Browsing Category
Breaking News
NIRD&PR ପକ୍ଷରୁ ବାହାରିଲା ୧୩୫ଟି ପଦବୀ: ଆସନ୍ତା ୯ ସୁଦ୍ଧା ଆବେଦନ କରନ୍ତୁ
ଚାକିରି ଖୋଜୁଥିବା, ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ଡେଭଲପମେଣ୍ଟ ଆଣ୍ଡ ପଞ୍ଚାୟତି ରାଜ (ଏନଆଇଆରଡିଆଣ୍ଡପିଆର) ପକ୍ଷରୁ ୧୩୫ଟି ପଦ ପାଇଁ ବିଜ୍ଞାପନ ବାହାରିଛି ।…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ: ବିଳମ୍ବିତ ରାତ୍ରିରେ ଆସିଲା କଲ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ହତ୍ୟା ଧମକ । ବିଳମ୍ବିତ ରାତ୍ରିରେ କେହି ଜଣେ ବ୍ୟକ୍ତି ଦିଲ୍ଲୀ ପୋଲିସକୁ କଲ କରି ଏହି ଧମକ ଦେଇଥିବା ଜଣାପଡ଼ିଛି । ଧମକ ଦେଇଥିବା ବ୍ୟକ୍ତିଙ୍କର…
ଗୁଜୁରାଟ ପ୍ରଶ୍ନପତ୍ର ଲିକ; ମାଲକାନଗିରି ଶିକ୍ଷକ ଗିରଫ
ଭୁବନେଶ୍ୱର: ବର୍ତ୍ତମାନ ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ପୋଲିସ ଆଜି ମାଲକାନଗିରି…
(Video) ନବ ଦାସ ହତ୍ୟା ମାମଲା: ଜେଲ ଗଲେ ବହିଷ୍କୃତ ASI ଗୋପାଳ ଦାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଏଏସଆଇ ଗୋପାଳ ଦାସଙ୍କୁ ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର…
OCS ପରୀକ୍ଷା ଖାତା ଦେଖିବେ ଅଧ୍ୟାପକ: ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ OPSCର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ଖାତା ଅଧ୍ୟାପକମାନେ ଦେଖିବେ । ତେଣୁ ଅଧ୍ୟାପକଙ୍କ ତାଲିକା ଓପିଏସସି ସିଚିବଙ୍କୁ ପ୍ରଦାନ…
ପାକିସ୍ତାନ ମସଜିଦରେ ବିସ୍ଫୋରଣ: ୬୩ ମୃତ, ୧୫୦ ଆହତ
ଇସଲାମାବାଦ: ତହରିକ-ଏ-ତାଲିବାନ(ଟିଟିପି) ଆତଙ୍କ ପାକିସ୍ତାନରେ ବଢିବାକୁ ଲାଗିଛି । ଗତକାଲି ପାକିସ୍ତାନର ପେଶାୱରରେ ଏହି ଆତଙ୍କି ସଂଗଠନ କଡ଼ା ସୁରକ୍ଷା ଭିତରେ ନମାଜ ପଢାଯାଉଥିବା ମସଜିଦରେ ପ୍ରବେଶ କରି ଆତ୍ମଘାତୀ…
ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ: ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହି ଅବସରରେ ସଂସଦରେ ୨୦୨୨-୨୩ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଆଜିର ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ ।…
ତାଲିବାନ ସରକାରରେ ଫାଟ, ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ହେଲା କାରଣ
କାବୁଲ: ଆଫଗାନିସ୍ତାନରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ତାଲିବାନ ପାଇଁ ମାହଙ୍ଗା ପଡିପାରେ। ତାଲିବାନ ସରକାରଙ୍କ ସର୍ବୋଚ୍ଚ ନେତା ମୁଲ୍ଲା ହିବତୁଲ୍ଲା ଆଖୁନ୍ଦଜାଦାଙ୍କ ପାଇଁ ଏହା ଏବେ ଅସୁବିଧା ସୃଷ୍ଟି…
JMFC କୋର୍ଟରେ ହାଜର ହେଲା ଗୋପାଳ ଦାସ: କଡ଼ା ସୁରକ୍ଷାରେ ଆଣି ହାଜର କଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଜେଏମ୍ଏଫସି ଆବାସିକ କୋର୍ଟରେ ହାଜର ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଆଣି କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିଥିଲା। କୋର୍ଟରେ ହାଜର ହେବା ପରେ ଗୋପାଳକୁ…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଫେବୃଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଦୋନ୍ନତି ଅଦାଲତ
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଦୋନ୍ନତି ଅଦାଲତ ଆୟୋଜନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି…