Browsing Category

Breaking News

NISER ବୈଜ୍ଞାନିକଙ୍କ ବଡ଼ ସଫଳତା: ଓଡ଼ିଶାରୁ ଚିହ୍ନଟ ହେଲା ଏକ ନୂଆ ପ୍ରଜାତିର ବୁଢ଼ିଆଣୀ, ଭାରତରେ ପ୍ରଥମ ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ମଣିଷ ସହିତ ବୃକ୍ଷଲତା, ଜୀବଜନ୍ତୁଙ୍କୁ ନେଇ ବୈଜ୍ଞାନିକମାନେ ଗବେଷଣା କରିଥାନ୍ତି । ଅନେକ ସମୟରେ କିଛି ନୂଆ ତଥ୍ୟ ଲୋକଲୋଚନକୁ ଆସିବା…

କର୍ଣ୍ଣାଟକର ହୁବାଲିଠାରେ ବିଶ୍ୱର ଦୀର୍ଘତମ ରେଲୱେ ପ୍ଲାଟଫର୍ମକୁ ଉଦଘାଟନ କଲେ PM ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ବାସୀଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ରାଜ୍ୟର ହୁବାଲିଠାରେ ବିଶ୍ୱର ଦୀର୍ଘତମ ରେଲୱେ ପ୍ଲାଟଫର୍ମକୁ ଉଦଘାଟନ କରିଛନ୍ତି ପିଏମ୍ ମୋଦୀ । ଏହି…

ଇନଷ୍ଟାଣ୍ଟ ନୁଡୁଲ୍ସ ଖାଉଥିଲେ ସାବଧାନ ! ହୋଇପାରେ ହାର୍ଟ ଆଟାକ୍ ଓ କ୍ୟାନ୍ସର ଭଳି ରୋଗ, ରିସର୍ଚ୍ଚରୁ ଖୁଲାସା

ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଇନଷ୍ଟାଣ୍ଟ ନୁଡୁଲ୍ସ ଖାଇବାକୁ ପସନ୍ଦ କରନ୍ତି । ସମୟର ଅଭାବ ଓ କାମ ବ୍ୟସ୍ତତା ଯୋଗୁଁ ଲୋକମାନେ ଏହାକୁ ବହୁଳ ଭାବରେ ଖାଇବାରେ ଲାଗିଛନ୍ତି । ଯଦିଓ ଆଜିର ବଜାରରେ ବିକ୍ରି ହେଉଥିବା…

COVID-19 in India : ଭାରତରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି, ୧୧୩ ଦିନ ପରେ ୫୦୦ରୁ ଅଧିକ ମାମଲା ଚିହ୍ନଟ

ନୂଆଦିଲ୍ଲୀ : କରୋନା ଭାଇରସ୍ କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଭାରତରେ କରୋନା ଭାଇରସ୍ ଚିହ୍ନଟ କରାଯାଇଛି । ୧୧୩ ଦିନ ପାରେ ପ୍ରାୟ ଶହରୁ ଅଧିକ ରୋଗୀ ଚିହ୍ନଟ କରାଯାଇଛି ।…

ଏହି କାରଣ ଯୋଗୁଁ ବାହାଘର ପରେ ଚିଡ଼ଚିଡ଼ା ହୋଇଯାଆନ୍ତି ମହିଳା! ଜାଣନ୍ତୁ ଏହାର କାରଣ

ଦୁନିଆରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ ହେବା ସହ ସମ୍ବେଦନଶୀଳ ମଧ୍ୟ ହୋଇଥାଏ । ଏହା ଯେତିକି ସରଳ, ସେତିକି ଜଟିଳ ହୋଇଥାଏ । ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ…

ରାଜ୍ୟରେ ବଢ଼ୁଛି H3N2 ଇନ୍‍ଫ୍ଲୁଏନ୍‍ଜା ସଂକ୍ରମଣ; ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବାକୁ ପରାମର୍ଶ

ଭୁବନେଶ୍ୱର: ଦେଶବ୍ୟାପୀ ଇନ୍‍ଫ୍ଲୁଏନ୍‍ଜା-ଏ ସମେତ ଏଡିନୋ ଭାଇରସ୍‍ ଦ୍ୱାରା ସୃଷ୍ଟି ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ସତର୍କ କରାଯାଇଛି । କେନ୍ଦ୍ର…

ରିସର୍ଚ୍ଚ କହୁଛି- ଶୋଇବା ପୂର୍ବରୁ ଲାଇଟ, ଟିଭି, କମ୍ପ୍ୟୁଟର ଓ ସ୍ମାର୍ଟଫୋନ ବନ୍ଦ କରିବା ଜରୁରୀ, ନ ମାନିଲେ ବଢ଼ିବ ମଧୁମେହ, ହୃଦରୋପ, ଉଚ୍ଚ…

ନୂଆଦିଲ୍ଲୀ: ମଣିଷର ପରିବର୍ତ୍ତିତ ଜୀବନଶୈଳୀ ଆଜି ତାକୁ ଧୀରେଧୀରେ ବିପଦ ଆଡ଼କୁ ଟାଣି ନେଉଛି । ତେବେ ଅଧିକାଂଶ ଲୋକଙ୍କର ଶୋଇବା ସମୟରେ କମ୍ପ୍ୟୁଟର ଓ ମୋବାଇଲ ବ୍ରାଉଜିଂ କରିବାର କୁଅଭ୍ୟାସ ରହିଥାଏ । ତେବେ ଏନେଇ ଏକ ବଡ଼…

ପୂରଣ ହେବ ୬୦୨୫ଟି LTR ଶିକ୍ଷକ ପଦବୀ: ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ଗଣଶିକ୍ଷା ବିଭାଗ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ହାଇସ୍କୁଲମାନଙ୍କରେ ୬୦୨୫ଟି ଲିଭ୍ ଆଣ୍ଡ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ପଦବୀ ପୂରଣ ହେବ । ଛୁଟି, ଟ୍ରେନିଂ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ଶିକ୍ଷକଙ୍କ…

ପୁଣି ମଞ୍ଚକୁ ଫେରୁଛି ‘ଆହେ ନୀଳଶଇଳ’: ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ, ଆରମ୍ଭ ହେଲା ଅଗ୍ରୀମ ଟିକେଟ୍ ବୁକିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ଏପ୍ରିଲ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବହୁଚର୍ଚ୍ଚିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ରାଜଧାନୀ ଭୁବନେଶ୍ୱରରେ ମଞ୍ଚସ୍ଥ ହୋଇଥିଲା । ଦର୍ଶକଙ୍କ ଅନୁରୋଧ କ୍ରମେ…

ସତୀଶ କୌଶିକଙ୍କ ହତ୍ୟାକାରୀ କି ଏହି ଲୋକ? ବଳାତ୍କାର ଅଭିଯୋଗ ରହିଛି ଏହି ଲୋକ ନାଁ ରେ…ଦୁବାଇ ପାର୍ଟିରେ ଥିଲେ ଦାଉଦ ଇବ୍ରାହିମଙ୍କ ପୁଅ

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟ ପରେ ବିଭିନ୍ନ ପ୍ରକାରର କଥା ସାମ୍ନାକୁ ଆସିଛି । ପ୍ରଥମେ ଏହାକୁ ହାର୍ଟ ଆଟକ୍ ବୋଲି କୁହାଯାଉଥିବା ବେଳେ ଏହାକୁ ହତ୍ୟାର ରୂପ ଦିଆଯାଉଛି । ଖୋଦ୍ ହତ୍ୟାକାରୀଙ୍କ…