CHARIDHAM
Browsing Category

Breaking News

ପୁଣି ବିଷାକ୍ତ ସାପ ନେଲା ଜୀବନ, ହସ୍ପିଟାଲରେ ଛଟପଟ ହୋଇ ମହିଳାଙ୍କର ଚାଲିଗଲା ପ୍ରାଣ

ନୂଆପଡ଼ା: ବିଷାକ୍ତ ସାପ କାମୁଡ଼ାରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାଟି ଝାଞ୍ଜିମୁଣ୍ଡା ଗାଁର ଲଳିତା ମାଝୀ ନାମ୍ନୀ ମହିଳାଙ୍କର ଘଟିଛି। ସୂଚନା ଅନୁଯାୟୀ, ପରିବାର ଲୋକେ…

ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ୍‌, ରାଜ୍ୟସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ। ପିଏମ-ସୂର୍ଯ୍ୟଘର ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରେସକୋ ମଡେଲରେ କୋଠା ହେବ ସୌରଚାଳିତ। ଦେଢ ହଜାର ସରକାରୀ କୋଠା ଚିହ୍ନଟ ହେବ।…

ଚାକିରି ଦେବା ନାଁରେ ଯୁବତୀଙ୍କୁ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ ଅଭିଯୋଗ

ଉଦଳା: ଚଳନ୍ତା ଗାଡ଼ିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଚାକିରି ଦେବା ନାଁରେ ବାଙ୍ଗିରୁପୋଷୀରୁ ଗାଡ଼ିରେ ଉଠାଇ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କମ୍ପାନୀରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଗାଡ଼ିରେ…

ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବଢ଼ାଇଲେ ସରକାର, SC/ST ମାମଲାର କରିବେ ତଦନ୍ତ

ଭୁବନେଶ୍ୱର: ରାଜ୍ୟରେ ଇନ୍ସପେକ୍ଟର ଓ ଏସଆଇଙ୍କ ବଢ଼ିଲା କ୍ଷମତା। ଇନ୍ସପେକ୍ଟର ଓ ଏସଆଇଙ୍କ ବଢ଼ିଲା କ୍ଷମତା ବଢ଼ାଇଲେ ସରକାର। ଏଣିକି ଏସସି/ଏସଟି ମାମଲାର ତଦନ୍ତ କାରିପାରିବେ। ତଦନ୍ତ ସହ ଗିରଫ ଓ ସ୍ୱତନ୍ତ୍ର ଅଦାଲତରେ…

ଅକ୍ଟୋବରରେ ହେବ ପୋଲିସ SI ପରୀକ୍ଷା, ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଅକ୍ଟୋବର ୪ ଓ ୫ରେ ହେବ SI ପରୀକ୍ଷା। OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି ହୋଇଛି ଏନେଇ ବିଜ୍ଞପ୍ତି ଜାରି ହୋଇଛି। SI ରାଙ୍କ୍‌ର ସମସ୍ତ…

ଅନ୍ୟ ଜାତିର ପୁଅକୁ ଭଲପାଉଥିଲା ଝିଅ, ବାପା ତଣ୍ଟି କାଟି କରିଦେଲା ହତ୍ୟା, ଘର ଅଗଣାରେ ଜଳାଇଲା ଶବ

ନୂଆଦିଲ୍ଲୀ:କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେଲାକୁଣ୍ଡା ଗାଁରେ, ଜଣେ ବାପା ନିଜ ଝିଅର ତଣ୍ଟି କାଟି ହତ୍ୟା କରିଛନ୍ତି। କାରଣ ସେ ଅନ୍ୟ ଜାତିର ଜଣେ ଯୁବକଙ୍କୁ ଭଲ…

ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ପିସିସି ସଭାପତିଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି। ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ରୋଡ ସୋ’ ସହ ପଦଯାତ୍ରା, ସଭା…

ଅଲ୍ଲୁ ଅର୍ଜୁନଙ୍କ ଆଖିରେ ଲୁହ, ଚାଲିଗଲେ ଜେଜେ ମାଆ, ସୁଟିଂ ଛାଡ଼ି ଆସିଲେ ରାମ ଚରଣ

ନୂଆଦିଲ୍ଲୀ: ଅଲ୍ଲୁଅର୍ଜୁନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଅଲ୍ଲୁଅର୍ଜୁନଙ୍କ ଜେଜେମା ଅଲ୍ଲୁ କନକରତ୍ନମଙ୍କ ଦେହାନ୍ତ ଘଟିଛି। ଶୁକ୍ରବାର, ୨୯ ଅଗଷ୍ଟ ରାତି ୧:୪୫ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ଯାହା…

ଅନଲାଇନରେ ମହାପ୍ରଭୁଙ୍କ ପୂଜା! ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଆପ୍ଲିକେସନ

ପୁରୀ: ଅନଲାଇନରେ ମହାପ୍ରଭୁଙ୍କ ପୂଜା ପାଇଁ ଏକ ଅପ୍ଲିକେସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପୂଜା ପରିସେବା ଡଟ୍ କମ୍ ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଆପ୍ଲିକେସନରେ ୪ ପ୍ରକାର ପୂଜା ପାଇଁ…

ବଢିବ ଚାଷୀଙ୍କ ପଞ୍ଜୀକରଣ ଅବଧି, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ଅବଧି ବଢିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ…