fbpx
BSKY SKY
BSKY SKY
Browsing Category

Breaking News

ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ, ଦ. ଆଫ୍ରିକା ୨୨୯ ରନରେ ଅଲଆଉଟ୍, ୨୭ ରନର ଅଗ୍ରଣୀ ହାସଲ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍ର ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ର ଦ୍ଵିତୀୟ ଦିନରେ ଚମକିଛନ୍ତି ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର।…

ବୀରୁ ଓ ଯୁବିଙ୍କ ବ୍ୟାଟ୍ ରୁ ଦେଖିବାକୁ ମିଳିବ ଚୌକା-ଛକା, ଏହି ଲିଗରେ ଦମ୍ ଦେଖାଇବ ଇଣ୍ଡିଆ ମହାରାଜ

ନୂଆଦିଲ୍ଲୀ : ଜାନୁଆରୀ ୨୦ରେ ଓମାନରେ ଆରମ୍ଭ ହେଉଛି ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍(ଏଲଏଲସି)। ବୀରେନ୍ଦ୍ର ସେହ୍ଵାଗ ଓ ଯୁବରାଜ ସିଂହଙ୍କ ପରି ବ୍ୟାଟସମ୍ୟାନଙ୍କ ବ୍ୟାଟ୍ ରୁ ଦେଖିବାକୁ ମିଳିବ ଚୌକା ଓ ଛକା ବର୍ଷା ।…

ସରିଲା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା: ଦେଲେ ଏପରି ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ…

ବୁଲି ବାଈ ଆପ୍ ମାମଲା: ଉତ୍ତରାଖଣ୍ଡର ମହିଳା ଏବଂ ଇଞ୍ଜିନିୟରଙ୍କ କାରନାମା; ଉଭୟ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସ୍ ‘ବୁଲି ବାଈ’ ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ଉପରେ ବୁଲି ବାଇ ନାମକ ଆପ୍ ଦ୍ୱାରା ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରିବା ଏବଂ ନିଲାମ କରିବା ନେଇ…

ଛାତ୍ରୀଙ୍କର ସାଙ୍ଘାତିକ ଅଭିଯୋଗ: କହିଲେ –‘ଝିଅମାନଙ୍କ ବଡ଼ି ଟଚ୍ କରୁଛନ୍ତି ସାର୍’, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରୀମାନଙ୍କୁ ସାରଙ୍କ ଅସଦାଚରଣ । ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ କଲେଜରେ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।…

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମା’ଙ୍କୁ ଆସିଲା ହାର୍ଟ ଆଟାକ୍, ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ନୂଆବର୍ଷର ଆରମ୍ଭରୁ ଝଟକା ଲାଗିଛି । ଅଭିନେତ୍ରୀଙ୍କ ମା କିମ୍ ପର୍ଣ୍ଣାଣ୍ଡିଜ ହାର୍ଟ ଆଟାକର ଶିକାର ହୋଇଛନ୍ତି । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି…

କୋଭିଡରେ ଅନାଥ ହୋଇଥିବା ଛାତ୍ରଙ୍କ ପାଇଁ ଆଦିତ୍ୟ ବିର୍ଲା କ୍ୟାପିଟାଲ ସ୍କଲାରସିପ୍ କାର୍ଯ୍ୟକ୍ରମ: ୬୦ ହଜାର ପର୍ଯ୍ୟନ୍ତ ମିଳିବ ସ୍କଲାରସିପ୍

କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ପିଲାଙ୍କ ପାଇଁ ସ୍କଲାରସିପ୍ ଆଣିଛି ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡ । ଆଦିତ୍ୟ ବିର୍ଲା କ୍ୟାପିଟାଲ କୋଭିଡ ସ୍କଲାରସିପ ପ୍ରୋଗ୍ରାମ ନାମକ ଏହି ସ୍କଲରାସିପ୍ ଆଦିତ୍ୟ ବିର୍ଲା…

ଜିଲ୍ଲା ଜଜ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବେ ସୁମିତ, ଦେଖନ୍ତୁ ଭିଡ଼ିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲାରେ ଆଜି ବଡ଼ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ କୋର୍ଟ । ଏଣିକି ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ତପସ୍ୱିନୀ…

ପିଏମ୍ କିଷାନ ହିତାଧିକାରୀଙ୍କୁ ଶସ୍ତା ଦରରେ ମିଳୁଛି ଲୋନ୍, ଏପରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ପିଏମ କିଷାନ ଯୋଜନା ଅଧିନରେ ୧୦ମ କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଏହି ଯୋଜନାର ଲାଭ ଦେଶର କୋଟି କୋଟି ଚାଷୀଙ୍କୁ ମିଳିଛି । ଏହି ଯୋଜନା ଅଧିନରେ ସରକାର ଚାଷୀଙ୍କୁ…

ଘାଟିରୁ ଖସିଲା କାର୍: ୩ ମୃତ ୬ ଗୁରୁତର

କନ୍ଧମାଳ: ରାଇକିଆରେ ମର୍ମନ୍ତୁଦ ଦୁର୍ଘଟଣା । ଘାଟିରୁ ତଳକୁ ଖସିଲା କାର୍ । ଘାଟିରୁ ତଳକୁ କାର୍ ଖସି ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ରାଇକିଆ ଥାନା କରଡ଼ାଘାଟିରେ ୭୦ ଫୁଟ ତଳକୁ ଖସିଲା କାର୍ ।…