CHARIDHAM
Browsing Category

Breaking News

ଦୁନିଆର ସବୁଠାରୁ ବଡ଼ କୋଠା ‘ବୁର୍ଜ ଖଲିଫା’ ପାଖରେ ଅଗ୍ନିକାଣ୍ଡ

ଦୁବାଇ: ଦୁବାଇରେ ଥିବା ଦୁନିଆର ସବୁଠାରୁ ଉଚ୍ଚତମ ବିଲ୍ଡିଂ ‘ବୁର୍ଜ ଖଲିଫା ନିକଟ ଏକ ୩୫ ମହଲା ବିଶିଷ୍ଟ କୋଠାରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହେବାର ଖବର ଏପର୍ଯ୍ୟନ୍ତ ମିଳିପାରି ନାହିଁ ।…

ରକ୍ତ ସଂପର୍କରେ ଲାଗିଲା ଲହୁ: ବଡଭାଇ ନେଲା ସାନଭାଇ ଜୀବନ

କଟକ: ପାରିବାରିକ କଳହରେ ବଡଭାଇ ନେଲା ସାନଭାଇ ଜୀବନ । ହତ୍ୟାକାଣ୍ଡଟି ଘଟିଛି କଟକ ଜିଲ୍ଲାର ବାଉଁଶ ଗଳି ଅଂଚଳରେ । ବଡ ଭାଇର ଆକ୍ରମଣରେ ସାନ ଭାଇ ପ୍ରାଣ ହରାଇଛି । ହତ୍ୟାକାଣ୍ଡର କାରଣ ସପୂର୍ଣ୍ଣ ସ୍ପଷ୍ଟ ହୋଇନଥିବା…

ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି:ହାଇକୋର୍ଟ ଫୈସଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ଝାଡଖଣ୍ଡ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଇଡି ତଦନ୍ତ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ରୋକ ଲଗାଇବା ସହ ମାମଲା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ…

ଅନୁଷ୍କାଙ୍କ ଜୀବନଶୈଳୀ ପୁରା ରାଜକୁମାରୀ ଭଳି, ଡ୍ରାଇଭରକୁ ଗିଫ୍ଟ କଲେ ୧୨ଲକ୍ଷ ଟଙ୍କା

ହାଇଦ୍ରାବାଦ: ଅନୁଷ୍କା ସେଠୀଙ୍କ ସମୁଦାୟ ନେଟୱର୍ଥ ୧୪୦ କୋଟି ଟଙ୍କା । ଏହାଛଡା ତାଙ୍କର ହାଇଦ୍ରାବାଦ ଜୁବ୍ଲି ହିଲ୍ସରେ ଏକ ରାଜକୀୟ ଘର ଅଛି ଯେଉଁଥିରେ କେହି ଚାହିଁଲେ ମଧ୍ୟ ରହିପାରିବେ । ଆଜି ହେଉଛି ସାଉଥ ହିରୋଇନ…

ଦିଲ୍ଲୀ ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି: ହଟିଲା କିଛି କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁପ୍ରଦୂଷଣ ଅଣାୟତ୍ତ ଥିବା ବେଳେ ଆଜି କିଛିଟା ଉନ୍ନତି ଆସିଛି ବାୟୁ ଗୁଣାବତ୍ତରେ । ପବନର ଦିଗ ଓ ଗତି ପରିବର୍ତ୍ତନ ହେବାରୁ ଦିଲ୍ଲୀ ଏନସିଆର ଗୁଣାବତ୍ତ ପଏଣ୍ଟରେ ଉନ୍ନତି ଆସିଛି । ହେଲେ…

ମହିଳା ଭକ୍ତଙ୍କୁ ମାଡ ମାରିବା ଘଟଣାରେ ହାବିଲଦାର ସସପେଣ୍ଡ; ଏସପିଙ୍କ ସୂଚନା

ପୁରୀ:ପୁରୀ ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ ମାରିବା ଘଟଣାରେ ଜଣେ ପୋଲିସ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ଯାହାକୁ ନେଇ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ଏସପି ଆହୁରି ମଧ୍ୟ କହିଛନ୍ତି ଯେ,…

EWS କୋଟା ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ , ଜାରି ରହିବ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: ଆର୍ଥିକ ଭାବେ ଦୁର୍ବଳ ବର୍ଗର ଲୋକଙ୍କୁ ମିଳୁଥିବା ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଅଦାଲତ ଏହି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୧୦ ପ୍ରତିଶତ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଶ୍ରୀ ମନ୍ଦିରରେ ଅଘଟଣ; ମହିଳା ଭକ୍ତଙ୍କୁ ପୋଲିସର ମାଡ

ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନ ଥିବାବେଳେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଯେଉଁଥିପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିରରୁ ଏକ…

୨୭ବର୍ଷ ଗୁଜୁରାଟ ଶାସନଗାଦିରେ ବିଜେପି, ଏହାପଛରେ ହୋଇପାରେ ୩ଟି ମୁଖ୍ୟ କାରଣ

ଗୁଜୁରାଟ: ଦେଶରେ ନିର୍ବାଚନ ପ୍ରସ୍ତୁତି ଚାଲିଥିବା ବେଳେ, ଗୁଜୁରାଟ ନିର୍ବାଚନ ରଣନୀତି ଯୋରଧରିଛି । ଆଗକୁ ଆସୁଛି ଗୁଜୁରାଟ ବିଧାନସଭା ନିର୍ବାଚନ । ବିଧାନସଭାର ୧୮୨ସିଟ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ…