Browsing Category
Breaking News
ଟ୍ରେନରେ ହ୍ୱାଟସ୍ଆପ୍ ମାଧ୍ୟମରେ ଏବେ ଖାଇବା ଅର୍ଡର କରିପାରିବେ ଯାତ୍ରୀ ! ଏହି ନମ୍ବର ସାହାର୍ଯ୍ୟରେ କରିପାରିବେ ଅର୍ଡର
ନୂଆଦିଲ୍ଲୀ :ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କୁହାଯାଉଛି ଯେ ବର୍ତ୍ତମାନ ଯାତ୍ରୀମାନେ ସେମାନଙ୍କର PNR ନମ୍ବର ବ୍ୟବହାର କରି ଯାତ୍ରା ସମୟରେ ହ୍ୱାଟସ୍ ଆପ୍ ମାଧ୍ୟମରେ…
ବାଦାମ ଚମକାଇବ ଚେହେରା, ଜାଣନ୍ତୁ କିପରି କରିବେ ବ୍ୟବହାର ?
ମନସୁନରେ ଚେହେରାକୁ ଚମକାଇବା ମହିଳାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ । ବର୍ଷା ଓ ଆର୍ଦ୍ରତା କାରଣରୁ ଚେହେରା ସାଧାରଣତଃ ମଳିନ ଦେଖାଯାଇଥାଏ । ଏପରି କ୍ଷେତ୍ରରେ ତ୍ୱଚାକୁ ଚମକାଇଥାଏ ଚିନାବାଦାମ । ବାଦାମ ଫେସପ୍ୟାକ୍…
ଗ୍ରାମୀଣ ବିକାଶ ବିଭାଗରେ ଡ୍ରାଇଭର, ଆସିଷ୍ଟାଣ୍ଟ ସମେତ ଅନେକ ପଦବୀରେ ନିଯୁକ୍ତି: ୪୦ ହଜାର ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ
ନୂଆଦିଲ୍ଲୀ: ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ବାହାରିଛି । ପଶ୍ଚିମବଙ୍ଗ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆସୁଥିବା ବିସ୍ତୃତ କ୍ଷେତ୍ର ବିକାଶ ନିଗମ ଏକ…
କୋଟି କୋଟି ଲୋକ ଦାରିଦ୍ର୍ୟରୁ ବାହାରି ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି: ପିଏମ ନରେନ୍ଦ୍ର ମୋଦୀ
ବାଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ବାଙ୍ଗାଲୁରୁରେ ହେଉଥିବା ‘ଇଣ୍ଡିଆ ଏନର୍ଜି ୱିକରେ’ରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ…
ବଜାରରେ ଅଭାବୀ ବିକ୍ରିରୁ ହେଉଛି କ୍ଷତି, ୬,୬୦୦ କର୍ମଚାରୀଙ୍କୁ ଛଟେଇ କରିବ Dell
ନୂଆଦିଲ୍ଲୀ: ବିଶ୍ୱ ବଜାରରେ ବର୍ତ୍ତମାନ ଛଟେଇ ପର୍ବ ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛି କମ୍ପ୍ୟୁଟର ଉତ୍ପାଦନକାରୀ କମ୍ପାନୀ ଡେଲ୍ । ବଜାରରେ ଚାହିଦାକୁ ହ୍ରାସ ପାଇବା କାରଣରୁ ହେଉଥିବା କ୍ଷତି କାରଣରୁ 'ଡେଲ…
‘ଆମେ କୌଣସି ସାଧୁ ସନ୍ୟାସୀ ନୁହଁ, ପ୍ରତ୍ୟେକ ନେତା ପରବର୍ତୀ ନିର୍ବାଚନ ବିଷୟରେ ଚିନ୍ତା କରନ୍ତି’: ନିତିନ ଗଡକରୀ
ନୂଆଦିଲ୍ଲୀ: ପ୍ରତ୍ୟେକ ସରକାର ଏବଂ ନେତାମାନେ ସେମାନଙ୍କର ପରିବର୍ତ୍ତି ନିର୍ବାଚନ ବିଷୟରେ ଚିନ୍ତା କରିଥାନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାଗଣାରେ ଚାଉଳ, କର ଛାଡ଼ ଆଦି ପ୍ରଶ୍ନରେ…
ଆଜି ବି ଅମର କୋକିଳ କଣ୍ଠୀ ଲତା ମଙ୍ଗେସକର; ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ବାଲୁକା ଚିତ୍ରକଳା ମାଧ୍ୟମରେ ସମ୍ମାନ ଦେଲେ ଶୀଳ୍ପି ସୁଦର୍ଶନ…
ପୁରୀ: ମେରି ଆୱାଜ ହି ମେରା ପେହେଚାନ ହେ..ଏହି ପକ୍ତିଂକୁ ସତ କରିଦେଇଛନ୍ତି ଭାରତର କୋକିଳ କଣ୍ଠୀ ଲତା ମଙ୍ଗେସକର । ଲତାଜୀ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କ ମଧୁର ସ୍ୱରରେ ସେ ଶ୍ରୋତାଙ୍କ ହୃଦୟରେ ଚିର ଅମର…
ହେପାଜତ ଧନେଶ୍ୱର ମୃତ୍ୟୁ ମାମଲା; ବିଟ ହାଉସ ଜାଳିଦେଲେ ଗ୍ରାମବାସୀ
କଟକ: ହେପାଜତ ମୃତ୍ୟୁ ମାମଲାକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ବର୍ତ୍ତମାନ ଗ୍ରାମବାସୀ ବିଟ୍ ହାଉସ୍ ଜାଳିଦେବା କଥା ସାମ୍ନାକୁ ଆସିଛି । ବଡ଼ମ୍ବା ବାଣପୁର ବିଟ୍ ହାଉସକୁ ଉତ୍ତ୍ୟକ୍ତ…
ବିବାଦ ମଧ୍ୟରେ ଆଦାନୀ ଗ୍ରୁପ୍କୁ ବଡ଼ ଝଟକା ଦେଲେ ଯୋଗୀ ସରକାର, ସ୍ମାର୍ଟ ମିଟର ଲଗାଇବା ଟେଣ୍ଡର ବାତିଲ
ନୂଆଦିଲ୍ଲୀ: ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମା ଆଦାନୀ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଲେଣି। ସମାନ ସମୟରେ ଉତ୍ତର ପ୍ରଦେଶ ସରକାର ଆଉ ଏକ ଝଟକା ଦେଇଛନ୍ତି। ଆଦାନୀ ଟ୍ରାନ୍ସମିଶନ, ଜିଏମ୍ଆର…
ଗୁଗୁଲୁ ଆଣୁଛି ନୂଆ ଫିଚର; ୧୫ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ୍ !
ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ…