Browsing Category

Breaking News

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ୨ ଥିଓରି ପରୀକ୍ଷା! ଖୁବଶୀଘ୍ର CHSE ଘୋଷଣା କରିବ ଲିଷ୍ଟ

ଭୁବନେଶ୍ବର : କରୋନା ପୁଣି ଡରାଉଥିବା ବେଳେ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ୨ ଥିଓରି ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ।…

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ; ୧ ମୃତ ୬ ଗୁରୁତର

ବଲାଙ୍ଗିର: ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ମାମଲା ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରତେୟକ ଦିନ କେହି ନା କେହି ଏହି ସଡକ ଦୁର୍ଘଟଣାର ଶିକାର ହେଉଛନ୍ତି । ଆଗରୁ ଏପରି ଅନେକ ଘଟଣା ଦେଖିବାକୁ ମିଳିଥିବା…

BJD ଦଳ ନୁହେଁ Brand :କିପରି ଥିଲା ୨୦୨୨ରେ ବିଜୁ ଜନତା ଦଳର ଯାତ୍ରା , ଆସନ୍ତୁ ସଂକ୍ଷିପ୍ତରେ ଜାଣିବା

ଭୁବନେଶ୍ୱର:ଓଡିଶାର ଏକ ଆଞ୍ଚଳିକ ଦଳ ହେଉଛି ବିଜେଡି । ଯାହା କେବଳ ଓଡିଶାରେ ନୁହେଁ ବରଂ ସାରା ବିଶ୍ୱରେ ନିଜର ପରିଚୟ ଅର୍ଜ୍ଜନ କରିଛି । ଆଉ ଏଭଳି ସୁନାମ ଅର୍ଜ୍ଜନ କରିବା ପଛରେ ସବୁଠାରୁ ଗରୁତ୍ୱପୂର୍ଣ୍ଣ ଭୂମିକା…

‘ଦୁନିଆରେ ପ୍ରଳୟ ଆଣିବ କରୋନା, ଏବେ ତ ଖାଲି ଟ୍ରେଲର…ମରିବେ ଲକ୍ଷାଧିକ ଲୋକ’, ବୈଜ୍ଞାନିକଙ୍କ ଭୟଙ୍କର ଦାବି

ନୂଆଦିଲ୍ଲୀ: ଚୀନରେ ବଢ଼ୁଥିବା କରୋନା ମାମଲା ପୁଣିଥରେ ମନରେ ଭୟ ସୃଷ୍ଟି କରିଛି । ଦ୍ରୁତ ଗତିରେ ବ୍ୟାପୁଥିବା ଭାଇରସ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଚୀନ୍, ଜାପାନ, ସାଉଥ କୋରିଆ ଓ ଆମେରିକାରେ କରୋନା…

ଚାଷୀମାନଙ୍କ ପାଇଁ ମୋଦୀଙ୍କ ବଡ଼ ଉପହାର: ଏହି ନମ୍ବରରେ ମିସ୍ କଲ୍ କରିବା ମାତ୍ରେ ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ମଧ୍ୟ ଜଣେ ଚାଷୀ, ତେବେ ଦେଶର ସରକାରୀ ବ୍ୟାଙ୍କ ପିଏନବି ଆପଣଙ୍କ ପାଇଁ ଏକ ବଡ ଉପହାର ଆଣିଛି । ଏଣିକି ଯଦି ଆପଣଙ୍କୁ ଟଙ୍କା ଦରକାର,…

୨୮ରେ ଓଡିଶା ଆସୁଛନ୍ତି ନଡ୍ଡା,ଚାଲିଛି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆସନ୍ତା ୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ…

କମିବ ଶୀତ, କଲବଲ କରିବ କୁହୁଡ଼ି: ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତର ପ୍ରଭାବ ବିଶେଷ ଅନୁଭୂତ ହେଉନାହିଁ । ରାତିରେ ତାପମାତ୍ରାରେ ବୃଦ୍ଧି ଘଟୁଥିବାରୁ ଶୀତ କମିବାରେ ଲାଗିଛି । ଆଗକୁ ଶୀତର ପ୍ରଭାବ ଆହୁରି କମିବା ସହ ଘନ କୁହୁଡ଼ି ଦେଖାଦେବ ବୋଲି…

ଆଜି କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସାରା ଦେଶରେ ହେବ ମକଡ୍ରିଲ୍

ଭୁବନେଶ୍ୱର: ଚୀନ୍ ସମେତ ଜାପାନ ଓ ଅନ୍ୟ କେତେକ ରାଷ୍ଟ୍ରରେ ମହାମାରୀ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି । ମଙ୍ଗଳବାର…

ଔଷଧ କମ୍ପାନୀରେ ନିଆଁ: ଜଳିଗଲେ ୫ କର୍ମଚାରୀ

ନୂଆଦିଲ୍ଲୀ: ଔଷଧ କମ୍ପାନୀରେ ନିଆଁ ଲାଗିବା କାରଣରୁ ୫ କର୍ମଚାରୀ ଜଳି ଯାଇଥିବା ଖବର ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶ ଆନକାପଲ୍ଲୀ ପାରୱାଡାରେ ହୋଇଛି ଏହି ଭୟାବହ ଅଗ୍ନିକାଣ୍ଡ । ଏହି ଘଟଣାରେ ୫ ଜଳ ଜଳିଯାଇଥିବା…

UPI ଠକେଇରୁ ବର୍ତ୍ତିବା ପାଇଁ ସଜାଗ ରୁହନ୍ତୁ, ସତର୍କ କରାଇଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଓଡିଶାର ପ୍ରାୟ ୬,୦୦୦ ଗାଁରେ ବର୍ତ୍ତମାନ ମୋବାଇଲ୍ ସଂଯୋଗ ନାହିଁ, ତଥାପି ରାଜ୍ୟରେ ସାଇବର ଅପରାଧ ଅହେତୁକ ଭାବେ ବୃଦ୍ଧି ପାଉଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୯ ରେ ୧,୪୭୫ ସାଇବର ଅପରାଧ ମାମଲା ପଞ୍ଜିକୃତ…