fbpx
Browsing Category

Breaking News

କେତେବେଳେ ମୁକୁଳିବେ ଆର୍ଯ୍ୟନ? ସୂଚନା ଦେଲେ ଓକିଲ ସତୀଶ ମାନସିନ୍ଦେ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନ୍ ଙ୍କ ପୁ ଆର୍ଯ୍ୟନ ଖାନ ଆଜି ସନ୍ଧ୍ୟାରେ ଜେଲରୁ ମୁକୁଳିବେ । ଶୁକ୍ରବାର ଦିନ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।…

OAS ଢାଞ୍ଚାରେ ହେବ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଯିବ ଓଡ଼ିଶାରେ ଶିକ୍ଷାର ମାନଚିତ୍ର । ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦବୀ ପୂରଣ ହେବ । ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ପରୀକ୍ଷା କରାଯାଇ ହଜାର ହଜାର…

‘ଲିଭ୍ ଇନ୍ ରିଲେସନ୍’ ଜୀବନର ଅଂଶ, ଏହାକୁ ନେଇ ମନୋଭାବ ବଦଳାଇବା ଜରୁରୀ: କୋର୍ଟ

ପ୍ରୟାଗରାଜ: ‘ଲିଭ୍ ଇନ୍ ରିଲେସନ୍’କୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ୨ ପ୍ରେମୀ ଯୁଗଳଙ୍କ ଦ୍ୱାରା ଆବେଦନ କରାଯାଇଥିବା ଯାଚିକା ଉପରେ କୋର୍ଟ କହିଛନ୍ତି ଯେ, ‘ଲିଭ ଇନ୍ ରିଲେସନ୍’…

Phone pe ବ୍ୟବହାର କରୁଥିଲେ ମାସକୁ ରୋଜଗାର କରିପାରିବେ ୨୩ହଜାର, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଡିଜିଟାଲ୍ ଯୁଗରେ ଟଙ୍କା ଦେଣନେଣ ପାଇଁ ଆଉ କ୍ୟାସ୍ ନୁହେଁ ଲୋକେ ଅନ୍ୟାନ୍ୟ ମାଧ୍ୟମ ଆପଣାଉଛନ୍ତି । ଯେପରିକିି ଫୋନ୍ ପେ, ପେଟିଏମ୍, ଭିମ୍ ଆପ୍ ଇତ୍ୟାଦି । ବର୍ତ୍ତମାନ ସମୟରେ ଅନଲାଇନ୍ ପେମେଣ୍ଟ୍ କୁ ଅଧିକ…

ପାର୍ବଣରେ ବଢ଼ିବ କରୋନା: ଦିପାବଳୀ ପରେ ଆସିପାରେ ତୃତୀୟ ଲହର, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ମାର୍ଚ୍ଚ-ଏପ୍ରିଲ ମାସରେ ଦେଶ କରୋନାର ଦ୍ୱିତୀୟ ଲହର କବଳରେ ରହିଥିଲା । ତେବେ ଆଗକୁ ଧନତେରସ, ଦିପାବଳୀ ଓ ଛଠ ପୂଜା ଆଦି ପର୍ବ ଆସିବାକୁ ଥିବାରୁ ଏହି ସମୟରେ ତୃତୀୟ ଲହରର ଆଗମନ ହୋଇପାରେ । ତେବେ…

ପିଲାଙ୍କ ମସ୍ତିଷ୍କକୁ କିପରି କରିବେ ତୀକ୍ଷ୍ଣ? ମା’ମାନେ ଜାଣିରଖନ୍ତୁ କିଛି ଟିପ୍ସ

ଖେଳାଖେଳି ଯୋଗୁଁ ପିଲାଙ୍କ ମସ୍ତିଷ୍କରେ ପ୍ରଭାବ ପଡ଼ୁଛି । ଏପରି ପରିସ୍ଥିତିରେ ପିଲାଙ୍କ ମନର ସନ୍ତୁଳନ ବଜାୟ ରଖିବା ଜରୁରୀ । ପାଠପଢ଼ା ହେଉ ବା କିଛି କାର୍ଯ୍ୟକଳାପ, ଆଜିକାଲି ପିଲାଙ୍କ ପାଇଁ ପ୍ରତିଯୋଗିତା ଅତ୍ୟନ୍ତ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୬୫ କରୋନା ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଦୀପାବଳୀ ପୂର୍ବରୁ ଚମକିବ ଏହି ରାଶି ଲୋକଙ୍କ ଭାଗ୍ୟ, ହେବେ ମାଲାମାଲ୍

ଆଗକୁ ଆସୁଛି ଦୀପାବଳୀ । ଏହି ଉତ୍ସବରେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ସମସ୍ତେ ବିଭିନ୍ନ ରୀତିନୀତି ପାଳନ କରୁଛନ୍ତି । ଏଥର ଦୀପାବଳୀ କିଛି ଲୋକଙ୍କ ପାଇଁ ଶାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଉପରେ ମା…

ଗୁପଚୁପ୍ ଖାଇବାରୁ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ଛାତରୁ ଓଲଟା ଲଟକାଇଲେ ପ୍ରିନ୍ସପାଲ୍

ମିର୍ଜାପୁର: ମିର୍ଜାପୁରର ଏକ ଘରୋଇ ସ୍କୁଲରେ ଗୁପଚୁପ୍ ଖାଇବାରୁ ସେଠାକାର ପ୍ରିନ୍ସପାଲ୍ ରାଗରେ ଆସି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ଛାତରୁ ଓଲଟା ଲଟକାଇଦେଲେ । ତେବେ ଏହାର ଏକ ଫଟୋ ଓ ଭିଡିଓ ଏବେ ସୋସିଆଲ୍…

ଶୀତଦିନେ ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ ସୋରିଷ ତେଲ, ଜାଣନ୍ତୁ ଏହାର ଫାଇଦା

ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ ।…