧୮ରୁ ଆରମ୍ଭ ହେବ ATO-2024 ଲିଖିତ ପରୀକ୍ଷା: ବିସ୍ତୃତ ପ୍ରୋଗ୍ରାମ ଜାରି କଲା OSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏନଟିସି/ଏନଏସି)-୨୦୨୪ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୧୮ ତାରିଖରୁ ୨୨ ତାରିଖ…
ପୁଅ ଜନ୍ମ ହେବା ପରେ ସାମ୍ନାକୁ ଆସିଲା ରୋହିତ ଶର୍ମାଙ୍କର ପ୍ରଥମ ରିଆକ୍ସନ, ଜାଣନ୍ତୁ କ’ଣ କହିଲେ ଅଧିନାୟକ
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଘରେ ପୁଣି କୁଆଁ କୁଆଁ ଶବ୍ଦ ଶୁଣାଯାଇଛି । ରୋହିତଙ୍କ ସ୍ତ୍ରୀ ରିତିକା ସଜଦେହ ଶୁକ୍ରବାର ଦିନ ପୁଅକୁ ଜନ୍ମ ଦେଇଛନ୍ତି । ରୋହିତଙ୍କ ପରିବାରରେ ବର୍ତ୍ତମାନ ଚାରି ଜଣ…
ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂହ ବାଦଲ
ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରୁ ଆସିଛି ଏକ ବଡ଼ ଖବର । ଶିରୋମଣି ଅକାଳୀ ଦଳ (ଏସଏଡି) ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁଖବୀର ସିଂହ ବାଦଲ । ସୁଖବୀର ନିଜର ଇସ୍ତଫା ପତ୍ରକୁ ଦଳର ୱାର୍କିଂ କମିଟିକୁ ପଠାଇଥିବା…
ସୁନା ବିକ୍ରିକୁ ନେଇ କଡ଼ା ନିୟମ ଆଣିଲେ ସରକାର: ବିନା ହଲମାର୍କିଂ ଅଳଙ୍କାର ବିକିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ବିନା ହଲମାର୍କିଂରେ ସୁନା ଗହଣା ଏବେ ବି ଦେଶର ଅନେକ ସ୍ଥାନରେ ବିକ୍ରି ହେଉଛି। ହଲମାର୍କିଂ ବିନା ବିଭିନ୍ନ ରାଜ୍ୟର ଆଉ ୧୮ଟି ଜିଲ୍ଲାରେ ସୁନା ଗହଣା ବିକ୍ରି ହେବ ନାହିଁ ବୋଲି ସରକାର ଗୁରୁବାର ଘୋଷଣା…
ରାତିରେ AC ଲଗାଇ ଶୋଇଥିଲେ, ସକାଳେ ବିଛିଗଲା ମୃତଦେହ : ହାଇ-ରାଇଜ୍ ସୋସାଇଟର ଗୋଟିଏ ଭୁଲ ପରିବାର ଉପରେ ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ : ଚେନ୍ନାଇର ଜଣେ ବ୍ୟାଙ୍କ ମ୍ୟାନେଜର ବହୁ ପରିଶ୍ରମ କରି ଏକ ହାଇ-ରାଇଜ୍ ଆପାର୍ଟମେଣ୍ଟରେ ଏକ ଘର କିଣିଥିଲେ । ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଏଠାରେ ରହୁଥିଲେ । ସବୁକିଛି ଠିକ୍ ଚାଲିଥିଲା ।…
ଭରତପୁର ଥାନା ମାମଲା: ଆସନ୍ତା ଜାନୁଆରୀ ୩୧କୁ ବୃଦ୍ଧି ହେଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏନେଇ…
ଯବାନଙ୍କ ଗୁଳିରେ ୫ ମାଓବାଦୀ ମୃତ, ଜବତ ହେଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର
ନୂଆଦିଲ୍ଲୀ: ଛତିଶଗଡ଼ରେ ଯବାବ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ ଯବାନଙ୍କ ଗୁଳିରେ ୫ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏହି ଗୁଳି ବିନିମୟ ଘଟିଛି । ସୂଚନା ମୁତାବକ,…
ଅନାସ୍ଥା ହାରିଲେ BJD ବ୍ଲକ ଅଧ୍ୟକ୍ଷା; ପଦ ହରାଇଥିବା ନେଇ ସୂଚନା ଦେଲେ ନିର୍ବାଚନ ରିଟର୍ଣ୍ଣିଂ ଅଫିସର
ଢେଙ୍କାନାଳ: (ଓଡ଼ିଶା ଭାସ୍କର) ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । BJD ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ପାଇଁ ଆଜି ହୋଇଥିଲା ଅନାସ୍ଥା ଭୋଟିଂ । ଅନାସ୍ଥା ଭୋଟିଂରେ ରାଜଶ୍ରୀ ନାୟକଙ୍କ…
ଶୀଘ୍ର କରନ୍ତୁ ଆବେଦନ: ଆଜି IDBI ବ୍ୟାଙ୍କ ESO ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ
ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (IDBI) ୬ ନଭେମ୍ବର ୨୦୨୪ ରେ ଏଗ୍ଜିକ୍ୟୁଟିଭ ବା କାର୍ଯ୍ୟନିର୍ବାହୀ ପଦବୀ (ବିକ୍ରୟ ଏବଂ ଅପରେସନ୍) ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା…
ମଣିପୁର ହିଂସା: ଜିରିବାମରେ ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଆସାମ ସୀମା ନିକଟ ମଣିପୁରର ହିଂସାପ୍ରବଣ ଜିରିବାମ ଜିଲ୍ଲାରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜିଲ୍ଲାର ଜିରିମୁକ ଗାଁ ନିକଟ ଜିରି ନଦୀରେ ମୃତଦେହ ଭାସୁଥିବା…