
Browsing Category
Breaking News
ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର
ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ। ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ସହିତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯.୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି।…
ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ସିଜରିଆନ ଡେଲିଭରି କେସ୍: ଚିନ୍ତା ପ୍ରକଟ କଲା ସ୍ବାସ୍ଥ୍ୟ ବିଭାଗ, ଅଡିଟ୍ ପାଇଁ ଚିଠି
ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ବଢ଼ୁଛି ସିଜରିଆନ ଡେଲିଭରି କେସ୍ । ଏହି ମାମଲା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଥର ଅଡିଟ୍ ପାଇଁ ସମସ୍ତ CDM ଓ PHOକୁ ଚିଠି ଲେଖିଛି…
ଅଫଜଲ ଅନସାରୀଙ୍କର ଯାଇପାରେ ଲୋକସଭା ସାଂସଦ ପଦ: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ
ନୂଆଦିଲ୍ଲୀ: ଗାଜିପୁରର ସାଂସଦ-ବିଧାୟକ କୋର୍ଟ ବିଏସପି ସାଂସଦ ଫଜାଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ…
ANI ପରେ NDTVର ଟୁଇଟର ଆକାଉଣ୍ଟ ବ୍ଲକ: ଜାଣନ୍ତୁ କ’ଣ କାରଣ
ନୂଆଦିଲ୍ଲୀ: ଏଲନ ମସ୍କ ଟୁଇଟର କିଣିବା ପରେ ଏଥିରେ ଅନେକ ପରିବର୍ତନ ଦେଖିବାକୁ ମିଳୁଛି। କିଛି ଦିନ ତଳେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକଙ୍କର ଟୁଇଟର ଆକାଉଣ୍ଟରୁ ବ୍ଲ୍ୟୁ ଟିକ୍ ଉଭାନ ହୋଇଯାଇଥିଲା,…
୧ ମେ’ରୁ ବଦଳିବାକୁ ଯାଉଛି LPGରୁ ନେଇ GST ପର୍ଯ୍ୟନ୍ତ ୪ଟି ନିୟମ: ଲୋକଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ: ମେ’ ମାସରୁ ଜିଏସ୍ଟିରୁ ଏଲପିଜି, ସିଏନଜି ଏବଂ ପିଏନଜି ଭଳି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡ଼ିବ ଏବଂ ମାସର ବଜେଟ୍ ବିଗିଡ଼ିପାରେ ।
ଆଉ କିଛି ଦିନ ପରେ…
ପାକିସ୍ତାନରେ ଝିଅମାନଙ୍କ କବରରରେ ତାଲା ପକାଉଛନ୍ତି ପିତା-ମାତା, ଶବ ସହିତ ହେଉଛି ରେପ୍: ରିପୋର୍ଟ
ଇସଲାମ।।ଦ: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ଅନେକ ପିତାମାତା ସେମାନଙ୍କର ମୃତ ଝିିଅମାନଙ୍କୁ କବରରେ ତାଲା ପକାଇ ସେମାନଙ୍କୁ ବଳାତ୍କାରରୁ ରକ୍ଷା କରୁଛନ୍ତିି । ଦୈନିକ ଟାଇମ୍ସର…
ନ୍ୟୁଜ ଏଜେନ୍ସି ANIର ଟ୍ୱିଟର ଆକାଉଣ୍ଟ ବ୍ଲକ କଲେ ଏଲୋନ୍ ମସ୍କ, ଜାଣନ୍ତୁ କ’ଣ କାରଣ
ନୂଆଦିଲ୍ଲୀ: ଭାରତର ପ୍ରମୁଖ ନ୍ୟୁଜ୍ ଏଜେନ୍ସୀ ଏଏନ୍ଆଇର ଟ୍ୱିଟର ଆକାଉଣ୍ଟକୁ ସସ୍ପେଣ୍ଡ କରି ଦେଇଛି । ପୁର୍ବରୁ ବିବିସିର ଟ୍ୱିଟର ଆକାଉଣ୍ଟ ଉପରେ ମଧ୍ୟ ବଡ଼ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ନେଇଥିଲା । ସରକାରଙ୍କ କହିବା…
ପାଣିପାଗ- ରାଜ୍ୟରେ ୪ ଦିନ ଜାରି ରହିବ କାଳବୈଶାଖୀ ବର୍ଷା: ୨୪ ଘଣ୍ଟା ପାଇଁ ୯ ଘଣ୍ଟାକୁ ସତର୍କବାଣୀ
ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷା ସାଭ୍ଗକୁ ଘଡଘଡି ହେବାର ପୂର୍ବାନୁମାନ ହୋଇଛି । ତେବେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ମୋଟ ୯ଟି ଜିଲ୍ଲାକୁ ପ୍ରବଳ ବର୍ଷା…
ସେନାରେ ମହିଳା ଦେଖାଇବେ ଶକ୍ତି: ଆର୍ଟିଲାରୀ ରେଜିମେଣ୍ଟରେ ୫ ମହିଳା ଅଧିକାରୀ ସାମିଲ
ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାଙ୍କ ପ୍ରଥମ ବ୍ୟାଚ୍ରେ ୫ ଜଣଙ୍କୁ ଆର୍ଟିଲାରୀ ରେଜିଜମେଣ୍ଟରେ ସାମିଲ କରାଯାଇଛି । ଚେନ୍ନାଇରେ ଶନିବାର ଅଫିସର୍ସ ଟ୍ରେନିଂ ଏକାଡେମି(ଓଟିଏ)ରେ ଲମ୍ବା ସମୟର ପ୍ରଶିକ୍ଷଣ ପରେ…
ଜାତିସଂଘ ମୁଖ୍ୟାଳୟରେ ଲାଇଭ ଚାଲିବ ‘ମନ କି ବାତ୍ @ ୧୦୦’ , ଐତିହାସିକ ମୁହୂର୍ତ୍ତ ପାଇଁ ଶୁଭେଚ୍ଛା ଜଣାଇଲେ ବିଲ ଗେଟ୍ସ
ନୂଆଦିଲ୍ଲୀ : ଦେଶ ନୁହେଁ, ବିଦେଶରେ ମୋଦୀଙ୍କ ରେଡିଓ ଲାଇଭ୍ ଶୁଣାଯିବ । ମିଳିତ ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ଧାରା ପ୍ରସାରିତ ହେବ।…