Browsing Category

Breaking News

ଜିଓ ପରେ Airtel ର 5G ସେବା ଘୋଷଣା, ଏହି ତାରିଖରୁ ଆରମ୍ଭ କରିବ ସର୍ଭିସ

ନୂଆଦିଲ୍ଲୀ: ୫ଜି ସେବାକୁ ନେଇ ବଡ଼ ଅପଡେଟ ଆସିବାରେ ଲାଗିଛି । ରିଲାଏନ୍ସ ଜିଓର ବାର୍ଷିକ ସାଧାରଣ ମିଟିଂରେ ୫ଜି ସେବା ଆରମ୍ଭ ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । କମ୍ପାନୀ ଦିପାବଳୀଠାରୁ ଏହାର ୫ଜି ସେବା ଆରମ୍ଭ…

ନୂଆଖାଇରେ ବ୍ୟାଙ୍କରେ ପଡିବ ତାଲା: ଅନ୍ୟ ବିତ୍ତୀୟ ସଂସ୍ଥାକୁ ମଧ୍ୟ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଓଡିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡିଶାର ଏହା ଗଣ ପର୍ବ ହୋଇଥିଲେ ବି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଏହାକୁ ପାଳନ କରାଯାଏ । ତେଣୁ ଏହି ଦିନ ରାଜ୍ୟରେ ଏକ ଛୁଟି ଘୋଷଣା…

ଦିପାବଳୀରୁ ମିଳିବ Jio 5G ସେବା: ଘୋଷଣା କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ରିଲାଏନ୍ସର ବାର୍ଷିିକ ସାଧାରଣ ବୈଠକ(Reliance AGM 2022)ରେ ଜିଓ ୫ଜି (Jio 5G) ସେବାର ଘୋଷଣା କରିଛନ୍ତି । ଜିଓ ୫ଜି  ସର୍ଭିସ ସେବା ଦିପାବଳୀ ଠାରୁ ଆରମ୍ଭ…

ଟ୍ରେନ୍ ଚଳାଇବାବେଳେ ଡ୍ରାଇଭରଙ୍କୁ ନିଦ ଆସିଗଲେ? କ’ଣ ହେବ ପରିସ୍ଥିତି…

ନୂଆଦିଲ୍ଳୀ: ଭାରତୀୟ ରେଲୱେ ବିଶ୍ୱର ଏକ ସବୁଠୁ ବଡ଼ ରେଲୱେ ନେଟୱର୍କ ଭାବରେ ପରିଚିତ । ଏତେ ବଡ଼ ନେଟୱର୍କକୁ ପରିଚାଳନା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଅନେକ ସିଷ୍ଟମ ତିଆରି ମଧ୍ୟ କରାଯାଇଛି । ଫଳରେ ଏତେ ବଡ଼…

ପାକିସ୍ତାନରେ ପରିବା ସଙ୍କଟ: ଟମାଟୋ ୫୦୦, ୪୦୦ରେ ମିଳୁଛି ପିଆଜ

ନୂଆଦିଲ୍ଲୀ: ପାକିସ୍ତାନରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ଅଧା ଦେଶ ବର୍ତ୍ତମାନ ଜଳମଗ୍ନ ହୋଇଛି । ଖାଲି ସେତିକି ନୁହେଁ ବନ୍ୟାରେ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଲକ୍ଷ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ…

ନିଜ ଘରେ କେତେ ସୁନା ରଖିପାରିବେ ଆପଣ? ଆଗରୁ ଜାଣିନିଅନ୍ତୁ, ନଚେତ୍ ଯାଇପାରନ୍ତି ଜେଲ୍

ନୂଆଦିଲ୍ଲୀ: ଭାରତରେ ଲୋକଙ୍କ ପାଇଁ ସୁନା କେବଳ ଏକ ଧାତୁ ନୁହେଁ, ବରଂ ଏକ ଭାବନା । ଏହା କେବଳ ଏକ ସୁରକ୍ଷିତ ନିବେଶ ନୁହେଁ, ବରଂ ଏଥିରେ ଆମ ପରିବାରର ସୁଖ ମଧ୍ୟଜଡ଼ିତ ହୋେଇ ରହିଛି । କୌଣସି ପର୍ବରେ ସୁନା କିଣିବା ଶୁଭ…

Meat Ban:ଜାରି ହେଲା ନିଷେଧାଦେଶ , ବଜାରରେ ମିଳିବ ନାହିଁ ମାଂସ

ବାଙ୍ଗାଲୋର :ଗଣେଶ ମହୋତ୍ସବ ପୃଷ୍ଠଭୂମିରେ ଅଗଷ୍ଟ ୩୧ରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ମାଂସ ନିଷେଧାଦେଶ ଲାଗୁ କରାଯାଇଛି। ସିଭିକ୍ ବଡି ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମ୍ପି) ଗଣେଶ ଚତୁର୍ଥୀ ଅବସରରେ ପଶୁ…

ବାହାଘର ପରେ ମହିଳାଙ୍କ ଶରୀରରେ ହୋଇଥାଏ ଏହି ପରିବର୍ତ୍ତନ, ଜାଣନ୍ତୁ ଏହାର କାରଣ

ବିବାହ ପରେ ମହିଳା ଏବଂ ପୁରୁଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯାଏ । ପୁରୁଷଙ୍କ ତୁଳନାରେ ବିବାହ ପରେ ପ୍ରତ୍ୟେକ ମହିଳାଙ୍କଠାରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ମଧ୍ୟ ଦେଖାଯାଏ, ଯାହାକୁ ନେଇ ମହିଳା…

ରାଜଧାନୀରେ ଚାଞ୍ଚଲ୍ୟ : ବ୍ୟାଗରୁ ମିଳିଲା ୮ ମାସ ଶିଶୁର ମୃତ ଦେହ

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଏକ ବ୍ୟାଗ ଭିତରୁ ଜଣେ ୮ ମାସ ଶିଶୁକନ୍ୟାର ମୃତ ଦେହ ମିଳିଛି । ଯାହାକୁ…

ସେପ୍ଟେମ୍ବର ୧ରୁ ବଦଳିଯିବ ଅନେକ ନିୟମ: ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ: ଅଗଷ୍ଟ ମାସ ସରି ସରି ଆସୁଛି । ଆଉ ଦିନ କେଇଟା ପରେ ସେପ୍ଟେମ୍ବର ମାସ ଆରମ୍ଭ ହେବ । ସେପ୍େଟମ୍ବରରେ ଆପଣଙ୍କୁ ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକ ଯେଉଁମାନେ…