Browsing Category

Breaking News

ରିଲେସନସିପ୍ ଚାଲିଥିଲେ ଖୁସି ଲାଗେ: ହୃଦୟ ଭାଙ୍ଗିଗଲେ ଦୁଃଖ ଓ ଯନ୍ତ୍ରଣା କାହିଁକି ହୁଏ, ବୈଜ୍ଞାନିକଙ୍କ ବଡ଼ ଅନୁସନ୍ଧାନ

ନୂଆଦିଲ୍ଲୀ: କୁହାଯାଏ ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏ ନାହିଁ । ଏହାର ପ୍ରଭାବରେ ଜଣେ ମଣିଷ ଶାରୀରିକ ଓ ମାନସିକ ଭାବେ ରୋଗଗ୍ରସ୍ତ ହୋଇପଡ଼େ । କିଛି ଲୋକ ଏହି ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ପାଇଯାଉଥିବା ବେଳେ ଆଉ…

ରେଳ ବଜେଟକୁ ନେଇ ମନ୍ତ୍ରୀଙ୍କ ସୂଚନା: ଚଳିତ ଥର ବୃଦ୍ଧି ପାଇଲା ଅନୁଦାନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟ ଆଗତ କରିଛନ୍ତି । ରେଳ ବଜେଟରେ…

ଚେକିଂ ସମୟରେ ଅଘଟଣ; ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆଜି ଆକ୍ରମଣ ହୋଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଚି । ତେବେ ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ହେଉଥିବା ଚେକିଂ ସମୟରେ ଏହି ଅଘଟଣ ଘଟିଛି…

NPCIL ପକ୍ଷରୁ ଜାରିହେଲା ବିଜ୍ଞପ୍ତି: ୧୯୩ଟି ପଦବୀ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇଏଲ) ପକ୍ଷରୁ ୧୯୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ନର୍ସ-ଏ (ପୁରୁଷ /…

ଜୁଲାଇ ୭ରେ ସୁଦ୍ଧା ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର:ଜୁଲାଇ ୭ରେ ସୁଦ୍ଧା ପ୍ରକାଶ ପାଇବ ୟୁଜି ରେଜଲ୍ଟ । ଏନେଇ ସବୁ କଲେଜର କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଏହା ସହିତ ଆବଶ୍ୟକ ସ୍ଥଳେ ଏକ୍ସଟ୍ରା କ୍ଲାସ କରି କୋର୍ସ…

ଆମର କୌଣସି ସମ୍ପର୍କ ନାହିଁ… ଆଦାନୀ ଗ୍ରୁପର ସେୟାରରେ ହ୍ରାସ ମଧ୍ୟରେ କହିଲେ ମୋଦୀ ସରକାର

ନୂଆଦିଲ୍ଲୀ: ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇବା ପରେ ସରକାରଙ୍କ ପକ୍ଷରୁ ଏକ ମନ୍ତବ୍ୟ ପ୍ରକାଶ ପାଇଛି । ଆଦାନୀ ଗ୍ରୁପ୍ ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସଂସଦୀୟ ବ୍ୟାପାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ବିକ୍ରମଦେବ ବିଶ୍ବବିଦ୍ୟାଳୟ ଖୋଲିବ ଅତ୍ୟାଧୁନିକ ଅଡିଟୋରିଅମ

ଜୟପୁର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ…

କିଏ କରିଛି ନବ ଦାସଙ୍କ ହତ୍ୟା? ଜାଣନ୍ତୁ ସାମ୍ବାଦିକ ସମ୍ମିଳନୀରେ କ’ଣ କହିଲେ ପୋଲିସ ଡିଜି ସୁନୀଲ ବଂଶଲ

କଟକ: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ। ସାମ୍ବାଦିକ ସମ୍ମିଳନୀରେ ସୁନିଲ ବଂଶଲ କହିଛନ୍ତି ଯେ, ଘଟଣାର ଉପରେ ପ୍ରଥମ ଦିନରୁ…

ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସିଭିଲ୍‍ ସର୍ଭିସ୍‍ କୋଚିଂ ଦେବେ ସରକାର, ଫେବୃଆରୀ ୨୬ରେ ହେବ ପ୍ରବେଶିକା

ଭୁବନେଶ୍ୱର:ରାଜ୍ୟର ସିଭିଲ୍ ସର୍ଭିସ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ପୁଣି ଆରମ୍ଭ ହେବାକୁ ଯାଉଛି ୟୁପିଏସସି କୋଚିଙ୍ଗ । ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସିଭିଲ ସର୍ଭିସ୍‍ କୋଚିଂ ଉପଲବ୍ଧ କରିବାକୁ ଉଚ୍ଚଶିକ୍ଷା ବିଭାଗ…

ସଂସଦରେ ଆଦାନୀ ଝଡ଼, ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଅଡ଼ିବସିଲେ ବିରୋଧୀ

ନୁଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚର ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀ ଦଳ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସରକାରଙ୍କ ଉପରେ ଅଭିଯୋଗ…