Browsing Category
Breaking News
ଖାରଜ ହେଲା ଜାମିନ,ଜେଲରେ ରହିବେ ମନ୍ତ୍ରୀଙ୍କ ପୁତୁରା
ଭୁବନେଶ୍ୱର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଭିକିଙ୍କୁ ମିଳିଲା ନାହିଁ ଜାମିନ । ଅଭିଯୁକ୍ତ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜାମିନ ଖାରଜ । ଖାରଜ କଲେ ଜେଏମଏଫସି ରୁରାଲ କୋର୍ଟ । ରାସ୍ତା ରେ ଆଣ୍ଠେଇ…
FICCI ଇଣ୍ଡିଆର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା: ପ୍ରଥମ ଓଡ଼ିଆ ଭାବେ…
ନୂଆଦିଲ୍ଲୀ: ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା । ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ଭାବେ ସେ ପ୍ରଥମ ଓଡ଼ିଆ । ମୁମ୍ବାଇରେ ଅନୁଷ୍ଠିତ…
ଟି -୨୦ ବିଶ୍ୱକପ୍: ବାଂଲାଦେଶ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ହାରୁ ହାରୁ ଅଳ୍ପକେ ବର୍ତ୍ତି ଯାଇଛି ଭାରତ । ଶେଷ ଓଭରରେ ବାଂଲାଦେଶକୁ ଜିତିବା ପାଇଁ ୨୦ ରନ୍ ଆବଶ୍ୟକ ଥିବା ବେଳେ ବଂଲାଦେଶ ବିଜୟଠାରୁ ମାତ୍ର ୫ରନ୍ ଦୁରରେ ଅଟକି ଯାଇଥିଲା।…
ତଦନ୍ତ ଆରମ୍ଭ କଲା ED, ଖୋଲିବା ଅର୍ଚ୍ଚନା ନାଗ’ର ଅର୍ଥନୈତିକ ଅପରାଧ ଲିଙ୍କ୍
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିରୁଦ୍ଧରେ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି…
IOCL ରେ ଆବେଦନ କରିବାକୁ ଡେଡ଼ଲାଇନ ପାଖେଇ ଆସୁଛି : ଜାଣନ୍ତୁ କଣ ରହିଛି ପ୍ରୋସେସ
ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍(IOCL) ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ । ଆଇଓସିଏଲ୍ରେ ଅଲଗା ଅଲଗା ଟ୍ରେଡ/ଟେକ୍ନସିଆନ ଅପାରଣ୍ଟିସ ପଦବୀ ପାଇଁ ରୋଜଗାର ସମାଚାର ପତ୍ରରେ…
ଭକ୍ତ ହେବେ ନିରାଶ! ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଧବଳେଶ୍ୱର ଝୁଲାପୋଲ
ଆଠଗଡ଼(ଓଡ଼ିଶା ଭାସ୍କର): ଗୁଜରାଟ ଝୁଲାପୋଲ ଛିଡ଼ିବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ଆଗକୁ ବଡ଼ ଓଷା ଥିବା ବେଳେ ଧବଳେଶ୍ୱର ଝୁଲାପୋଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଛି । ସ୍ଥିତି ଅନୁଧ୍ୟାନ…
ଜୀବନରେ ୮୭ ଥର ବାହାହୋଇସାରିଛି ଏହି ବ୍ୟକ୍ତି: ୮୮ଥର ବର ହେବାକୁ ପୁରା ରେଡ୍ଡି!
‘ବାହା ହୋଇ ପସ୍ତଉଛି’ ବୋଲି ଅନେକ ବିବାହିତ ଲୋକଙ୍କ ମୁହଁରୁ ଆପଣମାନେ ନିଶ୍ଚିତ ଶୁଣିଥିବେ । ଗୋଟିଏ ସମ୍ପର୍କକୁ ସମ୍ଭାଳିବା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଉଛି । କିନ୍ତୁ କିଛି ସାହାସୀ ଲୋକ ଜୀବନ ଅନେକ…
ଇତିହାସ ରଚିଲେ ସୂର୍ଯ୍ୟକୁମାର ଯାଦବ, ଟି -୨୦ ମାନ୍ୟତାରେ ହେଲେ ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ମାତ୍ର କିଛି ଦିନ ମଧ୍ୟରେ ନିଜର ଧମାକାଦାର ପ୍ରଦର୍ଶନ ବଳରେ ଆଇସିସି ଟି-୨୦ ବ୍ୟାଟିଂ ର୍ୟାଙ୍କିଙ୍କ୍ର ଶୀର୍ଷରେ ପହଞ୍ଚିଛନ୍ତି । ବୁଧବାର ଜାରି…
ଏଡିଲେଡ୍ରେ ପ୍ରବଳ ବର୍ଷା, ଅଟକିଲା ଭାରତ-ବାଂଲାଦେଶ ମ୍ୟାଚ୍, ଲାଗୁ ହେବ କି ଡକୱର୍ଥ ଲୁଇସ୍ ନିୟମ ?
ଆଡିଲେଡ୍: ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି-୨୦ ବିଶ୍ୱକପ୍ର ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍ ଚାଲିଛି । ଏହି ମ୍ୟାଚ୍ରେ ଭାରତ ପାଇଁ ପୁଣି ବର୍ଷା ବାଧକ ସାଜିଛି । ଏଡିଲେଡ୍ରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି ।…
ସରକାରଙ୍କ ନୂଆ ସୁବିଧା: ଏବେ ଘରେ ବସି ବସି ପ୍ରସ୍ତୁତ କରନ୍ତୁ ରାସନ କାର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ଗହମ ଓ ଚାଉଳ ରାସନ କାର୍ଡ ମାଧ୍ୟମରେ ଯୋଗାଇ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ରାସନ…