Browsing Category
Breaking News
Rule Change : ସୁନା, ଟୋଲ ଟ୍ୟାକ୍ସ ଓ ଏଲପିଜି.. ଆଜି ଠାରୁ ୨୦ ଟି ବଡ଼ ପରିବର୍ତ୍ତନ, ମଧ୍ୟବିତ୍ତଙ୍କ ପକେଟକୁ ଚୋଟ
ନୂଆବର୍ଷ : ଦେଶରେ ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ଏହା ସହିତ କିଛି ନିୟମରେ ମଧ୍ୟ ବଡ ପରିବର୍ତ୍ତନ ହୋଇଛି । ୧ ଏପ୍ରିଲ ୨୦୨୩ ଅର୍ଥାତ୍ ଆଜି ଠାରୁ ଦେଶରେ ଅନେକ ନିୟମ ବଦଳି ଯାଇଛି । ଏହି ନିୟମଗୁଡିକ ମଧ୍ୟରୁ…
ସଡ଼କ ସୁରକ୍ଷା ସପ୍ତାହରେ କଡ଼ାକଡ଼ି ହେବ ନିୟମ, ବିନା ହେଲମେଟରେ ମିଳିବନି ପେଟ୍ରୋଲ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ । ଏହି ଅବସରରେ ସପ୍ତାହବ୍ୟାପୀ ବିନା ହେଲ୍ମେଟ୍ରେ ବାଇକ୍ ଚାଳକଙ୍କୁ ପେଟ୍ରୋଲ ଦିଆନଯିବା ପାଇଁ…
ଆଇପିଏଲ୍ ଉଦ୍ଘାଟନୀ ମ୍ୟାଚ୍: ଚେନ୍ନାଇକୁ ହରାଇଲା ଗୁଜରାଟ
ଅହମଦାବାଦ : ଚଳିତ ଆଇପିଏଲ୍ର ଉଦଘାଟନୀ ମ୍ୟାଚ୍ରେ ଚେନାଇ ସୁପରକିଙ୍ଗ୍ସକୁ ୫ୱିକେଟରେ ପରାସ୍ତ କରି ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନସ ବିଜୟରୁ ଆରମ୍ଭ କରିଛି ଅଭିଯାନ । ଚେନାଇ ସୁପରକିଙ୍ଗ୍ସ ଧାର୍ଯ୍ୟ କରିଥିବା…
ପଶ୍ଚିମା ଝଡ଼ର ଏ କି ରୂପ: କେତେବେଳେ ବର୍ଷା କେତେବେଳେ ଖରା, ପାଗକୁ ନେଇ ଆଶଙ୍କାରେ ଟ୍ୱିନ୍ ସିଟି ବାସିନ୍ଦା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ଟ୍ୱିନ ସିଟି ଭୁବନେଶ୍ୱର ଓ କଟକର ପରିସ୍ଥିତି ନ କହିବା ଭଲ । ସକାଳୁ ସକାଳୁ ପଶ୍ଚିମା ଝଡ଼ ରାଜ୍ୟବାସୀଙ୍କୁ ସତେ ଯେମିତି ଘାଇଲା କରିଦେଲା । ଟ୍ୱିନ ସିଟି ବାସୀ ଆଜି ସକାଳୁ…
ଆଜି ଓଡ଼ିଶା ଦିବସ, ଜାଣନ୍ତୁ ଏହାର ମହତ୍ୱ
ଭୁବନେଶ୍ୱର: ଉତ୍କଳ ଦିବସ ଓଡ଼ିଶା ରାଜ୍ୟର ପ୍ରତିଷ୍ଠା ଦିବସ । ପୁରା ରାଜ୍ୟରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷା ଏବଂ ସଂସ୍କୃତିର…
ମାସ ଆରମ୍ଭରୁ ଖୁସି: LPG ସିଲିଣ୍ଡର ଦାମ୍ କମିଲା
ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଖୁସି ଖବର । ଆଜି ଏଲପିଜି ସିଲିଣ୍ଡର ଦାମ ହ୍ରାସ ପାଇଛି । ସରକାର ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଦାମ ୯୧.୫୦ ଟଙ୍କା କମ୍ କରିଛନ୍ତି ।…
ChatGPT ଉପରେ ନିଷେଧ ଲଗାଇଲେ ସରକାର, ଜାଣନ୍ତୁ କାହିଁକି AI ଚାଟବଟ୍ କୁ ବିରୋଧ କରାଯାଉଛି?
ନୂଆଦିଲ୍ଲୀ: ଆଜିକାଲି OpenAI ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟୁଲ୍ ଚାଟ ଜିପିଟି ବହୁତ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ନିକଟରେ ଅନେକ ବିଶେଷଜ୍ଞମାନେ ଏହାକୁ ବନ୍ଦ କରିବାକୁ ଏକ ଖୋଲା ଚିଠି ଲେଖିଥିଲେ।…
ଆଇପିଏଲରୁ ବାଦ ପଡିପାରନ୍ତି କେନ୍ ୱିଲିୟମସନ, ଫିଲ୍ଡିଂ କଲା ବେଳେ ଲାଗିଲା ଆଘାତ
ଅହମ୍ମଦାବାଦ: ଆଇପିଏଲ୍ ୨୦୨୩ ର ପ୍ରଥମ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସକୁ ଲାଗିଛି ବଡ଼ ଝଟକା। ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଛନ୍ତି ସ୍ତର ବ୍ୟାଟର କେନ୍ ୱିଲିୟମସନ। ଚେନ୍ନାଇ ବ୍ୟାଟିଂ କରୁଥିବା ସମୟରେ ରନ୍…
ପୁରୁଷଙ୍କୁ ନପୁଂସକ ଓ ମହିଳାଙ୍କୁ ବନ୍ଧ୍ୟା କରିପାରେ ପଲିଷ୍ଟର! ଗବେଷଣା ଓ ବିଶ୍ଳେଷଣରୁ ସୂଚନା
ଆଜିକାଲି ଲୋକମାନେ ପଲିଷ୍ଟର ପୋଷାକ ପିନ୍ଧିବାକୁ ବେଶୀ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ପଲିଷ୍ଟର ଆପଣଙ୍କୁ ନପୁଂସକ ବା ବନ୍ଧ୍ୟା କରିଦେଇପାରେ । ସବୁଠୁ ଲୋକପ୍ରିୟ ପୋଷାକ ଭାବେ ପରିଚିତ ପଲିଷ୍ଟର…
ପୁରାତନ କାଳରେ, ଲୋକମାନେ ପାରା ମାଧ୍ୟମରେ ଚିଠି ପଠାଉଥିଲେ, ଏତେ ପକ୍ଷୀ ମଧ୍ୟରେ କାହିଁକି ପାରାଙ୍କୁ ମନୋନୀତ କରାଗଲା; ଜାଣନ୍ତୁ
ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ ଲୋକମାନେ ଅନେକ ଚଳଚ୍ଚିତ୍ରରେ ପାରା ମାଧ୍ୟମରେ ଚିଠି ପଠାନ୍ତି। ତେବେ ଏହି ମାଧ୍ୟମ କେବଳ ଚଳଚ୍ଚିତ୍ରରେ ସୀମିତ ନୁହେଁ, ପୁରୁଣା ଦିନରେ ଚିଠି କିମ୍ବା ବାର୍ତ୍ତା ପଠାଇବା ପାଇଁ ଏହି…