Browsing Category
Breaking News
ଆମେରିକା ଆକାଶରେ ଚୀନ୍ର ଗୁପ୍ତଚର ବେଲୁନ୍: ତିନୋଟି ବସ୍ ଆକାର ସହିତ ସମାନ: ପେଣ୍ଟାଗନ୍
ନୁଆଦିଲ୍ଲୀ: ଆମେରିକା ରକ୍ଷା ମନ୍ତ୍ରଳାୟ ମୁଖ୍ୟାଳୟ ପେଣ୍ଟାଗନ ଦାବି କରିଛି ଯେ, ଏହାର ଏୟାର୍ ବେସ୍ ଉପରେ ଚୀନ୍ର ସ୍ପାଏ ବେଲୁନ୍ ଉଡୁଛି । ଏହାର ଆକାର ପ୍ରାୟ ତିନୋଟି ବସ୍ ଆକରର ହେବ ବୋଲି କୁହାଯାଉଛି। ବିଦେଶ…
ନିର୍ମାଣାଧୀନ ସଚିବାଳୟରେ ଅଗ୍ନିକାଣ୍ଡ : ଫାୟାର ବ୍ରିଗେଡର ୧୦ଟି ଗାଡ଼ି କଲା ନିୟନ୍ତ୍ରଣ
ନୂଆଦିଲ୍ଲୀ: ହାଇଦ୍ରାବାଦରେ ନିର୍ମାଣାଧୀନ ସଚିବାଳୟ ଭବନରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଏହି ଘଟଣାରେ କୌଣସି ମୃତାହତ ହେବାର…
ଏୟାର ଇଣ୍ଡିଆର ଏକ୍ସପ୍ରେସ ଫ୍ଲାଇଟ୍ ଇଞ୍ଜିନରେ ଲାଗିଲା ନିଆଁ: ଆବୁଧାବିରେ ଏମରଜେନ୍ସି ଲ୍ୟାଣ୍ଡିଂ
ନୂଆଦିଲ୍ଲୀ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ହୋଇଛି ଅଗ୍ନିକାଣ୍ଡ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଇଞ୍ଜିନରେ ଅଚାନକ୍ ନିଆଁ ଲାଗିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି । ସୂଚନାନୁସାରେ, ବିମାନଟି ଆବୁଧାବିରୁ…
ଆଜିଠାରୁ ମହଙ୍ଗା ହେଲା ଅମୁଲ କ୍ଷୀର: ଜାଣନ୍ତୁ ଲିଟର ପିଛା କେତେ ଟଙ୍କା ?
ନୂଆଦିଲ୍ଲୀ: ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ ଅମୁଲ ଫେବୃଆରୀ ୨ ରୁ ଅର୍ଥାତ୍ ଆଜିଠାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଏକ ବିଜ୍ଞପ୍ତି ଜାରି କରି ଅମୁଲ କହିଛି, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଅମୁଲ୍ ପାଉଚ୍…
ଏହି ୫ଟି ଖରାପ ଅଭ୍ୟାସଠାରୁ ଦୂରେଇ ରୁହନ୍ତୁ: ଗ୍ରହ ଦୁର୍ବଳ ହେବା ସହ ଘୋଟିଆସିବ ଦାରିଦ୍ରତା
ଆପଣଙ୍କ ଅଭ୍ୟାସ ହିଁ ଆପଣଙ୍କ ଉନ୍ନତି ସହ ଯୋଡି ହୋଇଛି । ଭଲ ଅଭ୍ୟାସ ଜଣେ ବ୍ୟକ୍ତିଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ କରିଥାଏ । ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ଜୀବନରେ ସକରାତ୍ମକତା ବୃଦ୍ଧି ପାଇଥାଏ । ଭଲ ଅଭ୍ୟାସ…
ଓଡ଼ିଶା ନିଯୁକ୍ତି ସେବା ଗ୍ରୁପ୍-ବି ରୁଲ୍ସ ୧୯୯୦କୁ ସଂଶୋଧନ କରିବେ ରାଜ୍ୟ ସରକାର, ଜାଣନ୍ତୁ କେଉଁମାନଙ୍କୁ ମିଳିବ ଫାଇଦା
ଭୁବନେଶ୍ୱର: ଓଡ଼ିଶା ନିଯୁକ୍ତି ସେବା ଗ୍ରୁପ୍-ବି ରୁଲ୍ସ ୧୯୯୦କୁ ରାଜ୍ୟ ସରକାର ସଂଶୋଧନ କରିବା ସହ ଯୋଗ୍ୟ ଅଧିକାରୀମାନଙ୍କର ଏକ କମନ୍ ଗ୍ରେଡେସନ୍ ଲିଷ୍ଟ ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି। ନିଯୁକ୍ତି ମିଳିଥିବା…
ଆଦାନୀ ଗ୍ରୁପ ଉପରେ ବଢ଼ିଲା NSE ନଜର, ତିନୋଟି କମ୍ପାନୀକୁ ସର୍ଭିଲାନ୍ସରେ ରଖିଲା
ମୁମ୍ବାଇ: ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଆଦାନୀ ସମୁହ ବିରୋଧରେ ହିଣ୍ଡେନ୍ବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମ ଆଦାନୀ ଗ୍ରୁପର ତାଲିକାଭୁକ୍ତ…
ଦାଦାସାହେବ ଫାଲକେ ପୁରସ୍କାର ବିଜେତା ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ , ୯୨ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ
ନୂଆଦିଲ୍ଲୀ: ଟଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା କେ. ବିଶ୍ୱନାଥଙ୍କର ଗୁରୁବାର ରାତିରେ ୯୨ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ…
ଟିଡିପି ନେତାଙ୍କୁ ଗୁଳିମାଡ଼, ମେଡିକାଲରେ ଚାଲିଛି ଚିକିତ୍ସା
ହାଇଦ୍ରାବାଦ: ବୁଧବାର ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରେ ଟିଡିପି ନେତା ଭେନା ବାଲାକୋଟି ରେଡ୍ଡୀଙ୍କୁ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଗୁଳି କରିବା ଦ୍ୱାରା ସେ ଗୁରୁତର ଆହତ ହୋଇଥିବା ଜଣାଯାଇଛି ।
ଗଣମାଧ୍ୟମ…
ଦୁଇଟି ଆସନରେ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୌଣସି ପ୍ରାର୍ଥୀ ୨ଟି ଆସନରେ ଯେପରି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିନପାରିବ ସେ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆଇନ୍ ପ୍ରଣୟନ…