Browsing Category

Breaking News

ଆସିବ ନାହିଁ ୮ମ ବେତନ କମିସନ, ଆପେ ଆପେ ବଢ଼ିବ ଦରମା! କେନ୍ଦ୍ର ସରକାର ଲାଗୁ କରିବେ ‘Automatic Pay Revision System’

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି ଅଷ୍ଟମ ବେତନ କମିସନ ଲାଗୁ ହେବା ନେଇ ଚର୍ଚ୍ଚା ଲାଗି ରହିଛି । କେନ୍ଦ୍ର ସରକାର ଅନ୍ୟ ଏକ ଫର୍ମୂଲା ଆପଣାଇ କର୍ମଚାରୀଙ୍କ ସାଲାରୀ ବଢ଼ାଇବା ନେଇ ବିଚାର କରୁଛନ୍ତି । ବର୍ତ୍ତମାନ ସାରା…

ବ୍ରାହ୍ମଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ, ରାଜ୍ୟ କ୍ୟାବିନେଟ ଦେଲା ଅନୁମୋଦନ, ୩୩ ମାସ ମଧ୍ୟରେ ସରିବ କାର୍ଯ୍ୟ

ଭୁବନେଶ୍ୱର: ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ " ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ " ପ୍ରକଳ୍ପର ଯୋଜନା…

OAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ୪୬ ଜଣ BDOଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଏନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୋପବନ୍ଧୁ…

ମିଳିବନି ବେବି ପାଉଡର, ବିଶ୍ୱ ସ୍ତରରେ ବିକ୍ରି ବନ୍ଦ କରିବାକୁ ଘୋଷଣା କଲା Johnson and Johnson

ନୂଆଦିଲ୍ଲୀ: ଅନେକ ଥର ନିଜର ଉତ୍ପାଦକୁ ନେଇ ବିବାଦରେ ରହିଆସିଥିବା ଜନସନ ଆଣ୍ଡ୍ ଜନସନ ଏହାର ବେବି ପାଉଡରକୁ ବନ୍ଦ କରିବାକୁ ଯାଉଛି । ଜନସନ ଆଣ୍ଡ୍ ଜନସନର ବେବି ପାଉଡର ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ରୁ ବଜାରରେ ମିଳିବ…

ବର୍ଷା ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ‘ଛାତ’ ଯୋଜନା, ମିଳିବ ୫୫, ୦୦୦ ଟଙ୍କା ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଭୂତଳ ଜଳ ଉପରେ ବଢୁଥିବା କ୍ରମବର୍ଦ୍ଧିଷ୍ଟ ନିର୍ଭରତା ତଥା ଭୂତଳ ଜଳ ସ୍ତରର କ୍ରମାଗତ ଅବନତି ଧାରାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଉଦ୍ - ବୃତ ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପର ବର୍ଷାଜଳ ଅମଳ…

(Video) ବାହା ହେଲେ ମୋତେ, ଚତୁର୍ଥୀ ରାତି କିନ୍ତୁ ଭାଉଜ ସହ: ମୋ ସ୍ୱାମୀ ମୋତେ ଠକିଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସାମ୍ନାକୁ ଆସିଲା ଲଭ-ସେକ୍ସ-ଧୋକ୍କା । ଆଜିକାଲି ପ୍ରେମ କରିବା ଆଉ ମନ ଭରିଗଲେ ଛାଡ଼ିଦେବା ଏକ ସାଧାରଣ କଥା ହୋଇଗଲାଣି । ଉଭୟ ପୁଅ ଓ ଝିଅ ଏ କ୍ଷେତ୍ରରେ କେହି କାହାଠାରୁ କମ୍…

ଇଏ ବାପା ନ ପିଶାଚ, ପିଲାର କାନ୍ଦରେ ବିରକ୍ତ ହୋଇ ପିଟିପିଟି ମାରିଦେଲା

ନୂଆଦିଲ୍ଲୀ: ନିଦ ଖରାପ୍ ହେବାରୁ ଦେଢ଼ ମାସର ନିଷ୍ପାପ ଶିଶୁକୁ ପିଟିପିଟି ହତ୍ୟା କରିଦେଲା ବାପା। ଏଭଳି ଏକ ବର୍ବର କାଣ୍ଡ ଘଟିଛି ଦିଲ୍ଲୀ ନିକଟସ୍ଥ ହରିୟାଣାର ପୁରୁଣା ଫରିଦାବାଦ୍ ରେ। ଶିଶୁଟିର ମାଆ ଏହି ଅଭିଯୋଗ…

ଲେଖକ ସଲମାନ ରୁଶିଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ସଲମାନ ରୁଶିଦଙ୍କୁ ନ୍ୟୁୟର୍କର ବଫେଲୋ ନିକଟରେ ଚୋଟାଉକ୍ୱା ନିକଟରେ ଛୁରୀ ମାଡ଼ କରାଯାଇଛି । ଲେଖକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବଳେ ତାଙ୍କୁ ମଞ୍ଚରେ ଛୁରାମାଡ଼ ହୋଇଛି ।…

ଓଃ କି’ ବର୍ବରତା, ନିଜ ପରିବାରର ୪ ସଦସ୍ୟଙ୍କୁ ଖଣ୍ଡାରେ ହାଣି ହତ୍ୟାକଲା ସାନବୋହୂ….

ତୁଚ୍ଛ ହେଲା ସଂପର୍କ... ନିଜ ପରିବାରର ସଦସ୍ୟଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ସାନବୋହୂ । ପଶ୍ଚିମ ବଙ୍ଗ ହାୱଡ଼ାରେ ରାକ୍ଷୀ ପୂର୍ଣ୍ଣିମା ପୂଜାକୁ ନେଇ ଝଗଡ଼ାରେ ଜଣେ ମହିଳା ନିଜ ପରିବାରର ଚାରି ଜଣକୁ ହତ୍ୟା କରିଦେଲେ ।…

ମୁଁ ଏୟାର ହୋଷ୍ଟେସ୍, ମୋ ବୟଫ୍ରେଣ୍ଡ ଇଞ୍ଜିନିୟର: ଆମେ ମଦ ପିଇବୁ, ହଙ୍ଗାମା କରିବୁ, ପୋଲିସର କ’ଣ ଗଲା

ନୂଆଦିଲ୍ଲୀ: ଅନେକ ସମୟରେ ମଡର୍ଣ୍ଣ ଯୁଗଳ ଯୁବକ, ଯୁବତୀମାନେ ଡ୍ରିଙ୍କସ କରି ରାସ୍ତାରେ ହଙ୍ଗାମା କରିଥାନ୍ତି । ପୋଲିସକୁ ବି ସେମାନେ ନାକେଦମ୍ କରିଦେଇଥାନ୍ତି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।…