Browsing Category
Breaking News
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, କମିଟି ଗଠନ କଲେ ବାଚସ୍ପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିବା ପରେ । ଏବେ ଏହାକୁ ନେଇ ବାଚସ୍ପତି ଏକ କମିଟି ଗଠନ କରିଛନ୍ତି । ଏହି କମିଟି ଦରମା ଓ ଭତ୍ତା ବୃଦ୍ଧି ନେଇ ଅନୁଧ୍ୟାନ କରିବା ପରେ…
ଦରବୃଦ୍ଧି ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ଉତ୍ତର: କହିଲେ ବିପରୀତ ପରିସ୍ଥିତିରେ ବି ଆମର ଅର୍ଥନୀତି ରହିଛି ମଜବୁତ
ନୂଆଦିଲ୍ଳୀ: ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ହୋଇଥିବା ଚର୍ଚ୍ଚାକୁ ନେଇ ସୋମବାର ଅର୍ଥମନ୍ତ୍ରୀ ଉତ୍ତର ରଖିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କହିଛନ୍ତି ଯେ ଆମେ ଏଭଳି ମହାମାରୀ ସ୍ଥିତି କେବେ…
ଏହି ମାମଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ୪ ବର୍ଷ ପୂର୍ବେ ଲାଗିଥିଲା ସାଙ୍ଘାତିକ ଅଭିଯୋଗ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରାଜସ୍ଥାନ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ୨୦୧୮ ମସିହାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଏସସି / ଏସଟି ଆକ୍ଟ ଅନୁଯାୟୀ ଏକ ମାମଲା…
ଗୋପ ମାଟି ତଳେ ରହିଛି ତୈଳ ଭଣ୍ଡାର, ଜମି କିଣିଲା ଅଏଲ ଇଣ୍ଡିଆ
ପୁରୀ(ଓଡ଼ିଶା ଭାସ୍କର): ଚାଷ ଜମିରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଏବେ ଜମି ମାଲିକଙ୍କୁ ଦିଆଯାଇଛି କ୍ଷତିପୂରଣ । ପୁରୀ ଜିଲ୍ଲା ଗୋପ ବ୍ଲକର ୩୭ ଜଣ ଜମି ମାଲିକଙ୍କୁ ଏହି କ୍ଷତିପୂରଣ ଦିଆଯାଇଛି । ଜମି…
ଶେଷ ହେଲା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ବଜେଟ ଅଧିବେଶନ ଆଜି ଶେଷ ହୋଇଛି । ଏହା ସହ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ ହୋଇଛି ।…
Fastag Recharge କରି ପାଆନ୍ତୁ ଟଙ୍କା: ୨୪ ଘଣ୍ଟା ପାଇଁ ଏହି ଆପରେ ମିଳୁଛି ଜବରଦସ୍ତ ଅଫର
ନୂଆଦିଲ୍ଲୀ: ଟୋଲ ପ୍ଲାଜାରେ ଲୋକମାନେ ସମ୍ମୁଖୀନ ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି ଭାରତ ସରକାର Fastagକୁ ବାଧ୍ୟତାମୂଳକ କରିଥିଲେ। ଯଦି ଆପଣଙ୍କର ଗାଡିରେ Fastag ଇନଷ୍ଟଲ୍ ହୋଇଛି, ତେବେ ଆପଣଙ୍କୁ ଟୋଲ୍ ପ୍ଲାଜାରେ…
(Video) ସାର୍ଟ ଖୋଲି ବର୍ଷାରେ ନାଚିବାକୁ ଲାଗିଲା ଏହି ଛୋଟ ପିଲା, ଲୋକେ କହିଲେ ସୋ କ୍ୟୁଟ୍…
ବର୍ଷା ଆସିଲେ ସମସ୍ତଙ୍କ ମନ ଏକ ପ୍ରକାର ପ୍ରଫୁଲ୍ଲିତ ହୋଇଯାଏ । ପିଲାମାନେ ତ' ବର୍ଷାରେ ଭିଜିବାକୁ ହୁଏତ ସବୁଠୁ ମଜାଦାର ଭାବିଥାନ୍ତି । ଆପଣ ବି ଆପଣଙ୍କ ପିଲାଦିନେ ବର୍ଷାରେ ଭିଜି ଭିଜି ନିଶ୍ଚୟ ଖେଳିଥିବେ ।…
ଫାସୀ ଲଗାଇ ଆତ୍ମହତ୍ୟା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ
ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସାନ ଝିଅ ଉମା ମାହେଶ୍ବରୀଙ୍କ ଆତ୍ମହତ୍ୟା । ଉମା ମାହେଶ୍ୱରୀ ଅନେକ ସମୟରୁ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ କିଛି ମାସରୁ ତାଙ୍କର ଚିକିତ୍ସା…
ସରିଲା ୫ଜି ସ୍ପେକ୍ଟ୍ରମ ନିଲାମୀ, ଆଗରେ ରିଲାଏନ୍ସ ଜିଓ…
ନୂଆଦିଲ୍ଲୀ: ଭାରତରେ ଏପର୍ଯ୍ୟନ୍ତ ସବୁଠୁ ବଡ଼ ସ୍ପେକ୍ଟ୍ରମ ନିଲାମୀ ସୋମବାର ଶେଷ ହୋଇଛି । ୭ଦିନ ଧରି ଚାଲୁଥିବା ଏହି ନିଲାମୀରେ ୧.୫ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୫ ଜି ବ୍ୟାଣ୍ଡ୍ ର ରେକର୍ଡ ବିକ୍ରି ହୋଇଛି । ଏହି…
ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା, ଅନୁଭବଙ୍କ ଏକ ଭିଡିଓ ପାଇଁ…
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ରହିଛି । ଦୁହେଁ ପରସ୍ପରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ କୋର୍ଟ ମାମଲା ବିଚାରଧୀନ…