Browsing Category
Breaking News
ପରଲୋକରେ OYO CEO ରିତେଶଙ୍କ ପିତା, ବାହାଘର ଖୁସି ଲିଭିଗଲା
ନୂଆଦିଲ୍ଲୀ: ହସ୍ପିଟାଲିଟି ଚେୟ ଓୟୋର ସିଇଓ ଏବଂ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କୁ ନେଇ ଆସିଛି ଏକ ବଡ଼ ଦୁଃଖ ଖବର । ଗତ ୭ ତାରିଖରେ ଦିଲ୍ଲୀରେ ବଡ଼ ଧୂମଧାମରେ ରିତେଶଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଫାର୍ମାସନ…
ଫେବୃଆରୀରେ ଭାରତର ଇନ୍ଧନ ଚାହିଦା ୨୪ ବର୍ଷ ଶୀର୍ଷରେ, ଜାଣନ୍ତୁ ଭାରତରେ କାହିଁକି ବଢୁଛି ଇନ୍ଧନର ଚାହିଦା?
ନୂଆଦିଲ୍ଲୀ: ଚଳିତ ବର୍ଷ ପେବୃଆରୀ ମାସରେ ଭାରତର ଇନ୍ଧନର ଚାହିଦା ଗତ ୨୪ ବର୍ଷରେ ଶୀର୍ଷରେ ପହଞ୍ଚିଛି। ଯାହା ପ୍ରମାଣ କରୁଛି ଯେ, ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତିରେ ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଗୁରୁବାର…
ଜଣେ ବ୍ୟକ୍ତି ଗୋଟିଏ ଦିନରେ ଦୁଇ ଲିଭ୍-ଇନ୍ ପର୍ଟନରଙ୍କୁ ବାହାହେଲେ, ସମସ୍ତଙ୍କର ପୂର୍ବରୁ ଗୋଟିଏ ଲେଖାଁ ଛୁଆ
ହାଇଦ୍ରାବାଦ: ତେଲେଙ୍ଗାନାର ଜଣେ ଆଦିବାସୀ ବ୍ୟକ୍ତି ଗୋଟିଏ ଦିନରେ ଦୁଇ ଝିଅକୁ ବିବାହ କରିଛନ୍ତି । ସେହି ଝିଅ ମାନଙ୍କ ସହ ସେ ୩ବର୍ଷ ହେଲାଣି ଲିଭ୍-ଇନ୍ ରହୁଥିବା କଥା ସାମ୍ନାକୁ ଆସିଛି । ଏହି ବିବାହଟି ଗତ ବୁଧବାର…
ପୁରୀରେ ପୁଣି ଅଗ୍ନିକାଣ୍ଡ: ଜଳୁଛି ନିଳାଦ୍ରୀ କମ୍ପ୍ଲେକ୍ସ, କାହିଁକି ବାରମ୍ବାର ଘଟୁଛି ଏପରି ଘଟଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୮ ତାରିଖ ରାତି ପାଖାପାଖି ୭ଟା ସମୟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସର ତଳ ମହଲାରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ଏହି ନିଆଁ ସାରା ମାର୍କେଟକୁ…
ବଢ଼ିଲା ଗ୍ରାହକଙ୍କ ଟେନସନ୍: HDFC ବ୍ୟାଙ୍କର ୬ ଲକ୍ଷ ଗ୍ରାହକଙ୍କ ଡାଟା ଲିକ! ସୂଚନା ଜାରି କଲା ବ୍ୟାଙ୍କ
ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ ଏଚଡିଏଫସି ବ୍ୟାଙ୍କରେ ରହିଛି ତେବେ ଆପଣଙ୍କ ପାଇଁ ଏକ ଚିନ୍ତାଜନକ ଖବର । ଦିନକୁ ଦିନ ସାଇବର ଫ୍ରଡ୍ ମାମଲା ବଢ଼ିବାରେ ଲାଗିଛି । ଠକମାନେ ଗ୍ରାହକଙ୍କୁ ବିଭିନ୍ନ ଆଳ ଦେଖାଇ ଟର୍ଗେଟ୍…
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆଗରେ, ମିଳିବ ‘ଆପଦ ପ୍ରବନ୍ଧନ ପୁରସ୍କାର’
ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସର୍ବୋତ୍କୃଷ୍ଟ ପାରଦର୍ଶିତା ପଦର୍ଶନ କରିଛି। ସେଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡିଏମଏ)କୁ ଶୁକ୍ରବାର ‘ସୁଭାଷ ଚନ୍ଦ୍ର ବୋଷ ଆପଦ…
ସିନ୍ଧିଆ ହେବେ ମୁଖ୍ୟମନ୍ତ୍ରୀ, ଶିବରାଜ ଯିବେ ଦିଲ୍ଲୀ: BJP ଆପ୍ଲାଏ କରିବ ନୂଆ ଫର୍ମୂଲା, କଂଗ୍ରେସକୁ ଲାଗିବ ବଡ଼ ଝଟକା!
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ରାଜନୀତିର ତାତି ଦେଖିବାକୁ ମିଳିଛି । ଏହା ମଧ୍ୟରେ ଚଳିତ ବର୍ଷ ହେବାକୁ ଥିବା ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ତ୍ରିପୁରା, ମେଘାଳୟ ଓ…
ସିବିଆଇ ହେପାଜତରେ ମାର୍ଚ୍ଚ ୨୧ ଯାଏଁ ରହିବେ ମନୀଷ ସିସୋଦିଆ, ସମ୍ପ୍ରସାରଣ ଉପରେ କୋର୍ଟର ସଂରକ୍ଷଣ ଆଦେଶ
ନୂଆଦିଲ୍ଲୀ: କୁଖ୍ୟାତ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୧୦ ଦିନ ବୃଦ୍ଧି କରିବା ପାଇଁ ଦିଲ୍ଲୀ କୋର୍ଟ ଶୁକ୍ରବାର ଦିନ ଏକ ଆଦେଶ ସଂରକ୍ଷିତ ରଖିଛନ୍ତି।…
ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଯୁକ୍ତ ହେବେ ସାଇକ୍ୟାଟ୍ରିକ୍ ସୋସିଆଲ୍ ୱାର୍କର ଓ କ୍ଲିନିକାଲ୍ ସାଇକୋଲୋଜିଷ୍ଟ, ଖୁବ୍ଶୀଘ୍ର ପ୍ରକାଶ ପାଇବ…
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୁବ୍ ଶୀଘ୍ର ନିଯୁକ୍ତ ହେବେ ସାଇକ୍ୟାଟ୍ରିକ୍ ସୋସିଆଲ୍ ୱାର୍କର ଓ କ୍ଲିନିକାଲ୍ ସାଇକୋଲୋଜିଷ୍ଟ। ଏହି ନିଯୁକ୍ତି ପାଇଁ ଖୁବ୍ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ। ଜେଲ୍…
Video: ସୁନା ଚେନ୍ ଡକାୟତକୁ ଉଚିତ ଶିକ୍ଷା ଦେଲା ୧୦ବର୍ଷୀୟ ଝିଅ, ଭିଡିଓ ଦେଖି ପୋଲିସ କହିଲେ କରାଯିବ ସମ୍ମାନୀତ
ମୁମ୍ବାଇ: ମହାରାଷ୍ଟ୍ର ପୁନେ ସହରର ଏକ ୧୦ବର୍ଷୀୟ ଝିଅ, ଜଣେ ସୁନା ଚେନ୍ ଡକାୟତକୁ ଉଚିତ୍ ଶିକ୍ଷା ଦେଇଥିବା କଥା ସାମ୍ନାକୁ ଆସିଛି । ପୋଲିସ କହିଛନ୍ତି ଯେ, ରୂତବୀ ଘାଗ ନାମକ ଜଣେ ୧୦ ବର୍ଷୀୟ ବାଳିକାକୁ ସମ୍ମାନୀତ…