fbpx
BJD
BJD SKY
BJD SKY
Browsing Category

Breaking News

ପ୍ରଯୋଜନାରେ ପାଦ ଥାପିଲେ ଝିଲିକ୍; ଓଡ଼ିଆ ସିନେମା ରୁଦ୍ରାଣୀର ଶୁଭ ମହୁରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି । ନିଜର ଅଭିନୟରେ ବଳରେ ଓଡ଼ିଶାବାସୀଙ୍କ ହୃଦୟ ଜିତିଛନ୍ତି ଏହି ଅଭିନେତ୍ରୀ । ବିବାହ ପରେ…

ବାଣୀବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ବାଇକ୍ ଆରୋହୀ ମୃତ

ଭୁବନେଶ୍ୱର: ବାଣୀବିହାରରେ ଓଭରବ୍ରିଜରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ । ୨ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ସହିଦନଗର ପୋଲିସ ।

କୋଭିଡ୍ ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଟିକାକରଣକୁ ଦେଲେ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଗୃହ…

ଭୁବନେଶ୍ୱର ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ । ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହେବାରୁ ବିମାନର ଜରୁରୀ ଅବତରଣ । ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏୟାର ଏସିଆ ଯାଉଥିବା ବିମାନର ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ…

ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ନାହିଁ ହସ୍ପିଟାଲ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ସାଢ଼େ ଚାରି ହଜାରରୁ ଅଧିକ ହେଲାଣି । ଏହାକୁ ଦୃଷ୍ଟରେ ରଖି ସରକାର…

ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କ ଆତ୍ମହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ: ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ

ଭୁବନେଶ୍ୱର: ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧୀନ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ବ୍ୟବସାୟୀଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ । ମାର୍କେଟ ବିଲ୍ଡିଂଠାରେ  ଉଚ୍ଛେଦ ପରେ ବ୍ୟବସାୟୀ…

ବୁଷ୍ଟର ଡୋଜ୍ ପାଇଁ ଆରମ୍ଭ ହେଲା ସ୍ଲଟ ବୁକିଂ: ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ଭୁବନେଶ୍ୱର: ବୁଷ୍ଟର ଡୋଜ୍ ପାଇଁ ଆରମ୍ଭ ହେଲା ଅନଲାଇନ୍ ସ୍ଲଟ ବୁକିଂ । ବୁଷ୍ଟର ଡୋଜ୍ ନେବାପାଇଁ କୋ-ୱିନରେ ପଞ୍ଜୀକରଣ ପାଇଁ ଖୋଲିଲା ସ୍ଳଟ୍ । ଅପରାହ୍ନ ୩ଟାରୁ ୬ଟା ଯାଏଁ ଦିଆଯିବ ପ୍ରିକସନାରି ଡୋଜ୍ । ତେବେ…

ଜାନୁଆରୀ ୧୨ରୁ NEET PG କାଉନସେଲିଂ: ୧୦% EWS କୁ ସଂରକ୍ଷଣକୁ ମଞ୍ଜୁରୀ

ଭୁବନେଶ୍ୱର: ଜାନୁଆରୀ ୧୨ ରୁ ଆରମ୍ଭ ହେବ ନିଟ୍ ପିଜି କାଉନଲିଂ । ୨୦୨୧-୨୨ ର ଏମଡି/ଏମଏସ/ଏମଡିଏସ ପାଇଁ ହେବ କାଉନସେଲିଂ । ରବିବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟ ।…

ମାଓବାଦୀଙ୍କ ନୃଶଂସ କାଣ୍ଡ: ଛତିଶଗଡ଼ରେ ଗଳାକାଟି ୨ ଜଣକୁ ହତ୍ୟା

ଛତିଶଗଡ଼ ବିଜାପୁରରେ ୨ ଜଣଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା । ଗ୍ରାମବାସୀ ନୁହେଁ ନିଜ ୨ ସାଥୀଙ୍କୁ ଲାଲବାହିନୀ ହତ୍ୟା କରିଥିବା ନେଇ ବିଜାପୁର ଏସପି କମଳଲୋଚନ କଶ୍ୟପଙ୍କ ସୂଚନା । ମୃତ ଦୁଇଜଣ ଗ୍ରାମବାସୀ ନୁହେଁ,…

ବନ୍ଦ କରାଯିବ ‘ନର୍କର ଦ୍ୱାର’, ତୁର୍କମେନିସ୍ତାନ ସରକାର ଦେଲେ ଆଦେଶ

ନୂଆଦିଲ୍ଲୀ: ତୁର୍କମେନିସ୍ତାନରେ ଗତ ୫୦ ବର୍ଷ ହେଲା ଜଳୁଥିବା 'ନର୍କର ଦ୍ୱାର' ବା ଗେଟୱେ ଟୁ ହେଲ୍ କୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ତୁର୍କମନେିସ୍ତାନର କାରକୁମ ମରୁଭୂମିରେ ଥିବା ଏହି ୨୨୯ ଫୁଟ୍ ଚଉଡ଼ା ଓ ୬୬ ଫୁଟ୍…