fbpx
Browsing Category

Breaking News

ବିଶ୍ୱର ସବୁଠାରୁ ଦାମୀ ସହର; ନା ପ୍ୟାରିସ୍ ନା ସିଙ୍ଗାପୁର, ଏହି ସହର ହେଲା ଦୁନିଆର ସବୁଠୁ ମହଙ୍ଗା ସହର

ନୂଆଦିଲ୍ଲୀ: ଲଣ୍ଡନର ଇକୋନୋମିଷ୍ଟ୍ ଇଣ୍ଟେଲିଜେନ୍ସ ୟୁନିଟ୍ ଦୁନିଆର ସବୁଠୁ ମହଙ୍ଗା ସହରର ତାଲିକା ପ୍ରକାଶ କରିଛି । ଚଳିତ ଥର ପ୍ୟାରିସ୍ ଓ ସିଙ୍ଗାପୁରକୁ ପଛରେ ପକାଇ ପଥମ ସ୍ଥାନ ଅଧିଗ୍ରହଣ କରିଛି ଇସ୍ରାଏଲ୍ ର ସହର…

୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କ୍ରୀଡ଼ା ପରିଷଦର ୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୪ ଜଣଙ୍କ ମଧ୍ୟରୁ ଭଲିବଲ କୋଚ୍ ପ୍ରଭାକର…

ଧୀରେଧୀରେ କାୟା ମେଲାଉଛି ଓମିକ୍ରନ୍: ଏହି ଦେଶରୁ ମିଳିଲା ୨୨ଟି ନୂଆ କେସ୍

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଧୀରେଧୀରେ ସମଗ୍ର ବିଶ୍ୱରେ ନିଜର କାୟା ମେଲାଉଛି । ଏଭଳି ସ୍ଥିତିରେ ବର୍ତ୍ତମାନ ବ୍ରିଟେନରେ ୨୨ଟି ନୂଆ ମାମଲା ଦେଖାଦେଇଛି । ଫଳରେ ଏଣିକି ଆଗକୁ ଏଥିରେ ସଂକ୍ରମିତଙ୍କ…

ରାଜ୍ୟର ୧୭ଟି ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇବେ ୨୪୦୦ କର୍ମଚାରୀ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୭ଟି ଶିଳ୍ପା ସଂସ୍ଥା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ହଜାରେ କୋଟି ଟଙ୍କାର ପୁଞ୍ଜି ନିବେଶ…

ଖାଇବାରେ ପିରିୟଡର ରକ୍ତ ମିଶାଇ ଦେଉଥିଲା ପତ୍ନୀ, ସଂକ୍ରମଣ ବ୍ୟାପିବାରୁ ଏପରି ହେଲା ଖୁଲାସା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସ୍ୱାମୀଙ୍କ ଅଭିଯୋଗର ଯାଞ୍ଚ କରିବାକୁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଅଭିଯୋଗକାରୀ ସ୍ୱାମୀଙ୍କ କହିବା…

ଦିଲ୍ଲୀରେ ୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଦର: କେଜରିୱାଲ ସରକାର ତୈଳ ଉପରୁ VAT ହ୍ରାସ କଲେ, ଓଡ଼ିଶା ସରକାର କେବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଡିସେମ୍ବର ପହିଲାରେ ଏକ ବଡ଼ ଗିଫ୍ଟ ପ୍ରଦାନ କରିଛନ୍ତି । ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତୈଳ ଉପରୁ…

PNB ଗ୍ରାହକଙ୍କ ପାଇଁ ବଡ଼ ଖବର! ଆଜିଠାରୁ ସେଭିଂ ଆକାଉଣ୍ଟର ସୁଧ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ବା PNB ନିଜର ଆକାଉଣ୍ଟଧାରୀଙ୍କ ଝଟକା ଦେବା ପାଇଁ ପ୍ରସ୍ତୁତି କରିଛି । ବ୍ୟାଙ୍କ ନିଜର ସେଭିଙ୍ଗ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି, ଯାହାକି…

‘ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ଚାଷୀଙ୍କ କୌଣସି ତଥ୍ୟ ନାହିଁ, ତେଣୁ ଆର୍ଥିକ ସହାୟତା ବି ନାହିଁ’: କେନ୍ଦ୍ର

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ସମୟରେ ଲକ୍ଷ ଲକ୍ଷ ଚାଷୀ ବିଭିନ୍ନ ରାଜ୍ୟରେ ଭୋକ ଉପାସରେ ବସି ଆନ୍ଦୋଳନ ଜାରି ରଖିଥିଲେ । ଏହି ସମୟରେ ବିଭିନ୍ନ କାରଣରୁ ଅନେକ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ପ୍ରସଙ୍ଗକୁ…

ଭୁବନେଶ୍ୱରର NALCOରେ ବାହାରିଲା ଚାକିରି, ଡିସେମ୍ବର ୭ ପୂର୍ବରୁ କରନ୍ତୁ ଆପ୍ଲାଏ

ଭୁବନେଶ୍ୱର ସ୍ଥିତ ନ୍ୟାସନାଲ ଆଲୁମିନିୟମ ଲିମିଟେଡ କମ୍ପାନୀ (ନାଲକୋ) ପକ୍ଷରୁ ଏକ ଭଲ ଚାକିରି ସୁଯୋଗ ଆସିଛି । ବିଭିନ୍ନ ବର୍ଗରେ ମୋଟ ୮୬ଟି ପଦବୀ ବାହାରିଥିବା ବେଳେ ଆବେଦନ କରିବାର ଅନ୍ତିମ ଦିବସ ଆସନ୍ତା ଡିସେମ୍ବର ୭…

ଲୋକସଭା-ରାଜ୍ୟସଭା ସ୍ଥଗିତ, ସଂସଦ ବାହାରେ ନିଲମ୍ବିତ ସାଂସଦ କଲେ ହଙ୍ଗାମା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବୁଧବାର ଲୋକସଭାରେ କୋଭିଡ୍ ମହାମାରୀ ଉପରେ ସ୍ୱଳ୍ପ ସମୟ ଆଲୋଚନା ପାଇଁ ସମୟ ଆବଣ୍ଟିତ ହୋଇଛି। ଅନ୍ୟପଟେ ସଂସଦରୁ ନିଲମ୍ବିତ କରାଯାଇଥିବା ୧୨ ଜଣ ସାଂସଦ ସଂସଦ ବାହାରେ ଧାରଣା…