fbpx
Browsing Category

Breaking News

ଏହି ଆପକୁ କରାଗଲା ବ୍ୟାନ୍: ଫୋନରୁ ଜଲଦି ହଟାଇ ବଦଳାନ୍ତୁ ଫେସବୁକ୍ ପାସୱାର୍ଡ, ନଚେତ୍….

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ନିକଟରେ ୧୫୦ରୁ ଅଧିକ ବିପଦଜ୍ଜନକ ଆପକୁ ବ୍ୟାନ୍ କରିଥିଲା ଗୁଗଲ୍ । ଏବେ ଗୁଗଲ ପୁଣି ପ୍ଲେ ଷ୍ଟୋରରୁ ୩ଟି ବିପଦଜ୍ଜନକ ଆପକୁ ହଟାଇଛି । ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ଆପକୁ ବ୍ୟାନ୍…

କଂଗ୍ରେସରୁ ଇସ୍ତଫା ଦେଲେ ନବୀନ ନନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ପୂର୍ବତନଚ ବିଧାୟକ ତଥା ଢ଼େଙ୍କାନାଳର ବରିଷ୍ଠ ନେତା ହେଉଛନ୍ତି ନବୀନ ନନ୍ଦ । ଇସ୍ତଫା ନେଇ ଫେସବୁକ୍ ଓ ଟ୍ୱିଟରରେ ସୂଚନା…

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ୩ ଗିରଫ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ୩ ଗିରଫ । ବୋମାମାଡ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ…

ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂତନ ଗାଇଡଲାଇନ୍; ଦୀପାବଳୀ, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଦର୍ଶନ

ପୂରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପ୍ରଶାସନର ପରିବର୍ତ୍ତିତ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନୂତନ ପରିବର୍ତ୍ତିତ ମାର୍ଗଦର୍ଶିକା ଆସନ୍ତାକାଲି ଠାରୁ ଲାଗୁ ହେବ । ତେବେ ଏହି ନୁତନ ଗାଇଡଲାଇନ୍ ଦଶହରା ଉପଲକ୍ଷେ…

ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ଲୁଚାଇବାରୁ ୨୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ, ବାପାଙ୍କ ସମେତ ୪ ଅଭିଯୁକ୍ତ ଗିରଫ

ଲଳିତପୁର: ଲଳିତପୁରରେ ଜଣେ ନାବାଳିକାଙ୍କୁ ତାଙ୍କ ବାପାଙ୍କ ସମେତ ଗାଁର ୨୮ ଜଣ ବର୍ଷ ବର୍ଷଧରି ଦୁଷ୍କର୍ମ କରିଆସୁଥିଲେ । ଏନେଇ ନାବାଳିକା ଜଣକ ପୋଲିସ୍ ଷ୍ଟେସନ୍ ରେ ମାମଲା ରୁଜୁ କରିଛନ୍ତି । ସେ ଅଭିଯୋଗ ଆଣିଥିଲେ ଯେ,…

ଇଡି ଅଫିସରେ ବଲିଉଡ ଅଭିନେତ୍ରୀ ନୋରା ଫତେହି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଏକ ମାମଲାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଦିଲ୍ଲୀ ସ୍ଥିତ ଇଡି ଅଫିସକୁ ପହଞ୍ଚିଛନ୍ତି, ଯେଉଁଠାରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଶସ୍ତା ହେବ ଖାଇବା ତେଲ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ସମସ୍ୟାକୁ ଆରାମ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବର୍ଦ୍ଧିତ ତେଲ…

ୱାଇନ୍, ହ୍ୱିସ୍କି, ବ୍ରାଣ୍ଡୀ, ଭୋଡକା, ବିୟର୍, ରମ୍… ଜାଣନ୍ତୁ ଏସବୁ ମଧ୍ୟରେ କଣ ରହିଛି ଫରକ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଯେତେବେଳେ ବି ମଦ ସମ୍ପର୍କରେ କଥା ଉଠେ ତେବେ ବିଭିନ୍ନ ପ୍ରକାରର ମଦ ବ୍ରାଣ୍ଡ୍ କଥା ମୁଣ୍ଡକୁ ଆସିଥାଏ । ଏଥିରେ ୱାଇନ୍, ହ୍ୱିସ୍କି, ବ୍ରାଣ୍ଡୀ, ଭୋଡକା, ବିୟର୍, ଜିନ୍ ଭଳି ଅନେକ ନାମ ସାମିଲ…

ଦଶହରାରେ ନିଜ ରାଶି ହିସାବରେ କରନ୍ତୁ କାମ, ଶତ୍ରୁଙ୍କ ଉପରେ ସର୍ବଦା ମିଳିବ ବିଜୟ

ଦଶହରା ଦିନ ଭଗବାନ ଶ୍ରୀରାମ ରାବଣର ବଧ କରିଥିଲେ । ଦଶହରା ଦିନରେ କିଛି ଖାସ୍ ଉପାୟ ମାଧ୍ୟମରେ ଶତ୍ରୁ ଉପରେ ବିଜୟ ହାସଲ କରାଯାଇ ପାରିବ । ଦଶହରାରେ ନିଜ ରାଶି ହିସାବରେ କିଛି କାମ କରିବା ଦ୍ୱାରା ଆପଣ ବି ଶତ୍ରୁଙ୍କ…

ଭାରତର ଏହି ସହରରେ ସବୁଠାରୁ ଶସ୍ତାରେ ମିଳୁଛି ପେଟ୍ରୋଲ; ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ୍ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ମେଟ୍ରୋ ସହର ମାନଙ୍କରେ ଏହି ଦୁଇ ଇନ୍ଧନର ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ପେଟ୍ରୋଲିୟମ୍ କମ୍ପାନୀ ପକ୍ଷରୁ ପେଟ୍ରୋଲ ଦର ୩୫ ପଇସା…