
Browsing Category
Breaking News
ବାଃ ବାଃରେ ପ୍ରଶାସନିକ ଅଧିକାରୀ! କାର୍ଯ୍ୟାଳୟରେ ମଦ୍ୟପାନ କରି ଶୋଇଲେ ସିନିଅର ଆସିଷ୍ଟାଣ୍ଟ
କରଞ୍ଜିଆ,: ସରକାରୀ କାର୍ଯ୍ୟାଳୟ ରେ ଦିନଦ୍ୱିପହରରେ ନିଶାଶକ୍ତ ଅବସ୍ଥାରେ ଶୋଇରହିଲେ ବାବୁ । ବାରମ୍ବାର ଡାକିବାପରେ ମଧ୍ୟ ଉଠିଲେ ନାହିଁ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏଆରସିଏସ ଅଫିସରୁ…
ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ : ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି
ପୁରୀ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଏହି ଶେଷ ୫ ଦିନ ସବୁଠୁ ପବିତ୍ର ବୋଲି ବିଶ୍ୱାସ କରାଯାଏ । ଯେଉଁ ବ୍ରତଧାରୀମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି ସେମାନେ ଏହି ଶେଷ…
ତିନି ସଂସ୍ଥା ପାଇଁ ଇ-ଅଫିସର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର କଟକ ପୌର ନିଗମ (ସିଏମ୍ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍ପିସି) ଏବଂ…
ଓଲଟିଲା ଯାତ୍ରୀବାହୀ ବସ୍ ;୧୦ରୁ ଅଧିକ ଆହତ ,୨ ଗୁରୁତର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଘଟିଯାଇଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଫଳରେ ୧୦ ଜଣରୁ ଅଧିକ ଲୋକ ଆହାତ ହୋଇଥିବାବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ସମସ୍ତ ଆହାତମାନଙ୍କୁ ନିକଟସ୍ଥ…
ଦୁର୍ଲ୍ଲଭ ମାମଲା: ୨୧ ଦିନର ଶିଶୁକନ୍ୟାର ପେଟରୁ ବାହାରିଲା ୮ଟି ଅବିକଶିତ ଭ୍ରୁଣ
ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅଜବ ପ୍ରକାରର ମାମଲା ଦେଖିବାକୁ ମିଳିଥାଏ । କେତେବେଳେ ଜଣେ ୬୦ ବର୍ଷୀୟା ମହିଳା ଛୁଆ ଜନ୍ମ କରୁଛି ତ ଆଉ କେତେବେଳେ ଜଣେ ପୁରୁଷ ମଧ୍ୟ ଗର୍ଭଧାରଣ କରୁଥିବାର ଖବର ମିଳୁଛି ।…
ଏଣିକି ଆଉ ସହଜରେ ମିଳିବନି SIM Card! ଲାଗୁ ହେବ କଠୋର ନିୟମ, କେବଳ ୫ଟି ଡକ୍ୟୁମେଣ୍ଟ ଦେଖାଇଲେ ମିଳିବ ସିମ୍
ନୂଆଦିଲ୍ଲୀ: ଏଣିକି ଆଉ ସହଜରେ ମିଳିବନି ମୋବାଇଲ ସିମ୍ କାର୍ଡ । ସରକାର ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସିମ କାର୍ଡ ମାଧ୍ୟମରେ ହେଉଥିବା ଠକାମିକୁ ରୋକିବା ପାଇଁ ସରକାର କଡ଼ା ନିୟମ ଲାଗୁ କରିବେ ।…
Pension-Gratuity ବନ୍ଦ! କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ, ସଂଶୋଧନ ହେଲା CCS Rule
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ନିୟମ ପରିବର୍ତ୍ତନ କରାଯାଇଛି । ନିକଟରେ କେନ୍ଦ୍ର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଓ ଦିପାବଳୀ ବୋନସ ମିଳିଥିବା ବେଳେ ଏବେ ଲାଗିଛି ଝଟକା । କର୍ମଚାରୀଙ୍କର ଏକ…
ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତ ଅଧିବେସନ
ଭୁବନେଶ୍ୱର: ପ୍ରତିବର୍ଷ ପରି ଏଥର ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେଶନ । ତେବେ ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେସନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ…
Facebook ଇଣ୍ଡିଆ ମୁଖ୍ୟ ଅଜିତ ମୋହନଙ୍କ ଇସ୍ତଫା
ନୂଆଦିଲ୍ଲୀ: ଗତ କିଛିଦିନ ଧରି ମେଟା ଅର୍ଥାତ ଫେସବୁକର ଖରାପ ସମୟ ଚାଲିଛି । କମ୍ପାନୀର ଆୟ ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିଶ୍ୱର ଧନୀ ତାଲିକାର ବହୁ ତଳକୁ ଖସି…
EPFO ପେନସନ୍ ବୃଦ୍ଧି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସରକାର, ସ୍ପଷ୍ଟୀକରଣ ମାଗିଲା ସଂସଦୀୟ କମିଟି
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ଗ୍ରାହକଙ୍କ ପେନ୍ସନ୍କୁ ମାସିକ ୧୦୦୦ ରୁ ବୃଦ୍ଧି କରିବାକୁ ଶ୍ରମ ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି ବିଷୟରେ…