Browsing Category

Breaking News

ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ: ମହାନଦୀରେ ଛୋଟ ବନ୍ୟା ଆଶଙ୍କା, କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରବର୍ତ୍ତୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ଏହା ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।…

ଆସନ୍ତା ମାସରୁ ମାଗଣାରେ ମିଳିବ ବିଦ୍ୟୁତ୍! ସରକାର ନେଲେ ବଡ଼ ନିଷ୍ପତ୍ତ

ନୂଆଦିଲ୍ଲୀ: ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ସେ କହିଛନ୍ତି ଯେ, ୧ ସେପ୍ଟେମ୍ବରରୁ ରାଜ୍ୟର ପ୍ରାୟ ୫୧ ଲକ୍ଷ ପରିବାରଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ ।…

ହୀରାକୁଦ, ତାମ୍ପରା ଓ ଅଂଶୁପାକୁ ମିଳିଲା ‘ରାମସର ସାଇଟ୍‌’ ମାନ୍ୟତା

ନୂଆଦିଲ୍ଲୀ: ଦେଶର ଆଉ ୧୧ଟି ଆର୍ଦ୍ରଭୂମିକୁ ମିଳିଛି ରାମସର ସାଇଟ ମାନ୍ୟତା। ଯେଉଁଥିରେ ସାମିଲ ଅଛି ଓଡ଼ିଶାର ତାମ୍ପରା, ହୀରାକୁଦ ଓ ଅଂଶୁପା ହ୍ରଦ। ଗତ ମାସରେ ଭାରତର ୧୦ଟି ଆର୍ଦ୍ରଭୂମିକୁ ରାମସର ସାଇଟ ମାନ୍ୟତା…

ଘୁଞ୍ଚିଲା ‘ଓଏସ୍‌ଏସ୍‌ସି’ର ଏହି ସବୁ ପରୀକ୍ଷା ତାରିଖ, ଜାଣନ୍ତୁ ସବିଶେଷ ସୂଚନା

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି)ର ଏହି ମାସରେ ହେବାକୁ ଥିବା ଅନେକ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିଛି। ଆୟୋଗ ପକ୍ଷରୁ ମିଳିଥିବା ସବିଶେଷ ସୂଚନା ଅନୁଯାୟୀ ବୈଷୟିକ ସହାୟକ ୨୦୨୧…

ବଢୁଛି ଜଳସ୍ତର:ହୀରାକୁଦର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ କାରଣରୁ ବଢୁଛି ହୀରାକୁଦ ନଦୀର ଜଳସ୍ତର । ଗତକାଲି ୨୦ ଟି ଗେଟ୍ ହେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ପୁଣି ହୀରାକୁଦଖୋଲିଛି ଡ୍ୟାମର ଆଉ ୪ ଟି ଗେଟ୍ । ତେବେ ବର୍ତ୍ତମାନ ମୋଟ…

ଥରେ ଦୋଷମୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କୁ ଠୋସ୍ କାରଣ ମିଳିଲେ ହିଁ ପୁଣିଥରେ ଯାଞ୍ଚ କରାଯିବ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯଦି କୌଣସି ଅଭିଯୋଗ ଆଧାରରେ ବିଭାଗୀୟ ତଦନ୍ତରେ ସରକାରୀ କର୍ମଚାରୀ ଦୋଷମୁକ୍ତ ହୁଅନ୍ତି, ତେବେ ସେହି ଅଭିଯୋଗରେ କିଛି ବିଶେଷ କାରଣ ସାମ୍ନାକୁ ଆସିବା ଯାଞ୍ଚ ହୋଇପାରିବ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ…

ସ୍ୱାଧୀନତା ଦିବସ ପୂର୍ବରୁ ସ୍ପେସରୁ ଆସିଲା ବର୍ତ୍ତା, ଦେଖନ୍ତୁ ଏହି ଭିିଡିଓ…

ନୂଆଦିଲ୍ଲୀ: ଭାରତ ବହୁ କଷ୍ଟରେ ସ୍ୱାଧୀନତା ପାଇଛି । ଏଥିରେ କାହିଁ କେତେ ଯେ ବୀର ସୈନକ ମାନଙ୍କ ଲୁହ ଲହୁ ଉଭୟ ବଳି ପାଇଛି । ତେବେ ଦେଶ ଏହା ଭିତରେ ତାର ୭୫ ବର୍ଷ ପୂର୍ତ୍ତି କରୁଛି । ଏହି ଅବସରେ ସ୍ୱେସରୁ ଆସିଛି…

ଭାରତରେ ବ୍ୟାନ ହେଲା VLC Media player! ବ୍ଲକ ହେଲା ୱେବସାଇଟ୍ ଓ ଡାଉନଲୋଡ ଲିଙ୍କ

ନୂଆଦିଲ୍ଲୀ: ଭାରତରେ କାମ କରିବ ନାହିଁ ପ୍ରସିଦ୍ଧ ମିଡିଆ ପ୍ଲେୟର ସଫ୍ଟୱେର୍ ଆଣ୍ଡ ଷ୍ଟ୍ରିମିଂ ମିଡିଆ ସର୍ଭର VLC ମିଡିଆ ପ୍ଲେୟର । ଏହାକୁ ଭାରତ ରେ ବ୍ୟାନ କରାଯାଇଛି । ତେବେ ଭାରତ ସରକାର ଅନେକ ଆପ୍ କୁ ଭରତରେ ବ୍ୟାନ…

JE ପଦବୀରେ ବମ୍ପର ନିଯୁକ୍ତି ବାହାର କଲା ଏସ୍‌ଏସ୍‌ସି: ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା ଏବଂ ଦରମା

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି କବର ଆଣିଛି କର୍ମଚାରୀ ଚୟନ ଆୟୋଗ(ଏସ୍‌ଏସ୍‌ସି)। ଜୁନିୟର ଯନ୍ତ୍ରୀ( ସିଭିଲ୍,ମେକାନିକ,ଇଲେକ୍ଟ୍ରିକାଲ ଏବଂ ଏବଂ ପରିମାଣ ସର୍ବେକ୍ଷଣ ଏବଂ ଚୁକ୍ତିନାମା) ପଦବୀରେ…

ଟ୍ୱିନସିଟିରେ ଉପୁଜିବ ସହରୀ ବନ୍ୟା ସ୍ଥିତି! ଘଣ୍ଟାପ୍ରତି ୨ରୁ ୩ ସେମି ବର୍ଷା ହେବାର ସମ୍ଭାବନା, କାଲି ପାଇଁ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଟ୍ୱିନ୍ ସିଟିରେ…