Browsing Category
Breaking News
ଚୀନରେ ବଢୁଛି କରୋନା ଭୟ; ୧୦ କୋଟିରୁ ଅଧିକ ଲୋକ ସଂକ୍ରମିତ, ୩ ଟି ଡୋଜ ପରେ ବି ପଡୁନି ପ୍ରଭାବ
ନୂଆଦିଲ୍ଲୀ: ଚୀନରେ ତାଣ୍ଡବ ଳୀଳା ରଚିଛି ମହାମାରୀ କରୋନା । ଫଳରେ ସାରା ଦେଶରେ ହା ହାକାର ଦେଖାଦେଇଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି ।…
ୱାର୍କ ଫ୍ରମ୍ ହୋମକୁ ନେଇ ପୁନର୍ବିଚାର କରୁଛନ୍ତି ଅନେକ କମ୍ପାନୀ: ବଢୁଥିବା କୋଭିଡ ମାମଲାରେ ପ୍ରଭାବିତ ହେବନି ନିଯୁକ୍ତି
ନୂଆଦିଲ୍ଲୀ: ଚୀନ୍ ସମେତ କେତେକ ଦେଶରେ କରୋନା ଭାଇରସ୍ ର ନୂଆ ଭାରିଆଣ୍ଟ ବଢୁଥିବା ମାମଲା ମଧ୍ୟରେ ଭାରତରେ ଏହି ମହାମାରୀର ପରବର୍ତ୍ତୀ ଲହରକୁ ନେଇ ଚିନ୍ତା ବଢିଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ଭାରତୀୟ ଶିଳ୍ପ…
କୋଭିଡର ନୂଆ ଭାରିଆଣ୍ଟକୁ ନେଇ ବଢୁଛି ଚିନ୍ତା;ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚୀନରେ କୋଭିଡର ନୂଆ ଭାରିଆଣ୍ଟ ବିଏଫ୍ -୭ ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ସେଠାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ହେଉଛନ୍ତି । ଯାହାକୁ…
ବ୍ୟାଙ୍କ ଅଫ୍ ବରୋଦା ଆଣିଛି ବମ୍ପର ଅଫର୍: ଶସ୍ତାରେ କିଣିପାରିବେ ଘର, ଦୋକାନ ଓ ଜମି
ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷ ପୂର୍ବରୁ ନୂଆ ଓ ଶସ୍ତା ଘର କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ଷ ଶେଷରେ ଦେଶର ସରକାରୀ ବ୍ୟାଙ୍କ ଆପଣଙ୍କୁ ପୁଣି ଥରେ ଶସ୍ତାରେ ଜମି,…
(Video) ସୁହାଗରାତିରେ ରୁମ ଭିତରକୁ ଆସି ନାଚିବାକୁ ଲାଗିଲେ ପରିବାରଲୋକେ: କନ୍ୟା ମନ ଖୁସି ତ’ ବର ମୁହଁ ଆମ୍ବିଳା
ନୂଆଦିଲ୍ଲୀ: ଆଜିକାଲି ବିବାହ ଋତୁ ଚାଲିଥିବା ବେଳେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାହାଘରରେ ଏପରି ଅନେକ ଉତ୍ସବ ହୋଇଥାଏ, ଯାହାକି ସରପ୍ରାଇଜ୍ କରିଥାଏ ନହେଲେ ଆଶ୍ଚର୍ଯ୍ୟ କରିଦିଏ । କେଉଁଠି ଜୟମାଳା…
ଥଣ୍ଡା ସମୟରେ ହାର୍ଟ ଆଟାକରୁ ବର୍ତ୍ତିବେ କିପରି ? ଆପଣାନ୍ତୁ ଏହି ଉପାୟ
ଶୀତର ପ୍ରଭାବ ଧୀରେ ଧୀରେ ପଡ଼ୁଥିବା ବେଳେ ଆଗାମୀ ସମୟରେ ଥଣ୍ଡା ବଢ଼ିବାର ସମ୍ଭାବନା ଅଛି । ବଢ଼ୁଥିବା ଥଣ୍ଡା ସହିତ ହାର୍ଟ ଆଟାକର ଆଶଙ୍କା ମଧ୍ୟ ବଢ଼ୁଛି । ଯେଉଁମାନେ ହାର୍ଟ ରୋଗରେ ପୀଡିତ, ସେମାନେ ଏହି ଋତୁରେ ଅତ୍ୟନ୍ତ…
କୁହୁଡ଼ି ଯୋଗୁଁ ଟ୍ରେନରେ ବ୍ରେକ୍ : ଆଜିପାଇଁ ୩୧୦ ରୁ ଅଧିକ ଟ୍ରେନ୍ ବାତିଲ୍
ନୂଆଦିଲ୍ଲୀ: ଭାରତୀୟ ରେଳ ଆଜି ଅର୍ଥାତ୍ ୨୬ ଡିସେମ୍ବରରେ ୩୧୮ ଟ୍ରେନକୁ ବାତିଲ କରିଛି । ଏଥିରେ ୨୮୪ ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଛି ଏବଂ ୩୪ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି । ଏହା ସହିତ ରେଳବାଇ ଦ୍ୱାରା ୨୪ ଟି…
ଆମେରିକାରେ ତୁଷାର ଝଡ; ୩୧ ଜଣଙ୍କ ମୃତ୍ୟୁ, ୨ କୋଟି ଲୋକେ ପ୍ରଭାବିତ
ନୂଆଦିଲ୍ଲୀ: ଆମେରିକାର ବୁଫାଲୋ ଅଞ୍ଚଳରେ ହୋଇଥିବା ତୁଷାର ଝଡରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି । ସେଠାରେ ବର୍ତ୍ତମାନର ତାପମାତ୍ରା -୪୫ ଡିଗ୍ରୀ ଥିବା ବେଳେ ଥଣ୍ଡାରେ ଲୋକଙ୍କର ମୃତ୍ୟୁ ହେଉଛି । ଏଥିସହିତ ଏହି ଝଡ…
PG ସ୍କଲାରସିପ୍ ପାଇଁ ବଢ଼ିଲା ଆବେଦନ ତାରିଖ: ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (AICTE) ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ସ୍କିମ୍ ତାରିଖକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବର୍ତ୍ତମାନ…
କମିବ ଶୀତ, ପାରଦ ଖସିବ ୩ରୁ ୪ ଡିଗ୍ରୀ
ଭୁବନେଶ୍ୱର: ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଥିବା ବେଳେ ଏବେ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରାରେ…