Browsing Category
Breaking News
୩୧ରେ ସର୍ବାଧିକ ପ୍ରଭାବ ପକାଇବ ପଶ୍ଚିମା ଝଡ: ଭାରି ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି
ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି । ତେବେ ଆସନ୍ତା ୩୧ମାର୍ଚ୍ଚରେ ପଶ୍ଚିମାଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି…
ଦୁର୍ବଳ ଲାଗୁଛି କି ? ଦହି ସହ ଖାଆନ୍ତୁ ଏହି ଜିନିଷ
ଦହି, କ୍ଷୀର ଆଦି ଖାଦ୍ୟରେ କ୍ୟାଲସିୟମ, ପ୍ରୋଟିନ୍ ସହ ଅନ୍ୟାନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଛି । ଏହି କାରଣରୁ ଦହି ଓ କ୍ଷୀର ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାଦ୍ୱାରା ଶରୀରକୁ ଶକ୍ତି ମିଳିବା…
ବଣ ତୁଳସୀ ମଞ୍ଜିର ଫାଇଦା: ଓଜନ ହ୍ରାସ କରିବା ସହ ତ୍ୱଚା ଓ କେଶ ପାଇଁ ଲାଭଦାୟକ
ପେତଳା ହେବାକୁ କିଏ ବା ନ ଚାହେଁ । ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି । ମହିଳାମାନେ ସୁନ୍ଦର ଦିଶିବା ସହ କେଶ ଘନ ଏବଂ ଲମ୍ବା କରିବାକୁ ଚହିଁଥାନ୍ତି । ପତଳା ହେବାକୁ କିଏ ଦିନସାରା ଡାଏଟରେ ରହିଥାନ୍ତି ତ…
ଖାଇବା ସମୟରେ ମୋବାଇଲ ଦେଖୁଥିଲେ ସାବଧାନ ! ଭୋଗିପାରନ୍ତି ଏହି ସମସ୍ୟା
ପିଲାଠୁ ବୁଢା ପର୍ଯ୍ୟନ୍ତ ଆଜିକାଲି ସମସ୍ତଙ୍କ ପାଖରେ ମୋବାଇଲ ଫୋନ ଅଛି । ଖାଇବା ସମୟରେ ମୋବାଇଲ୍ ଦେଖି ଦେଖି ଖାଦ୍ୟ ଖାଇବା ଆଜିକାଲିର ଫ୍ୟାସନ୍ ପାଲଟିଗଲାଣି । ଫୋନ୍ ଦେଖି ଖାଇବା ଦ୍ୱାରା ଆପଣଙ୍କ ଓଜନ…
କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଏକାଠି ବସିପାରିବେ ୧୫ ଶହ ଦର୍ଶକ
ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ଟେନିସ ସେଣ୍ଟର। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟରର ଉଦଘାଟନ କରିଛନ୍ତି। ଏକା ସାଙ୍ଗରେ ୧୫ ଶହ ଦର୍ଶକ ଏକାଠି…
ବଦଳିବ ନିୟମ : PPF ଓ ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ନୂଆ ନିୟମ ଆଣିବେ ସରକାର
PPF ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ଜଡିତ ଥିବା ଲୋକଙ୍କ ପାଇଁ ବଡ ଖବର । ସରକାରଙ୍କ ତରଫରୁ ଏବେ ଏହି ଯୋଜନାରେ କିଛି ଟା ପରିବର୍ତ୍ତନ ହେବାକୁ ଅଛି। ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଙ୍କ ତରଫରୁ ଛୋଟ ବଚତ ଖାତାରେ…
ସମୟ ମଣିଷର ମୁଡ଼କୁ ପ୍ରଭାବିତ କରେ: ସକାଳୁ ଶାନ୍ତ ଓ ରାତିରେ ଚିଡ଼ଚିଡ଼ା, ବ୍ରେନରେ ଥିବା ‘Circadian rhythm’ ଘଣ୍ଟା କରୁଛି ଖେଳ,…
ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ମୁଡ଼ ୨୪ ଘଣ୍ଟା ମଧ୍ୟରେ ଭିନ୍ନ ଭିନ୍ନ ରହିଥାଏ । କାହାକୁ ସକାଳୁ କାମ କରିବାକୁ ଭଲ ଲାଗେ ତ ଆଉ କିଏ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାର୍ଯ୍ୟରେ ବ୍ୟସ୍ତ ରହିଥାଏ । ମାତ୍ର ଦ୍ୱିପ୍ରହର…
ଆଭା ଆଧାରିତ ସ୍କାନ୍ ଆଣ୍ଡ ସେୟାର ସେବା ୧୦ ଲକ୍ଷ ରୋଗୀଙ୍କ ସମୟ ସଞ୍ଚୟ କରିଛି, ଆଉ ହସ୍ପିଟାଲର ଆଗରେ ଲାଗୁନି ଭିଡ଼
ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଏହାର ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ଯୋଗାଣରେ ପାରଦର୍ଶିତା ଆଣିବା ପାଇଁ ଡିଜିଟାଲ୍ ହସ୍ତକ୍ଷେପକୁ…
IPS ସସପେଣ୍ଡ: CMଙ୍କ କଡ଼ା ନିର୍ଦ୍ଦେଶ, ଅଭିଯୁକ୍ତଙ୍କ ସହ ଅମାନବୀୟ କାର୍ଯ୍ୟ ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ: ସରକାରୀ ଚାକିରି କରୁଥିବା କର୍ମଚାରୀଙ୍କ ମୁଖ୍ୟ କର୍ତ୍ତବ୍ୟ ହେଉଛି ଜନତାଙ୍କ ସେବା କରିବା । ତେବେ ଅନେକ ସମୟ କିଛି ସରକାରୀ କର୍ମଚାରୀ, ପୋଲିସ ନିଜ ପଦର ଫାଇଦା ଉଠାଇ କିଛି ଦୁର୍ବଳ ତଥା ନିରୀହ ଲୋକଙ୍କ…
ରାଜଧାନୀରେ ଦୁଇଟି ଜୀବନ ନେଲା କରୋନା: ଭାଇରସକୁ ନେଇ ପୁଣି ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ଧୀରେଧୀରେ ବଢ଼ୁଥିବାରୁ ଏହାକୁ ହେୟଜ୍ଞାନ ନକରି ସାବଧାନତାର ସହ…