Browsing Category
Breaking News
ଆଜି ଗଣେଶ ଚତୁର୍ଥୀରେ ସ୍ଥାପନାର ୫ଟି ଶୁଭ ମୁହୂର୍ତ୍ତ: ଜାଣନ୍ତୁ ପୂଜା ବିଧି ଓ ନିୟମ
ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ । ଅଗ୍ର୍ୟପୂଜ୍ୟ ଗଜାନନଙ୍କ ଆରାଧନା ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି । ଗାଁ ଗଣ୍ଡା, ସହର, ବଜାର ବିଘ୍ନରାଜଙ୍କ ପାଇଁ ଚଳଚଞ୍ଚଳ ହୋଇପଡିଛି । ରଙ୍ଗୀନ ତୋରଣ ଓ ସାଜସଜ୍ଜାରେ…
ଅଙ୍କିତା ମୃତ୍ୟୁ ମାମଲାର ତଦନ୍ତ କରିବ ଏସ୍ଆଇଟି, ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି
ରାଞ୍ଚି : ଝାଡ଼ଖଣ୍ଡର ଦୁମ୍କା ଅଞ୍ଚଳରେ ଅଙ୍କିତା ନାମକ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ପ୍ରେମ ପାଇଁ ଜଣେ ଯୁବକ ଜୀଅନ୍ତା ପୋଡ଼ି ମାରିଦେବା ଘଟଣାର ତଦନ୍ତ କରିବ ଏସ୍ଆଇଟି । ଏନେଇ ମଙ୍ଗଳବାର ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ…
ମାଗଣା ରାସନ୍ ସମ୍ବନ୍ଧରେ ବଡ ଘୋଷଣା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର! ସିଧାସଳଖ ଉପକୃତ ହେବେ ୮୦ କୋଟି ଲୋକ
ନୁଆଦିଲ୍ଲୀ: ୮୦ କୋଟି ମାଗଣା ରାସନ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ର ସରକାର ଆପଣଙ୍କୁ ଖୁବ୍ ଶୀଘ୍ର ଏକ ବଡ଼ ଖବର ଦେଇ ପାରନ୍ତି। ଦେଶରେ ବିଭୀନ୍ନ ଜିନିଷର ଦରଦାମର ଅହେତୁକ ବୃଦ୍ଧି ପାଇବା ପରେ…
ଜିଏସ୍ଟି କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୟ ସିଂହ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ବାଣିଜ୍ୟ କର ତଥା ଜି.ଏସ୍.ଟି କମିଶନର ଭାବେ ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅତିରିକ୍ତ…
ଅଗ୍ରପୂଜ୍ୟ ଗଜାନନଙ୍କ ଆଗମ ପାଇଁ ଟ୍ୱିନ୍ସିଟି ଉତ୍ସବ ମୁଖର , ପ୍ରଦୂଷଣ ମୁକ୍ତ ପୂଜା ପାଳନ ପାଇଁ ଆହ୍ୱାନ
ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍): ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ପାଇଁ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱର ଉତ୍ସବମୁଖର ହୋଇଉଠିଛି । ଗତ ୨ବର୍ଷ ହେବ କରୋନା ମହାମାରୀ ପାଇଁ ଏହି ପୂଜା ନିରାଡ଼ମ୍ବର ଭାବେ ପରଦା ଭିତରେ…
ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ଦେହାନ୍ତ
ମୋସ୍କ: ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ…
ବୈଜ୍ଞାନିକ ତିଆରି କଲେ ମସ୍ତିଷ୍କ ଓ ସ୍ପନ୍ଦିତ ହୃତ୍ପିଣ୍ଡ ଥିବା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୂଣ, ଚାଲିଛି ଅଧିକ ଗବେଷଣା
ନୂଆଦିଲ୍ଲୀ: କେମ୍ପ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମସ୍ତିଷ୍କ, ସ୍ପନ୍ଦିତ ହୃତ୍ପିଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ପାଇଁ ମୂଳାଧାର ବା ‘ବିଲଡିଙ୍ଗ୍ ବ୍ଲକ୍’ ଥିବା ବିଶ୍ୱର ପ୍ରଥମ କୃତ୍ରିମ…
ଆଜି ପବିତ୍ର ଗଣେଶ ପୂଜା, ଧରାପୃଷ୍ଠରେ ଅବତରଣ କରିବେ ବିଘ୍ନ ବିନାଶକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଜି ପବିତ୍ର ଗଣେଶ ପୂଜା । ଗଣେଷ ଚତୁର୍ଥୀରେ ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ପୂଜାକୁ ନେଇ ଉତ୍ସବ ଉତ୍ସବ ମୁଖର ଗାଁଠୁ ସହର। ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ…
(Video) ହେ ଭଗବାନ! କଟକର ଜଣେ ବ୍ୟକ୍ତିଙ୍କୁ ଏକ ବିଶାଳକାୟ ସାପ ଗିଳିଦେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ତେବେ ନିକଟରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।…
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: SBI, HDFC ଓ ICICI ବ୍ୟାଙ୍କ ପାଇଁ ଜରୁରୀ ଖବର
ନୂଆଦିଲ୍ଲୀ: ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କିଂ ସିଷ୍ଟମ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଯଦି…