CHARIDHAM
Browsing Category

Breaking News

ପୁଲୱାମାରେ ସକାଳୁ ସକାଳୁ ମୁହାଁମୁହିଁ ପରିସ୍ଥିତି, ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧରେ କାର୍ଯ୍ୟକାରୀ ଜାରି ରହିଛି । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀମାନେ ମୁହାଁମୁହିଁ ହୋଇଥିବା କଥା ଖବର ମିଳିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଚାରିପଟୁ…

ସରକାର ଦେଲେ ମୁସଲିମ କର୍ମଚାରୀମାନଙ୍କୁ ଉପହାର, ରମଜାନ ପାଇଁ ବଦଳିଲା ଡ୍ୟୁଟି ସମୟ

ନୂଆଦିଲ୍ଲୀ:ରମଜାନ ମାସରେ ଉପବାସ କରୁଥିବା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିହାର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରମଜାନ ମାସରେ ବିହାର ସରକାର ମୁସଲିମ କର୍ମଚାରୀମାନଙ୍କୁ ଏକ ଘଣ୍ଟା ପୂର୍ବରୁ ଡ୍ୟୁଟି ପାଇଁ…

(Video)’ଏକ୍ ଭାରତ ଶ୍ରେଷ୍ଠ ଭାରତ’ କୁ ​​ବ୍ୟକ୍ତ କରି ଏକ ଭିଡିଓ ସେୟାର କରିଲେ ପ୍ରଧାନମନ୍ତ୍ରୀ ମୋଦୀ,ଗାୟକ କହିଲେ ମୁଁ ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଠାରେ ଜଣେ ଯୁବ ଗାୟକ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର…

ଛୁରୀରେ କାଟିଲା ନିଜ ତଣ୍ଟି, ପରେ ବନ୍ଧୁକ ଧରି ରାସ୍ତାରେ ଦୌଡିଲା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ନାଥୁ କଲୋନୀ ଛକ ନିକଟରେ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ରାସ୍ତାରେ ପିସ୍ତଲ ଧରି ରାସ୍ତାରେ ଦୌଡୁଥିବାର କଥା ସାମ୍ନାକୁ ଆସିଛି। ଏହି ବ୍ୟକ୍ତି ଜଣକ କୃଷ୍ଣ ଶେରୱାଲ ବୋଲି…

ସାବଧାନ! ଧୂମପାନକାରୀଙ୍କଠାରେ ବ୍ଲାଡର କର୍କଟ ହେବାର ଆଶଙ୍କା ଚାରି ଗୁଣ ଅଧିକ,ନିର୍ଦ୍ଦେଶାବଳୀ ଜାରି କରିଲା ICMR

ନୂଆଦିଲ୍ଲୀ: ଧୂମପାନକାରୀଙ୍କଠାରେ ବ୍ଲାଡର କର୍କଟ ହେବାର ଆଶଙ୍କା ଚାରି ଗୁଣ ଅଧିକ। ଏହା ଆମେ ନୁହେଁ ବରଂ ଆଇସିଏମ୍ଆର ସୂଚନା ଦେଇ କହିଛି। ଗ୍ଲୋବୋକନ୍ ୨୦୨୦ ଅନୁଯାୟୀ, ଏହି କର୍କଟ ଭାରତରେ ୧୭ ତମ ସାଧାରଣ କର୍କଟ ଅଟେ।…

ଆଜି ଗ୍ଲୋବାଲ ମିଲେଟ୍ସ ସମ୍ମେଳନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ୧୦୦ଟି ଦେଶର ପ୍ରତିନିଧୀ ନେବେ ଭାଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନ ଧରି ଦିଲ୍ଲୀରେ ଚାଲିବାକୁ ଥିବା ଗ୍ଲୋବାଲ ମିଲେଟ୍ସ ସମ୍ମେଳନର ଆଜି ଉଦଘାଟନ କରିବେ। ସେଥିପାଇଁ ୧୦୦ରୁ ଅଧିକ ଦେଶର କୃଷିମନ୍ତ୍ରୀ , ମିଲେଟ ଅନୁସନ୍ଧାନକାରୀ,…

(Video)୧୦୦ ନିୟୁତ ବର୍ଷରେ କ୍ରମାଗତ ଭାବରେ କିପରି ବଦଳୁଛି ପୃଥିବୀ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଭିଡ଼ିଓ, ଦେଖନ୍ତୁ

ନୂଆଦିଲ୍ଲୀ: ପୃଥିବୀର ପୃଷ୍ଠ କ୍ରମାଗତ ଭାବରେ ବଦଳୁଛି। ପୂର୍ବରୁ ଏଠାରେ ଏକ ବିଶାଳ ମହାଦେଶ ଥିଲା । ଯାହା ଏବେ ଅଲଗା ହୋଇଗଲାଣି। ଟେକ୍ଟୋନିକ୍ ପ୍ଲେଟଗୁଡିକ ଗୁଡିକରେ ପରିବର୍ତ୍ତନ ହେଲାଣି । ମାଳଦ୍ୱୀପ ସୃଷ୍ଟି ହେବା…

ସରକାରୀ କର୍ମଚାରୀଙ୍କୁ ଜୁଲାଇରେ ମିଳିବ ମହଙ୍ଗା ଭତ୍ତା ! ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ଜାନୁଆରୀ ୨୦୨୩ ପାଇଁ ଡିଏ ବା ମହଙ୍ ଭତ୍ତା ବୃଦ୍ଧି ଘୋଷଣା କରିନାହାଁନ୍ତି । ତେବେ ଏହାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ…

ଖରାଦିନେ ଚା’, କଫି ପିଉଥିଲେ ସାବଧାନ ! ଜାଣନ୍ତୁ କ’ଣ ହେବ ପରିଣାମ

ପାଣିପାଗ ବିଭାଗ ଅନୁମାନ କରୁଛି ଯେ, ମାର୍ଚ୍ଚରୁ ମେ’ ମାସ ଭିତରେ କଲବଲ କରିବ ତାତି । ପୂର୍ବବର୍ଷ ତୁଳନାରେ ବହୁମାତ୍ରାରେ ତାପମାତ୍ରା ବୃଦ୍ଧି ପାଇବ । ଆଗକୁ ଗ୍ରୀଷ୍ମ ପ୍ରବାହକୁ ନେଇ ସାଂଘାତିକ ସ୍ଥିତି ଉପୁଜିବା…

Video: ବିରାଟ କୋହଲିଙ୍କ ବାୟୋପିକରେ ଅଭିନୟ କରିବାକୁ ଚାହୁଁଛନ୍ତି ରାମ ଚରଣ, କହିଲେ-ସୁଯୋଗ ମିଳିଲେ…

ନୂଆଦିଲ୍ଲୀ: ଫିଲ୍ମ RRR ଜରିଆରେ ଗ୍ଲୋବାଲ ତାରକା ପାଲଟିଥିବା ରାମ ଚରଣ ବିରାଟ କୋହଲିଙ୍କ ବାୟୋପିକରେ ଅଭିନୟ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଯଦି ସୁଯୋଗ ଦିଆଯାଏ ତେବେ ସେ ଦିନେ ଭାରତୀୟ କ୍ରିକେଟରଙ୍କ ଉପରେ…