Browsing Category

Breaking News

ସିରପ ପିଇ ଚାଲିଗଲା ୧୮ ଶିଶୁଙ୍କ ଜୀବନ: ପୁଣି ଥରେ ଭାରତୀୟ କମ୍ପାନୀ ଉପରେ ଗମ୍ଭୀର ଆରୋପ

ନୂଆଦିଲ୍ଲୀ: ଭାରତୀୟ ସିରପ କମ୍ପାନୀକୁ ନେଇ ପୁଣି ଥରେ ଆସିଛି ଗୁରୁତର ଅଭିଯୋଗ । କିଛିଦିନ ତଳେ ଗାମ୍ବିଆରେ ସିରପ ସେବନ କରି ୬୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ଉଜବେକିସ୍ତାନରେ ଭାରତୀୟ କମ୍ପାନୀ…

ଏକ ବର୍ଷ ପରେ ଜେଲରୁ ମୁକୁଳିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏକ ବର୍ଷ ପରେ ଜେଲ୍‌ରୁ ମୁକୁଳିଛନ୍ତି । ଆଜି କୋର୍ଟ ତାଙ୍କର ଜାମିନ ଆବେଦନ ଉପରେ ମୋହର ଲଗାଇଥିଲେ । ବେମ୍ବେ ସେସନ୍ସ କୋର୍ଟରୁ ଜାମିନ ମିଳିବା ପରେ ଆର୍ଥର…

ନିଜ ଷଡ଼ଯନ୍ତ୍ରର ଶିକାର ହେଲା ଚୀନ: ଭାରତର ଭ୍ୟାକ୍ସିନକୁ ୧୭ ସପ୍ତାହରେ ମଞ୍ଜୁରୀ, ଚୀନ ଭ୍ୟାକ୍ସିନକୁ ମାତ୍ର ୯ ସପ୍ତାହରେ ମଞ୍ଜୁରୀ, ଏ ରାଜନୀତି…

ନୂଆଦିଲ୍ଲୀ: ପାଖାପାଖି ୩ ବର୍ଷ ପରେ ପୁଣି ଥରେ ସାରା ବିଶ୍ୱକୁ କରୋନା ଭାଇରସ କନ୍ଦାଇବା ଆରମ୍ଭ କରିଦେଲାଣି । କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନ ପୁଣି ଥରେ ସାରା ବିଶ୍ୱରେ ବିଷର ମଞ୍ଜି ବୁଣିଛି କହିଲେ…

ବଦଳିବ ଗାଡ଼ି କିଣାବିକା ନିୟମ: ଗାଡ଼ି ଚୋରି ଉପରେ ଲାଗିବ ରୋକ, କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଆଜିକାଲି ଦେଶର ବିଭିନ୍ନ ରାଜ୍ୟରେ ଗାଡ଼ି ଚୋରି ମାମଲା ବଢ଼ିବାରେ ଲାଗିଛି । ଗୋଟିଏ ରାଜ୍ୟରୁ ଗାଡ଼ି ଚୋରି ହୋଇ ଅନ୍ୟ ରାଜ୍ୟରେ ବିକ୍ରି ହେଉଥିବା ଦେଖାଯାଉଛି । ଏହି ଚୋରି ଯାନଗୁଡ଼ିକ କମ୍ ମୂଲ୍ୟରେ…

କେଉଁ କାରଣରୁ ଟ୍ରେନ କୋଚର ରଙ୍ଗ ଲାଲ, ସବୁଜ ଏବଂ ନୀଳ ହେଇଥାଏ, ଆପଣ ଏହାର କାରଣ ଜାଣିଛନ୍ତି କି?

ନୂଆଦିଲ୍ଲୀ :ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ରେଳର ବ୍ୟବହାର କରନ୍ତି । ଭାରତ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ଆପଣ ନିଶ୍ଚିତ ଭାବରେ ଟ୍ରେନରେ ଯାତ୍ରା କରିଛନ୍ତି। ଆପଣ ନିଶ୍ଚିତ ଭାବରେ ରେଳ…

Viral Video: ଓଡ଼ିଶାର କଲେଜ ଛାତ୍ରୀଙ୍କ ସହ Prank କରିବା ଭାରି ପଡ଼ିଲା: ଯୁବତୀମାନେ ଦୁଷ୍ଟ ଯୁବକଙ୍କୁ କଲେ ଉଠବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖାଯାଉଛି । ତେବେ ନିକଟରେ ଏଭଳି ଏକ ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି । ଛାତ୍ରୀଙ୍କ ସହ ପ୍ରାଙ୍କ କରିବା କାରଣରୁ…

(Video)ମାଆଙ୍କୁ ଭେଟିବା ପାଇଁ ଅହମ୍ମଦାବାଦର ୟୁଏନ ମେହତା ମେଡିକାଲରେ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ : ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରା ବେନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସକାଳେ ନିଶ୍ୱାସ ପ୍ରଶ୍ୱାସରେ ତାଙ୍କୁ…

ହକି ବିଶ୍ୱକପ୍‍: ଭୁବନେଶ୍ୱରରେ ନିୟୋଜିତ ହେବେ ୫୦ ପ୍ଲାଟୁନ୍‍ ଫୋର୍ସ

ଭୁବନେଶ୍ୱର: ଆସନ୍ତା ହକି ବିଶ୍ୱକପ୍‍ ପାଇଁ ଜୋର୍‍ଦାର ପ୍ରସ୍ତୁତି ଚାଲିଛି । ହକି ବିଶ୍ୱକପ୍‍ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରଠାରେ…

ରାଜ୍ୟରେ ହ୍ରାସ ପାଉଛି ଶୀତ; ଆସନ୍ତାକାଲି ୧୩ଟି ଜିଲ୍ଲାରେ ଘନକୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତ ହ୍ରାସ ପାଇଛି । ଗତକାଲି ଫୁଲବାଣୀଠାରେ ରାତିର ସର୍ବନିମ୍ନ ତାପମାତ୍ରା ୧୩ ଦଶମିକ ୫ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି । ଆଞ୍ଚଳିକ୍‍ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ…

OSSC ପକ୍ଷରୁ ବାହାରିଲା ଅମିନ ଚାକିରି: ଆରମ୍ଭ ହେଲା ଅନଲାଇନ୍ ଆବେଦନ୍ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଅମିନ୍ (ଗ୍ରୁପ-ସି) ପଦରେ ନିଯୁକ୍ତି ଦିଆଯିବ ।…