Browsing Category

Breaking News

ଆପଣଙ୍କ ନାମରେ ଅନ୍ୟ କେହି ଲୋନ ଉଠାଇଛନ୍ତି କି? କିପରି ଚେକ କରିବେ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ସାଇବର ଠକ ମାନେ ବିଭିନ୍ନ ଉପାୟରେ ଲୋକ ମାନଙ୍କୁ ଠକିବାକୁ ଲାଗିଛନ୍ତି । ବହୁବାର ରିପୋର୍ଟ ଆସିଛି ଯେ, କିଛି ସାଇବର ଠକ ଲୋକମାନଙ୍କ ନାମରେ ଲୋନ ଉଠାଇଛନ୍ତି ହେଲେ, ଯେଉଁ ବ୍ୟକ୍ତିଙ୍କ ନାମରେ ଲୋନ…

ପୁରୁଣା ବର୍ଷର ବଜେଟ ପଢ଼ିଲେ ମୁଖ୍ୟମନ୍ତ୍ରୀ: ଗେହଲଟଙ୍କ ଭୁଲକୁ ନେଇ ବିଧାନସଭାରେ ହଙ୍ଗାମା

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧିକାଂଶ ସମୟରେ ରାଜନୈତିକ ବୟାନବାଜୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏକ ସାମାନ୍ୟ ଭୁଲକୁ ନେଇ ରାଜସ୍ଥାନ ବିଧାନସଭାରେ…

ଉତ୍କଳ ମଣ୍ଡପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ

ଭୁବନେଶ୍ୱର : ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଆସି ଓଡିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ…

ଫେବୃଆରୀରେ ଆସିବ ସେରମ ଇନଷ୍ଟିଚ୍ୟୁଟର ସର୍ଭିକାଲ କ୍ୟାନସର ଭ୍ୟାକ୍ସିନ: ଦୁଇଟି ଡୋଜକୁ ୨ ହଜାର ଟଙ୍କା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଭାରତରେ ପ୍ରସ୍ତୁତ ସର୍ଭିକାଲ କ୍ୟାନସର ଟିକା ସେରାଭାଭାକ ଚଳିତ ମାସରେ ମାର୍କେଟକୁ ଆସିବ । ଏହି ଟିକାର ଦୁଇଟି ଡୋଜର ଦାମ ୨ ହଜାର ଟଙ୍କା ରହିଥିବା ଅଫିସିଆଲ ସୂତ୍ରରୁ…

UPSC Civil Service2023: ବାହାରିଲା ୧୧୦୫ ପଦବୀ ପାଇଁ ନିୁଯୁକ୍ତି, ଆପଣବି କରିପାରିବେ ଆବେଦନ

ନୂଆଦିଲ୍ଲୀ: UPSC ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ପାଇଁ ପ୍ରସ୍ତୁତି ହେଉଥିବା ଛାତ୍ରଛାତ୍ରୀ ଏବଂ ଚାକିରୀ ଅପେକ୍ଷାରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି । ତେବେ UPSC ସିଭିଲ…

(Video) ପିଣ୍ଟୁଙ୍କର ଲିଭର ଖରାପ କେମିତି ହେଲା: ଆପଣଙ୍କର ବି ଏପରି ଅବସ୍ଥା ହୋଇପାରେ, କେମିତି ସତର୍କ ରହିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଏବେ ସାରା ଓଡ଼ିଶାରେ ଖୁବ୍ ଚର୍ଚ୍ଚା । ସଭିଙ୍କ ମୁହଁରେ କେବଳ ଗୋଟିଏ କଥା କେମିତି ଅଛନ୍ତି ଆମର ପିଣ୍ଟୁ ଭାଇ? ଲିଭର ଜନିତ ସମସ୍ୟାରେ ପୀଡ଼ିତ ହୋଇ…

ବସ ବାଇକ୍ ମୁହାଁମୁହିଁ ଧକ୍କା: ଗୋଟଏ ପରିବାର ୩ ମୃତ, ୧ ଗୁରୁତର

ବଲାଙ୍ଗୀର: ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ଏକ ସାଧାରଣ ଘଟଣା ହୋଇଗଲାଣି । ଫଳରେ ପ୍ରତ୍ୟେକ ଦିନ ଏହି ସଡକ ଦୁର୍ଘଟଣା ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହେଉଛନ୍ତି । ତେବେ…

ପୁଣି ବଦଳିବ ଆପଣଙ୍କ ଗାଡ଼ିର ନମ୍ବର ପ୍ଲେଟ? ଅକାମୀ ହୋଇପାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ନୂଆ ନିୟମ ଲାଗୁ କରିବାକୁ ଯାଉଛି NHAI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନସାଧାରଣ ସେମାନଙ୍କର ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ଲଗାଇବା ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର । ତେବେ ଗାଡ଼ିର ଶେଷ ଅଙ୍କ ୦ ଠାରୁ ଆରମ୍ଭ କରି ୯…

SSLV-D2ର ଉତକ୍ଷେପଣ: ଇସ୍ରୋ ଉନ୍ମୋଚନ କଲା ନିଜର ନୂଆ ରକେଟ

ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ସବୁଠୁ କ୍ଷୁଦ୍ର ରକେଟ ଲଞ୍ଚ କରାଗଲା । ଏହା ସବୁଠାରୁ କ୍ଷୁଦ୍ର ରକେଟ ଅଟେ ଏବଂ ଏହି ରକେଟଟି ୩ଟି ସାଟେଲାଇଟକୁ କକ୍ଷପଥରରେ ଉପଗ୍ରହକୁ ପହଁଚାଇବ । ଏସଏସଏଲବି-ଡି୨ ନିଜ ସହିତ ତିନୋଟି…

ଛଟେଇ ପରେ ଛଟେଇ: News Corpରୁ ବିଦାହେବେ ବହୁ କର୍ମଚାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି କାରଣରୁ ଗୁଗଲ, ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ ପରି ବିଶ୍ୱର ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ସେମାନଙ୍କର କର୍ମଚାରୀଙ୍କୁ ଚାକିରିରୁ…