Browsing Category
Breaking News
ଏଥର ଜମିବ ଦୁର୍ଗାପୂଜା, ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଦୁର୍ଗାପୂଜାକୁ ମାତ୍ର ଆଉ ମାସେ ବାକି । ପାର୍ବଣର ଏହି ପୂଜା ଏଥର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ୍ ଜମିବ ବୋଲି ଆଶା କରାଯାଉଛି । ରାଜ୍ୟବାସୀ ପୂଜାମଣ୍ଡପ…
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ୩୦ ସେକେଣ୍ଡର ଭିଡିଓ ଜାରି କରାଯାଇଛି । ଭିଡିଓରେ ମୁଖ୍ୟମନ୍ତ୍ରୀ ପ୍ରଣାମ…
ନୂଆଁଖାଇରେ ଚାଷୀ ପାଇବେ କାଳିଆ ଟଙ୍କା, ୪୧ ଲକ୍ଷ କୃଷକ ଉପକୃତ ହେବେ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଚାଷୀଙ୍କ ପାଇଁ ଖୁସି ଖବର । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ସେପ୍ଟେମ୍ବର ୧ ତାରିଖରେ ଚାଷୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏଥିରେ ୪୧…
୧୦୦ ଟଙ୍କା ଶସ୍ତା ହୋଇଗଲା ଏଲପିଜି ସିଲିଣ୍ଡର ଦାମ୍: ଜାଣନ୍ତୁ ଆପଣଙ୍କ ସହରର ରେଟ୍
ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଖୁସିଖବର । ଆଜିଠାରୁ ଏଲପିଜି ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । ଏହି ମାସରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶସ୍ତା ହୋଇଗଲା । ଇଣ୍ଡିଆନ୍ ଅଏଲ୍…
ରାଜ୍ୟକୁ ପୁଣି ଫେରିବ ବର୍ଷା, ଆସନ୍ତା ୨ ଦିନ ଭିଜାଇବ; ୧୪ ଜିଲ୍ଲାକୁ ଆର୍ଲଟ ଜାରି
ଭୁବନେଶ୍ୱର,(ଭାସ୍କର ନ୍ୟୁଜ): ରାଜ୍ୟରେ ଦୁଇ ଦିନ ଟାଣ ଖରା ଓ ଗୁଳୁଗୁଳି ପରେ ପୁଣି ଫେରିବ ବର୍ଷା। ଆସନ୍ତା ୨ ଦିନ ବିଭିନ୍ନ ଜିଳ୍ଲା ଘଡ଼ଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ…
OCS ଓ OJS ପରୀକ୍ଷା ରେଜଲ୍ଟ ବିଳମ୍ବରେ ପ୍ରକାଶ ପାଇବ: ପ୍ରାଧ୍ୟାପକ ସଙ୍କଟ ଦୂର ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଲା OPSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ଓ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରାଶାଜନକ ଖବର । ଓସିଏସ ଓ…
ଏକାଠି ହେଲେ KCR-ନୀତିଶ: ମୋଦୀଙ୍କ ପାଇଁ ତିଆରି ହେବ ବ୍ରହ୍ମାସ୍ତ୍ର, ଆରମ୍ଭ ହେବ BJP ମୁକ୍ତ ଭାରତ ପାଇଁ କଡ଼ା ସଂଗ୍ରାମ
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମେଗା ଫାଇଟ ପାଇଁ ଶାସକ ବିଜେପି ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିପକ୍ଷ ଦଳମାନେ ମଧ୍ୟ ଏକାଠି ହେବାକୁ ଲାଗିଲେଣି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ କଟ୍ଟର…
ଏବେ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଖାଇଲା ରେଡ୍ ସିଗ୍ନାଲ: ୨୦% କର୍ମଚାରୀଙ୍କୁ କରିବ ଛଟେଇ
ନୂଆଦିଲ୍ଳୀ: ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବଡ଼ ବଡ଼ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଅଲୀବାବା, ୱାଲମାର୍ଟ ଭଳି ଅନେକ କମ୍ପାନୀ ମଧ୍ୟ ଏହାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏବେ ଆଉ ଏକ…
ସମସ୍ତ ରାଜ୍ୟକୁ ରିହାତି ଦରରେ ଡାଲି ଯୋଗାଇବେ କେନ୍ଦ୍ର ସରକାର, କ୍ୟାବିନେଟରେ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିହାତି ଦରରେ ଚଣା ଡାଲି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ…
ପାକିସ୍ତାନରେ ୮ ବର୍ଷୀୟ ହିନ୍ଦୁ ନାବାଳିକା ସହ ଗଣଦୁଷ୍କର୍ମ: ଆଖିରେ ବି ଛୁରୀ ଭୁସିଦେଲେ ନୃଶଂସ
ନୂଆଦିଲ୍ଳୀ: ଅନେକ ସମୟରେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ(ହିନ୍ଦୁ, ଶିଖ୍)ଙ୍କ ଉପରେ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଆଉ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୮ ବର୍ଷୀୟ ହିନ୍ଦୁ…