Browsing Category

Breaking News

NCERT ଜାରି କଲା ଗାଇଡଲାଇନ୍ସ: ଏଣିକି ଛାତ୍ରଛାତ୍ରୀଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ ସ୍କୁଲ

ନୂଆଦିଲ୍ଲୀ: ପାଠ ପଢ଼ିବା ସହିତ ଏଣିକି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ । ଏନେଇ ସମସ୍ତ ସ୍କୁଲ ପାଇଁ ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ପକ୍ଷରୁ…

Diabetes, TB ପରି ଅତ୍ୟାବଶ୍ୟକ ମେଡିସିନ ଏଣିକି ଶସ୍ତାରେ ମିଳିବ, NLEMରେ ସାମିଲ ହେଲା ୩୪ଟି ଔଷଧ

ନୂଆଦିଲ୍ଲୀ: ଭାରତରେ ଅତ୍ୟାବଶ୍ୟକ ଔଷଧ ଏଣିକି ଶସ୍ତାରେ ମିଳିବ । ଅତ୍ୟାବଶ୍ୟକ ଔଷଧର ରାଷ୍ଟ୍ରୀୟ ସୂଚୀ (ଏନଏଲଇଏମ) ଜାରି କରାଯାଇଛି । ଏହି ଲିଷ୍ଟରେ ଆଣ୍ଟି ଡାଇବେଟିସ ଔଷଧ ଇନସୁଲିସ ଗ୍ଲାର୍ଗିନ, ଆଣ୍ଟି ଟିବି ଔଷଧ…

ଖୁସି ଖବର ଏଥର ଶସ୍ତାରେ ମିଳିବ ମୋବାଇଲ ଫୋନ ଆଉ ଗ୍ଲାସ

ଗାନ୍ଧିନଗର: ରାଜ୍ୟରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଫ୍ୟାବ  ୟୁନିଟ୍ ପ୍ରତିଷ୍ଠା ପାଇଁ ଗୁଜରାଟ ସରକାର ଆଜି ଏକ  ଏମଓୟୁ ସ୍ୱାକ୍ଷର କରିଛନ୍ତି।  ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ର ରେଳମନ୍ତ୍ରୀ…

Mazagon Dock Shipbuilders Ltd ପକ୍ଷରୁ ବାହାରିଲା ୧୦୪୧ଟି ପଦବୀ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ମଜଗୋଁ ଶିପବିଲ୍ଡର୍ସ ଲିମିଟେଡ ପକ୍ଷରୁ ୧୦୪୧ଟି ପଦବୀ ବାହାରିଛି । ଅଣକାର୍ୟ୍ୟନିର୍ବାହୀ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

NCERTକୁ ମିଳିବ Deemed University ମାନ୍ୟତା, UGC ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି)କୁ ମିଳିବ ଡିମଡ୍ ୟୁନିଭରସିଟି ମାନ୍ୟତା । ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟସ କମିସନ (ୟୁଜିସି) କାର୍ଯ୍ୟକାରୀ ସମିତି ପକ୍ଷରୁ ଏନେଇ ମଞ୍ଜୁରୀ ପ୍ରଦାନ…

ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ (ଏଜି) । ଆସନ୍ତା ଅକ୍ଟୋବର ମାସରୁ ସେ ନିଜର କାର୍ୟ୍ୟକାଳ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଗତ ୨୦୧୪ରୁ ୨୦୧୭…

୧୧୫୦ ସହକାରୀ ଶିକ୍ଷକ ପାଇଲେ ପଦୋନ୍ନତି, ପ୍ଲେସ୍ ଅଫ୍ ପୋଷ୍ଟିଂକୁ ନେଇ ଅଭିଯୋଗ ଆଣିଲା OSSTA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷକଙ୍କର ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ୧୧୫୦ ଜଣ ସହକାରୀ ଶିକ୍ଷକ (ଜୁନିୟର ଏସଇଏସ)ଙ୍କୁ ପ୍ରଧାନଶିକ୍ଷକ (ସିନିୟର ଏସଇଏସ) ପଦବୀକୁ ପ୍ରମୋସନ ପାଇଛନ୍ତି । ଗତ…

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ;ଗାଁକୁ ଯାଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ

ଧର୍ମଗଡ: ଜୋର ସୋର ଚାଲିଛି ଭିଜିଲାନ୍ସ ରେଡ । ପୁଣି ଭିଜିଲାନ୍ସପଞ୍ଝାରେ ଆଉ ଏକ ସରକାରୀ କର୍ମଚାରୀ । ଏଥର ଭିଜିଲାନ୍ସ କବ୍ଜାରେ ବନ କର୍ମଚାରୀ । କଳାହାଣ୍ଡି ଭବାନୀପାଟଣାରେ ରାତିଅଧିଆ ଭିଜିଲାନ୍ସ ରେଡ । ସଗଡା…

ପିତୃତ୍ୱ ଲାଭ କରିବା ପରେ ପୁରୁଷଙ୍କର ବ୍ରେନ ସଙ୍କୁଚିତ ହୋଇଯାଇଥାଏ, ଏହା ପଛର କାରଣ କ’ଣ, ଜାଣନ୍ତୁ କ’ଣ କହୁଛି ଷ୍ଟଡି

ନୂଆଦିଲ୍ଲୀ: ସାଧାରଣ ଭାବେ ବିବାହ କରିବା ଓ ମାତୃତ୍ୱ ଲାଭ କରିବା ପରେ ହରମୋନ କାରଣରୁ ମହିଳାଙ୍କର ଶରୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ କେବଳ ମହିଳା ନୁହନ୍ତି, ପୁରୁଷଙ୍କଠାରେ ମଧ୍ୟ ଅନେକ…

Cow Milkରେ ରହିଛି Lumpy Virus! ଏହା ପିଇବା କେତେ କ୍ଷତିକାରକ: ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଲମ୍ପୀ ଭାଇରସର ସଂକ୍ରମଣ ଗୋ ବଂଶ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଛି । ଏଥିସହିତ ଗାଈର କ୍ଷୀର, ଗୋମୁତ୍ର ଓ ଗୋବରରେ ଭାଇରସର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଲମ୍ପୀ ଭାଇରସର ପ୍ରଭାବ ଗାଈ କ୍ଷୀରରେ…