fbpx
Browsing Category

Breaking News

Navy Day ୨୦୨୧: ଗେଟ୍ ୱେ ଅଫ୍ ଇଣ୍ଡିଆରେ ସ୍ଥାନ ପାଇଲା ବିଶ୍ୱର ବୃହତ୍ତମ ଜାତୀୟ ପତାକା

ମୁମ୍ବାଇ: ଗେଟ୍ ୱେ ଅଫ୍ ଇଣ୍ଡିଆଠାରେ ଉଡ଼ିଲା ଦୁନିଆର ସବୁଠୁ ବଡ଼ ଜାତୀୟ ପତାକା । ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଶନିବାର ମୁମ୍ବାଇ ନାଭାଲ ଡକୟାର୍ଡରେ ଦୁନିଆର ସବୁଠୁ ବଡ଼…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ୬୭ ବୟସରେ ଆଖିବୁଜିଲେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କିଛି ଦିନ ଧରି ଅସୁସ୍ଥ ହେବା ପରେ ଦିଲ୍ଲୀର ଏକ ହସ୍ପିଟାଲେରେ ଚିକିତ୍ସିତ ହେଉଥିଲେ ବିନୋଦ, ତେବେ…

ଓଡ଼ିଶାରେ କମୁଛି କରୋନା ଟେଷ୍ଟିଂ: ତାଗିଦ କଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ଓ ଟେଷ୍ଟି କମିବା ନେଇ କେନ୍ଦ୍ରର ତାଗିଦ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶାର ୬ଟି…

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇଆଇସିଙ୍କୁ ନୋଟିସ

କଟକ(ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ମାମଲାରେ ମାହାଙ୍ଗା ଥାନା ଆଇଆଇସିଙ୍କ ନୋଟିସ ହୋଇଛି । ଟାଇମ ପିଟିସନ ଖାରଜ କରି ସୋ-କଜ୍ ନୋଟିସ କରିଛନ୍ତି କୋର୍ଟ । ଥାନାଧିକାରୀ ନିହାର ମହାନ୍ତିଙ୍କୁ ସୋ-କଜ୍ ନୋଟିସ…

ବିରୋଧୀଙ୍କ ହଟ୍ଟଗୋଳ; ସୋମବାର ଯାଏଁ ଗୃହ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ମମିତା ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି । ଅପରାହ୍ନରେ ଅଧିବେଶନ ଆରମ୍ଭ ହେବା ପରେ ପୁଣି ବିରୋଧୀଙ୍କ ହଙ୍ଗାମା । ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ କରିଛନ୍ତି ।…

ପିଏଫ୍ ଆକାଉଣ୍ଟଧାରୀଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ ଉଠାଇବେ କିପରି?

ନୂଆଦିଲ୍ଲୀ: ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଯଦି ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି, ତେବେ ଇପିଏଫ ଆପଣଙ୍କୁ ଏକ ଲକ୍ଷ ଟଙ୍କା ଫାଇଦା ଦେଉଛି । ଏଥିପାଇଁ ଆପଣଙ୍କୁ କିଛି ବି ଡକ୍ୟୁମେଣ୍ଟ ଦେବାକୁ…

ଏଚସିଏଲ ଦେଉଛି ନିଯୁକ୍ତି ସୁଯୋଗ, ଦଶମ ଏବଂ ଗ୍ରାଜୁଏସନ ପାସ୍ କରିପାରିବେ ଆବେଦନ

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ହିନ୍ଦୁସ୍ତାନ କପର୍ ଲିମିଟେଡରେ ଆବେଦନ କରିବା ପାଇଁ ମିଳୁଛି ସୁଯୋଗ । ହିନ୍ଦୁସ୍ତାନ କପର ଲିମିଟେଡ ରେ ଆସିଷ୍ଟାଣ୍ଟ ମ୍ୟାନେଜର ସହ…

ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ମହିଳା, ଅଳ୍ପକେ ବର୍ତ୍ତିଗଲା ଜୀବନ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରେଳ ପ୍ଲାଟଫର୍ମ ରେ ଅନେକ ସମୟରେ ଦୁର୍ଘଟଣାମାନ ଘଟିଥାଏ । ଏଭଳି କିଛି ଘଟଣା ସାମନାକୁ ଆସେ ଯେଉଁଥିରେ ଲୋକମାନେ ନିଜର ଜୀବନ କଥା ଚିନ୍ତା ନ କରି ଟ୍ରେନ୍ ରୁ ତଳକୁ ଡେଇଁ ପଡ଼ନ୍ତି କିମ୍ବା କୌଣସି କାରଣ…

E-Shram Cardରେ ମିଳିଥାଏ ଏହିସବୁ ଫାଇଦା, ଆଜି ହିଁ ପୋର୍ଟାଲରେ ରେଜିଷ୍ଟ୍ରେସନ କରନ୍ତୁ

ନୂଆଦିଲ୍ଲୀ: ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ କଲ୍ୟାଣ ପାଇଁ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ପକ୍ଷରୁ ଗତ ଅଗଷ୍ଟ ମାସ ୨୬ ତାରିଖରୁ ଇ-ଶ୍ରମ କାର୍ଡ ଲଞ୍ଚ କରାଯାଇଛି । ଅଣସଂଗଠିତ କ୍ଷେତ୍ରରେ ୩୮ କୋଟି ଶ୍ରମିକଙ୍କୁ…

ଆସିଲା କି ତୃତୀୟ ଲହର ! ଭାରତରେ ଓମିକ୍ରନର ଆଉ ଏକ ମାମଲା ଚିହ୍ନଟ, ଜାଣନ୍ତୁ କେଉଁଠୁ?

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ’ ଓମିକ୍ରନ’ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି । କର୍ଣ୍ଣାଟକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଗୁଜରାଟର ଜାମନଗରରୁ ଜଣେ…