fbpx
Browsing Category

Breaking News

RTI କାର୍ଯ୍ୟକର୍ତ୍ତାଙ୍କୁ ଅକଥନୀୟ ଅତ୍ୟାଚାର: ପରିସ୍ରା ପିଆଇବା ସହିତ ପାଦରେ ମାରିଲେ ଲୁହା କଣ୍ଟା, ଜାଣନ୍ତୁ କଣ ଥିଲା କାରଣ

ନୂଆଦିଲ୍ଲୀ: ରାଜସ୍ଥାନର ବାଡମେର୍ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭ୍ରଷ୍ଟାଚାର ଓ ମଦ ମାଫିଆଙ୍କ ରାଜୁତି ବଢ଼ିବାରେ ଲାଗିଛି । ଏନେଇ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଅଭିଯୋଗ କରିବା ପରେ ତାଙ୍କ ଜୀବନ ଏବେ ବିପଦରେ ପଡ଼ିଛି ।…

ତାମିଲନାଡ଼ୁରେ ମାଡ଼ିଗଲା ଓମିକ୍ରନ, ଗୋଟିଏ ଦିନରେ ବାହାରିଲେ ୩୩ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବୃଦ୍ଧିକୁ ନେଇ ସରକାର ବି ଚିନ୍ତାରେ ପଡ଼ିଛନ୍ତି । ଏହାରି ମଧ୍ୟରେ ତାମିଲନାଡ଼ୁରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି…

କିଏ ଏହି ‘ଆଡଲ୍ଟ ୱେବସାଇଟ’ର ସିଇଓ ଭାବରେ ନିଯୁକ୍ତ ହୋଇଥିବା ଭାରତୀୟ ମହିଳା? ଜାଣନ୍ତୁ ପୂରା ତଥ୍ୟ

ନୂଆଦିଲ୍ଲୀ: ଆଡଲ୍ଟ୍ କଣ୍ଟେଣ୍ଟ୍ କ୍ରିଏସନ୍ ପ୍ଲାଟଫର୍ମ OnlyFansର ସିଇଓ ଭାବରେ ଜଣେ ଭାରତୀୟ ମହିଳାଙ୍କୁ ନିଯୁକ୍ତ କରାଯାଇଛି । ଯାହାଙ୍କର ନାଁ ହେଉଛି ଆମ୍ରପାଲୀ ଗନ୍ । ସେ ଏବେ ଏହି ଆଡଲ୍ଟ ୱେବସାଇଟ୍ ର ମୁଖ୍ୟ…

ଥରୁଛି ଓଡ଼ିଶା; ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖସୁଛି ପାରଦ । ଓଡ଼ିଶା ଶୀତର ଲହରି ଜାରି ରହିଛି । ସକାଳରୁ ରାତି ଯାଏ ଅସମ୍ଭାଳ ଥଣ୍ଡା । ରାଜ୍ୟର ୧୨ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜିଲ୍ଲାରେ ଅଧିକ…

ରାଜ୍ୟରେ ଆଉ ୧୫୫ ପଜିଟିଭ୍ ଚିହ୍ନଟ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଭାରତର ୧୫ଟି ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍: ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଭାରିଆଣ୍ଟ ଲଗାତାର ଭାବେ ବଢ଼ି ଚାଲିଛି । ଏହାକୁ ନେଇ ବିପଦ ବଢ଼ୁଥିବା ବେଳେ ଆଜି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ଓମିକ୍ରନ୍ ସ୍ଥିତି ଓ କରୋନା…

ନବୋଦୟ ସ୍କୁଲରେ କରୋନା ବିସ୍ଫୋରଣ: ୨୯ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

କୋଲକାତା: ପୁଣିଥରେ ଦେଶକୁ କୋଭିଡ୍ ର ଭୟାବହ ପରିସ୍ଥିତି ଦେଖାଦେବା ଆରମ୍ଭ ହୋଇଛି । କୋଭିଡ୍ ଭାଇରସ୍ ର ଡେଲଟା ଭାରିଆଣ୍ଟ ଯୋଗୁଁ ସ୍ଥିତି ଜଟିଳ ହେବା ପରେ ଏବେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସବୁଠି ଭୟର ବାତାବରଣ…

ଏଣିକି ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କୁ ମିଳିବ କମ୍ବଳ, ଟୁଥ୍ ପେଷ୍ଟ ସହିତ ମାସ୍କ ଓ ସାନିଟାଇଜର

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡା ଯୋଗୁଁ ଟ୍ରେନରେ ଯାତ୍ରା କରିବା କଷ୍ଟଦାୟକ ହୋଇପଡିଛି । ଅନ୍ୟପଟେ କରୋନା ସଂକ୍ରମଣ ପରେ ଟ୍ରେନରେ କମ୍ବଳ ତକିଆ ମିଳିବା ବନ୍ଦ ‌ହୋଇଯାଇଥିଲା । ହେଲେ ବର୍ତ୍ତମାନ କରୋନା ସ୍ଥିତିରେ ସାମାନ୍ୟ…

ପ୍ରବଳ ଜାଡରେ ଚାଲିଗଲା ଫେରିଵାଲାଙ୍କ ଜୀବନ

ରାୟଗଡ଼ା(ଓଡ଼ିଶା ଭାସ୍କର): ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଶୀତ ଲହର ଜାରି ରହିଛି । ଦାରିଙ୍ଗିବାଡ଼ି, ଫୁଲବାଣୀ ଓ କନ୍ଧମାଳ ଆଦି ସ୍ଥାନରେ ହାଡଭଙ୍ଗା ଶୀତ ରେକର୍ଡ କରାଯାଇଛି । ଏହା ବି ଭିତରେ ଜାଡ଼ରେ ଜଣେ ଯୁବକଙ୍କ…

ହେଲିକାପ୍ଟର କ୍ରାସ୍: ଥଣ୍ଡା ପାଣିରେ ୧୨ ଘଣ୍ଟା ପହଁରି ଜୀବନ ବଞ୍ଚାଇଲେ ମନ୍ତ୍ରୀ ଓ ବାୟୁସେନାର ଅଧିକାରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦୁନିଆରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ମଧ୍ୟରେ ଆଫ୍ରିକୀୟ ଦେଶ ମାଡାଗାସ୍କରର ପୋଲିସ ମନ୍ତ୍ରୀ ଓ ଜଣେ ବାୟୁସେନାର ଅଧିକାରୀ ଜବରଦସ୍ତ ସାହସର ପରିଚୟ…